ପ୍ରିୟଙ୍କାଙ୍କ ରେସ୍ତୋରାଁରେ ଭିକ୍ଟ୍ରିନା
ମୁମ୍ବାଇ: ବିବାହ ପରଠାରୁ ଖୁବ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ । ଏବେ ଏହି ସେଲିବ୍ରିଟି କପଲ ଆମେରିକା ଯାଇଛନ୍ତି । ସେଠାକାର କିଛି ଫଟୋ ଓ ଭିଡିଓ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର…
ଅମିତାଭଙ୍କ ନାତିଙ୍କ ସହ ଡେବ୍ୟୁ କରିବେ ସୁହାନା
ମୁମ୍ବାଇ: ଏବେ ଆସିଛି ଷ୍ଟାର କିଡଙ୍କ ଜମାନ । ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ଓ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବଶୀଘ୍ର ଆକ୍ଟିଙ୍ଗ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ…
କଙ୍ଗନାଙ୍କ ଗୀତକୁ ସୋସିଆଲ ମିଡିଆରୁ ଡିଲିଟ୍ କରିଦେଲେ ବିଗ୍ ବି, କାରଣ ଜାଣିଲେ…
ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ବଲିଉଡ ଫିଲ୍ମର ଟ୍ରେଲର୍ ଏବଂ ଗୀତ ଶେୟାର କରି ତାକୁ ପ୍ରଶଂସା କରିଥାନ୍ତି। ନିକଟରେ ସେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଆଗାମୀ ଫିଲ୍ମ ‘ଧାକାଡ’ର…
ସ୍ତ୍ରୀଙ୍କଠାରୁ ଅଲଗା ରହୁଛନ୍ତି ସଞ୍ଜୟ, କାରଣ ଜାଣିଲେ…
ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜଣେ। ନିକଟରେ ରିଲିଜ୍ ହୋଇଥିବା ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍-୨’ରେ ତାଙ୍କର ଦମ୍ଦାର ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି। ତାଙ୍କୁ ନେଇ ଏକ ବାୟୋପିକ ମଧ୍ୟ ତିଆରି କରାଯାଇଥିଲା । ଯାହା ସୁପରହିଟ…
କେରଳ ଅଭିନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ
କୋଝିକୋଡ୍,୧୪।୫: କେରଳ ମଡେଲ ତଥା ଅଭିନେତ୍ରୀ ଶାହାନା (୨୦)ଙ୍କର ମୃତଦେହ ତାଙ୍କ କୋଝିକୋଡ୍ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଗୁରୁବାର ରାତିରେ ଝରକା ରେଲିଂରୁ ମୃତଦେହ ଝୁଲୁଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀ ସାଜଦ (୩୧)ଙ୍କୁ ପୋଲିସ…
ରିଲିଜ ହେଲା ଆଶ୍ରମ ୩ର ଧମାକାଦାର ଟ୍ରେଲର
ମୁମ୍ବାଇ: ଭୟଭୀତ ଅନ୍ଦାଜରେ ଫରିଛନ୍ତି କାଶୀପୁର ବାଲା ବାବା । ପୁଣିଥରେ ସେ ଫ୍ୟାନ୍ସଙ୍କୁ ଚମକାଇବାକୁ ଆସିଛନ୍ତି । ବବି ଦେୱଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଧାରାବାହିକ ଆଶ୍ରମ ୩ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିଲେ ଲାଗୁଛି ବାକି…
ବିବାହର ୨୪ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୋହେଲ ଖାଁ
ମୁମ୍ବାଇ: ବଲିଉଡ ଅଭିନେତା ସୋହେଲ ଖାଁ ଓ ପତ୍ନୀ ସୀମା ଖାଁ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ବିବାହର ୨୪ ବର୍ଷ ପରେ ଏମାନେ ଅଲଗା ହେବାକୁ ଯାଉଛନ୍ତି । ଶୁକ୍ରବାର ଏମାନଙ୍କୁ ଫ୍ୟାମିଲ କୋର୍ଟ ବାହାରେ ଦେଖିବାକୁ ମିଳିଥିଲା…
ବିଦେଶରେ ସ୍ବଦେଶ ରୀତିନୀତି ପାଳୁଛନ୍ତି ପ୍ରିୟଙ୍କା
ମୁମ୍ବାଇ: ବିବାହ ପରଠାରୁ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭାରତଠାରୁ ଦୂରରେ ଅଛନ୍ତି। ସେ ତାଙ୍କ ସ୍ବାମୀ ନିକ ଜୋନାସ୍ଙ୍କ ସହ ବର୍ଷବର୍ଷ ଧରି ବିଦେଶରେ ରହୁଛନ୍ତି। ବିବାହ ପରେ ପ୍ରିୟଙ୍କା ଭାରତରୁ ଚାଲିଯାଇଥିଲେ ମଧ୍ୟ ବିଦେଶୀ ମାଟିରେ ଭାରତର ସଂସ୍କୃତି,…
ସ୍ବାମୀଙ୍କ ସହ ଫଟୋ ଶେୟାର କରି ଟ୍ରୋଲ୍ ହେଲେ ଅଙ୍କିତା, ୟୁଜର୍ସ କହିଲେ…
ସିରିଏଲ୍ ‘ପବିତ୍ର ରିସ୍ତାରୁ ଅଧିକ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବୃତ୍ତିଗତ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସର୍ବଦା ସେ ଚର୍ଚ୍ଚାରେ ଥାନ୍ତି। ଅଙ୍କିତା ଭିକି ଜୈନଙ୍କୁ ବିବାହ ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର…
‘ଏଏପି’ରେ ଯୋଗ ଦେଲେ ଅଭିନେତ୍ରୀ
ନୂଆଦିଲ୍ଲୀ,୧୩।୫: ଅଭିନେତ୍ରୀ କଙ୍ଗନା ଶର୍ମା ଗୁରୁବାର ‘ଏଏପି’ରେ ଯୋଗ ଦେଇଛନ୍ତି। ଏ ନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଦ୍ୱାରା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ,ଗାୟକ କଙ୍ଗନା ଶର୍ମା ଆମ ଆଦମୀ ପାର୍ଟିରେ ଯୋଗ…
ଗୋଟିଏ ଆଇଟମ୍ ନମ୍ବର ପାଇଁ କେତେ ଟଙ୍କା ନିଅନ୍ତି ସନ୍ନି ଲିଓନି
ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସନ୍ନି ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ। ସେ ଅନେକ ଆଇଟମ ନମ୍ବର ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସଲମାନ…
ଗର୍ଭବତୀ ଅଛନ୍ତି କି କ୍ୟାଟ୍ରିନା, ହେଲା ଖୁଲାସା
ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିକଟରେ ଅଭିନେତା ବିକି କୌଶଲଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ୬ ମାସ ମଧ୍ୟ ପୂରିନି। କିନ୍ତୁ କ୍ୟାଟ୍ରିନା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ତାଙ୍କ ପ୍ରଶଂସକ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ…
Archives


