ବିଦେଶରେ ସ୍ବଦେଶ ରୀତିନୀତି ପାଳୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବିବାହ ପରଠାରୁ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭାରତଠାରୁ ଦୂରରେ ଅଛନ୍ତି। ସେ ତାଙ୍କ ସ୍ବାମୀ ନିକ ଜୋନାସ୍‌ଙ୍କ ସହ ବର୍ଷବର୍ଷ ଧରି ବିଦେଶରେ ରହୁଛନ୍ତି। ବିବାହ ପରେ ପ୍ରିୟଙ୍କା ଭାରତରୁ ଚାଲିଯାଇଥିଲେ ମଧ୍ୟ ବିଦେଶୀ ମାଟିରେ ଭାରତର ସଂସ୍କୃତି, ପରମ୍ପରା, ରୀତିନୀତିକୁ ବଜାୟ ରଖିଛନ୍ତ। ସେ ତାଙ୍କ ଶାଶୁଘରେ ବି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଆଦୌ ଭୁଲିନାହାନ୍ତି।

ଝିଅ ମାଳିତୀ ଘରକୁ ଆସିବା ପରେ ପ୍ରିୟଙ୍କା-ନିକ୍‌ ଘରେ ପୂଜା କରିଥିଲେ।
ପ୍ରିୟଙ୍କା ଚୋପ୍ରା ନୁହନ୍ତି, ବିବାହ ପରେ ମଧ୍ୟ ନିକ୍‌ ଜୋନାସ୍‌ ଭାରତୀୟ ପୂଜାପାଠ ଏବଂ ରୀତିନୀତି ସ୍ତ୍ରୀଙ୍କ ସହିତ ମିଶି ପାଳନ କରୁଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ ନିକଟରେ ସେମାନଙ୍କର ଲସ୍‌ ଆଞ୍ଜେଲସ ଘରେ ଏକ ପୂଜାର ଆୟୋଜନ କରିଥିଲେ। ତାଙ୍କ ଝିଅ ଯେତେବେଳେ ଡାକ୍ତରଖାନାରୁ ୧୦୦ ଦିନ ପରେ ଘରକୁ ଫେରିଥିଲେ। ସେ ଭାରତୀୟ ରୀତିନୀତି ଅନୁଯାୟୀ ଏହି ପୂଜାର ଆୟୋଜନ କରିଥିଲେ। ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଏକ ସାକ୍ଷାତକାରରେ କହିଛନ୍ତି, ମୋ ଝିଅ ବିଦେଶରେ ରହୁଥିଲେ ବି ଭାରତକୁ ଭୁଲିନାହିଁ। ବିଦେଶରେ ଥାଇ ପ୍ରତିଟି ମୁହୂର୍ତ୍ତରେ ସେ ଭାରତକୁ ମନେ ପକାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଅନୁଷ୍କା

ସମସ୍ତେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି। କିନ୍ତୁ କୋହଲିଙ୍କୁ ବିବାହ କରିବାକୁ ଚାହୁଁ...

ମିସ୍‌ ୟୁନିଭର୍ସ ଟାଇଟେଲ୍‌ ଜିତି ଇତିହାସ ରଚିଥିବା ହରନାଜ୍‌ ସାନ୍ଧୁଙ୍କ ବିଷୟରେ ଜାଣନ୍ତୁ

ଜେରୁଜେଲମ୍‌,୧୩।୧୨: ଅଭିନେତ୍ରୀ-ମଡେଲ ହର୍‌ନାଜ୍‌ ସାନ୍ଧୁ ସୋମବାର ଇତିହାସ ସୃଷ୍ଟି କରିଛନ୍ତି। ସେ ମିସ ୟୁନିଭର୍ସ ୨୦୨୧ ଟାଇଟେଲ୍‌ ଜିତିଛନ୍ତି। ୨୧ ବର୍ଷ ପରେ ସେ ଭାରତ...

କିଛି ନୂଆ କରି ଦେଖାଇବାକୁ ଚାହୁଁଛନ୍ତି ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବ ବିଶ୍ୱସୁନ୍ଦରୀ ଉର୍ବଶୀ ରୌତେଲା ସବୁବେଳେ କିଛି ନୂଆ ଶିଖିବାକୁ ଏବଂ ତାହାକୁ ପରଦା ଉପରେ ଉପସ୍ଥାପିତ କରିବାକୁ ଚାହିଁଥାନ୍ତି। ଜଣେ...

ବାଲୁକା କଳା ମାଧ୍ୟମରେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପୀ ଅଶୋକ

କରୋନା ମୁକାବିଲାରେ ବଲିଉଡ୍‌ ତାରକାମାନେ ସହାୟତାର ହାତ ବଢ଼ାଉଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଯାନବାହାନର ବନ୍ଦୋବ୍ୟସ୍ତ କରି ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ।...

୨୫ରେ ‘ମାଲ ମହୁ ଜୀବନ ମାଟି’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ ନଭେମ୍ବର ୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ତୋଷ ନୋହିଲା ମୋର...

ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେଠାରୁ ତାଙ୍କ ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଏ...

ସୁଶାନ୍ତଙ୍କ ପାଇଁ ଅଙ୍କିତାଙ୍କ ଆଖିରୁ ଝରୁଛି ଲୁହ, ଦୁଃଖରେ ଭାଙ୍ଗିପଡିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ୧୫ ଦିନ ବିତିଛି। ଏବେ ବି ସାଥୀ କଳାକାର ତାଙ୍କୁ ଭୁଲିପାରୁନାହାନ୍ତି। ତାଙ୍କ ଏକ୍ସଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ...

ସ୍ମିତାଙ୍କ ଲୁକ୍‌କୁ କପି କଲେ ରିଚା

ମୁମ୍ବାଇ: ବଲିଉଡ୍‌ ନାୟିକା ସ୍ମିତା ପାଟିଲଙ୍କ ଦମଦାର ଅଭିନୟ ଆଜିବି ଦର୍ଶକଙ୍କ ମନରେ ଘର କରିଛି। ଖୁବ୍‌ କମ୍‌ ଦିନର ଅତିଥି ସ୍ମିତା ବଲିଉଡ୍‌ରେ ଯେତିକି...

Advertisement
Archives

Model This Week