ମନୋରଞ୍ଜନ

ଅନନ୍ୟାଙ୍କ ସହ ଆଗକୁ କାମ ନେଇ ଏମିତି କହିଲେ ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ କେମେଷ୍ଟ୍ରି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ। କେହି କେହି କହିଛନ୍ତି, ଏହି ଯୋଡି ଖୁବ୍‌ ସୁନ୍ଦର । ତେବେ ପୁଣି ଦୁହିଁଙ୍କୁ ଏକ ସାଥୀରେ ଦେଖିବାକୁ ମିଳିବ। ଦୁହେଁ ଖୁବଶୀଘ୍ର ଏକାଠି କାମ…

ନବ୍ୟା-ସିଦ୍ଧାନ୍ତଙ୍କ ପ୍ରେମ କାହାଣୀକୁ ନେଇ ପୁଣି ହେଲା ଚର୍ଚ୍ଚା

ମୁମ୍ବାଇ: ବିଗ ବି ଅମିତାଭଙ୍କ ନାତୁଣି ନବ୍ୟା ନଭେଲି ନନ୍ଦା ଓ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ରିଲେସନଶିପକୁ ନେଇ ପୁଣି ଚର୍ଚ୍ଚା ହୋଇଛି । ଉଭୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ବେଳେ ଏବେ ଉଭୟଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା…

ବେବିବମ୍ପ୍‌ ସହ ରାସ୍ତାରେ ନଜର ଆସିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏବେ ଲଣ୍ଡନ ରାସ୍ତାରେ ଭଉଣୀ ରିୟା କପୁରଙ୍କ ସହ ତାଙ୍କ ଖୁସି ସମୟ ବିତାଉଥିବାର ନଜର ଆସିଛନ୍ତି। ସୋନମଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ରିୟା…

ସଞ୍ଜୟ ଦତ୍ତଙ୍କ ଯୋଗୁ ଅଡ଼ୁଆରେ ଫସିଥିଲେ ମାଧୁରୀ

ବମ୍ବେ: ନବେ ଦଶକରେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍‌’, ‘ଖଳନାୟକ’ ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର…

ନସିରୁଦ୍ଦିନଙ୍କ ବିବାଦୀୟ ବୟାନ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । ଫିଲ୍ମ ଏବେ ପର୍ଯ୍ୟନ୍ତ ୨୪୬ କୋଟି ବିଜନେସ କରିଥିବା ବେଳେ, ଏବେ ପର୍ଯ୍ୟନ୍ତ…

ବିବାହ ପରେ ବିବାଦରେ ନୟନତାରା

ବିବାହ ପରେ ବିବାଦ ଘେରରେ ସାଉଥ୍‌ ଅଗିନେତ୍ରୀ ନୟନତାରା। ପୋଲିସ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛି। ଖବରନୁଯାୟୀ, ନୟନତାରା ବିବାହ ପରେ ସ୍ବାମୀ ବିଘ୍ନେଶଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ। ହେଲେ ମନ୍ଦିର ପରିସରରେ ନୟନତାରା…

ମା’ ହେଲେ ଅଭିନେତ୍ରୀ

ଅଭିନେତ୍ରୀ ପ୍ରଣିଥା ସୁବାସ ମା’ହେଇଛନ୍ତି। ସେ ଏକ କନ୍ୟାନଙ୍କୁ ଜନ୍ମ ଦେଇଛନ୍ତି। ଯାହାର ଫାଷ୍ଟ ଲୁକ ସେ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେ ଶେୟାର କରି ଲେଖିଛନ୍ତି, ‘ମୋ ପାଇଁ ଗତ କିଛି ଦିନ ହେବ ଅବାସ୍ତବ…

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହକି ଷ୍ଟିକ୍‌ରେ ଲୁଚି ରହିଛି ବନ୍ଧୁକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ବାପା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିବା ଘଟଣାର ଯାଞ୍ଚ ଜାରି ରଖିଛି ମୁମ୍ବାଇ ପୋଲିସ। ତେବେ ସଲମାନଙ୍କ ଘର ଆଖପାଖରେ ଜଣେ ସ୍ନାଇପର ସବୁବେଳେ ରହୁଥିବା ଖବର ଏବେ ପୋଲିସର ଚିନ୍ତା…

ବଦଳିବ ‘କଭି ଇଦ କଭି ଦିୱାଲି’ ମୁଭିର ନାମ!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କ ମୁଭି ‘କଭି ଇଦ କଭି ଦିୱାଲି’କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଛି । କିଛିଦିନ ହେବ ଏହି ମୁଭିକୁ ନେଇ କିଛି ନା କିଛି ଅପଡେଟ ଆସୁଛି ।…

ଜଷ୍ଟିନ ବିବର ଅସୁସ୍ଥ, କାମ କରୁନାହିଁ ମୁହଁର ଗୋଟିଏ ଭାଗ

ଓଟାୱା,୧୧ ।୬: ଅସୁସ୍ଥ ହୋଇ ପଡିଛନ୍ତି କାନାଡାର ପପଷ୍ଟାର ଜଷ୍ଟିନ ବିବର । ଏକ ଭାଇରସ ଆକ୍ରାନ୍ତ କରିବା ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ସୂଚନା…

ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଲେ ବିଗ୍‌ ବି

ଗୁଟଖା ବିଜ୍ଞାପନ ଛାଡିବା ପରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଉପରେ ଅନେକ କମେଣ୍ଟ ଦେଉଛନ୍ତି। ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଙ୍କର ଏକ କମେଣ୍ଟରେ ବିଗ୍‌ ବି ଜବାବ ଦେଇଛନ୍ତି। ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କ ପୋଷ୍ଟରେ ନିଜର ପ୍ରତିକ୍ରିୟା…

ଆଉ ଫେରିବେନି ଦିଶା

ବମ୍ବେ: ଆଉ ଫେରିବେନି ଦିଶା ବକାନି। ଦୀର୍ଘଦିନ ଧରି ସେ ନିଶ୍ଚିତ ଫେରିବେ ବୋଲି କୁହାଯାଉଥିଲେ ହେଁ ଏବେ ସେସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଫଳରେ ‘ତାରକ ମେହେତା କା ଉଲଟା ଚଷମା’ ଧାରାବାହିକରେ ଶୂନ୍ୟସ୍ଥାନ ସୃଷ୍ଟି ହେବ। ଏଣୁ ତାଙ୍କ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?