ପ୍ରିୟଙ୍କାଙ୍କ ରେସ୍ତୋରାଁରେ ଭିକ୍ଟ୍ରିନା

ମୁମ୍ବାଇ: ବିବାହ ପରଠାରୁ ଖୁବ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ । ଏବେ ଏହି ସେଲିବ୍ରିଟି କପଲ ଆମେରିକା ଯାଇଛନ୍ତି । ସେଠାକାର କିଛି ଫଟୋ ଓ ଭିଡିଓ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର ବି କରୁଛନ୍ତି । ଏବେ ନିକଟରେ ଭିକ୍ଟ୍ରିନା ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନ୍ୟୁୟର୍କ ସହରରେ ଥିବା ଭାରତୀୟ ରେସ୍ତୋରାଁ ସୋନାରେ ପହଞ୍ଚିଥିଲେ ।
କ୍ୟାଟ୍ରିନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ସେକ୍ସନରେ ଏକ ଫଟୋ ଶେୟାର କରି ଲେଖିଛନ୍ତି- ଘରଠାରୁ ଦୂର ଆଉ ଏକ ଘର । ଫଟୋରେ କ୍ୟାଟ୍ରିନା ଫ୍ଲୋରାଲ ପିଚ କଲର ଡ୍ରେସ ପିନ୍ଧିଥିବା ବେଳେ ଭିକ୍କି କୌଶଲ ଚାରକୋଲ ଗ୍ରେ ଟି-ସର୍ଟ ଓ ବ୍ଲାକ କଲରର ଡେନିମରେ ନଜର ଆସିଛନ୍ତି । ଉଭୟ ରେସ୍ତୋରାଁର କୋ ଓନର ମନିଷ ଏମ ଗୋଲଙ୍କ ସହ ସେଲ୍‌ଫି ନେଇଛନ୍ତି ।
ସୂଚନାଯୋଗ୍ୟ, ଫ୍ରିୟଙ୍କା ଚୋପ୍ରା ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜି ଲୋ ଜରା’ରେ କ୍ୟାଟଙ୍କ ସହ ଅଭିନୟ କରିବେ । ତେବେ କ୍ୟାଟ ତାଙ୍କ ରେସ୍ତୋରାଁର ଯେଉଁ ଫଟୋ ଶେୟାର କରିଛନ୍ତି ଏହା ଉପରେ କମେଣ୍ଟ କରି ପିସି ଲେଖିଛନ୍ତି, ଲଭ ୟୁ ହନି! ବହୁତ ଖୁସି ଲାଗୁଛି କି ଆପଣମାନେ ଏଠାକୁ ଆସିଛନ୍ତି । ଡିସେମ୍ବର ୯, ୨୦୨୧ରେ ବିବାହ କରିଥିବା କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଏବେ ନିଜର କ୍ୱାଲିଟି ଟାଇମ ବିଦେଶରେ ସ୍ପେଣ୍ଡ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଦବଙ୍ଗ-୩’ ପାଇଁ ପଛରେ ପଡିଲା ‘ମର୍ଦାନୀ-୨’

ମୁମ୍ବାଇ: ଏଥର ଫ୍ରାଇଡେରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’। ପ୍ରଥମ ଦିନରେ ଏହା କଲେକ୍ସନ କରିଛି ପାଖାପାଖି ୨୪...

ଏହି ଅଭିନେତ୍ରୀଙ୍କ ପାଇଁ ହ୍ରିତିଙ୍କ ହୋଇଥିଲା ଛାଡପତ୍ର

ବଲିଉଡର ସୁପରଷ୍ଟାର ହ୍ରିତିକ୍‌ ରୋଶନ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ୍‌ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ,...

ହଲିଉଡ୍‌ ଅଭିନେତ୍ରୀଙ୍କ ପୁଅ ସହ ଭିଡିଓ କଲ୍‌ରେ ଆରାଧ୍ୟା

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ଗୋଟିଏ ଦିନ ପୂର୍ବରୁ କାନ୍ସର...

ବିକ୍‌ନୀ ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍‌କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ...

ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର...

‘ଦ ନାଇଟ୍‌ ମ୍ୟାନେଜର’ର ଦମ୍‌ଦାର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନିଲ କପୁର ଓ ଆଦିତ୍ୟ କପୁରଙ୍କ ଅଭିନିତ ଓ୍ବେବ ସିରିଜ୍‌ ‘ଦ ନାଇଟ ମ୍ୟାନେଜର’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ଅନିଲ...

ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ...

ସିଦ୍ଧାର୍ଥଙ୍କ ରେକର୍ଡ ଭାଙ୍ଗିଲେ ଶିବ ଠାକ୍‌ରେ

ବମ୍ବେ: ଆଉ ମାତ୍ର ଦୁଇଦିନର ଅପେକ୍ଷା। ଶେଷ ହେବ ରିଆଲିଟି ଶୋ’ ‘ବିଗ୍‌ବସ୍‌-୧୬’। ଶୋ’ର ୧୩ତମ ସିଜନ ପରେ ଚଳିତ ସିଜନ ଲୋକପ୍ରିୟତାର ଶିଖର ଛୁଇଁଛି।...

Advertisement
Archives

Model This Week