ସ୍ତ୍ରୀଙ୍କଠାରୁ ଅଲଗା ରହୁଛନ୍ତି ସଞ୍ଜୟ, କାରଣ ଜାଣିଲେ…

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜଣେ। ନିକଟରେ ରିଲିଜ୍‌ ହୋଇଥିବା ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’ରେ ତାଙ୍କର ଦମ୍‌ଦାର ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି। ତାଙ୍କୁ ନେଇ ଏକ ବାୟୋପିକ ମଧ୍ୟ ତିଆରି କରାଯାଇଥିଲା । ଯାହା ସୁପରହିଟ ହୋଇଥିଲା। ସଞ୍ଜୟ ଦତ୍ତଙ୍କ ବ୍ୟକ୍ତିଗତକୁ ଦେଖିଲେ ସେ ତିନୋଟି ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀ ରିଚା ଶର୍ମାଙ୍କ ମୃତ୍ୟୁ ପରେ ସେ ରିୟା ପିଲ୍ଲାଇଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ ତାହା ବି ବେଶୀ ଦିନ ତିଷ୍ଠି ନ ଥିଲା ଛାଡପତ୍ର ପରେ ସେ ମାନ୍ୟତାଙ୍କ ସହ ତୃତୀୟ ବିବାହ କରିଥିଲେ। ହେଲେ ଗତ ୨ବର୍ଷ ଧରି ମାନ୍ୟତା ସଞ୍ଜୟଙ୍କ ଠାରୁ ଅଲଗା ରହୁଛନ୍ତି ବୋଲି ଏକ ସାକ୍ଷାତକାରରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ ଯେ, ପିଲାମାନେ ଦୁବାଇ ବିଦ୍ୟାଳୟରେ ପାଠ ପଢୁଛନ୍ତି। ମାନ୍ୟତା ସେଠାରେ ତାଙ୍କର ବ୍ୟବସାୟର କାମ ଆରମ୍ଭ କରିଛନ୍ତି। ତେଣୁ ପିଲାମାନେ ଏବଂ ମାନ୍ୟତା ଦୁବାଇରେ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଭଲ ପାଉଥିବା ବ୍ୟକ୍ତିଙ୍କୁ କିଏ ଡ୍ରଗ୍ସ ଦିଏ କି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବର୍ଷିଛନ୍ତି। ଅଙ୍କିତା ପୁଣି ଥରେ ସୋସିଆଲ...

ରିଷି କହୁଥିଲେ ନିଚ୍ଛକ କଥା: ପିତା ରାଜକପୁରଙ୍କ ବିବାହ ପରର ସମ୍ପର୍କରେ ନିଜ ପୁସ୍ତକରେ କରିଥିଲେ ଉଲ୍ଲେଖ

ମୁମ୍ବାଇ,୩୦।୪: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ରିଷି କପୁର ସବୁବେଳେ ନିଚ୍ଛକ  କଥା ହିଁ କହୁଥିଲେ। ଏଥିପ୍ରତି ତାଙ୍କର ଭୟ ବି ନ ଥିଲା। ଯାହା ସତ...

‘ବଚ୍ଚନ ପାଣ୍ଡେ’ର ପ୍ରଥମ ସପ୍ତାହ: ୭ ବର୍ଷ ପରେ ପୁଣି ଅକ୍ଷୟଙ୍କ ବ୍ରାଣ୍ଡକୁ ଝଟ୍‌କା

ବଲିଉଡ୍‌ର ଆକ୍ସନ ହିରୋ ଅକ୍ଷୟ କୁମାର ୨୦୧୧ରେ ଫ୍ଲପ୍ସରେ ହ୍ୟାଟ୍ରିକ୍‌ ମାରିବା ପରେ ଗତ୧୦ ବର୍ଷ ମଧ୍ୟରେ କ୍ୟାରିୟରକୁ ସଫଳତାର ଶିର୍ଷରେ ପହଞ୍ଚାଇଛନ୍ତି। ଗତ ୧୦...

ଫିଲ୍ମରେ ସଲମାନଙ୍କ ବଡ଼ ଭାଇ ଭାବେ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା: ବାସ୍ତବ ଜୀବନରେ ବି କରିଥିଲେ ଏମିତି

ନିଜର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋହନିଶ ବାହାଲ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ମୋହନିଶ ସେହି...

ଐଶ୍ଚର୍ଯ୍ୟା କ‘ଣ ପୁଣି ଗର୍ଭବତୀ !

ମୁମ୍ବାଇ: ନିକଟରେ ଅଭିଷେକ ବଚ୍ଚନ ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍‌ ଦେବାକୁ କହିଥିଲେ। ସେନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଥିଲା।...

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ବାମୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ଶ୍ୱେତା ୨୦୧୩ରେ...

ଗୁରୁପୂର୍ଣ୍ଣିମାରେ ଭାବପ୍ରବଣ ପୋଷ୍ଟ ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଓ କୋରିଅଗ୍ରାଫର ସରୋଜ ଖାଁଙ୍କ ଯୋଡି ସମସ୍ତ ପପୁଲାର ଯୋଡିଙ୍କ ମଧ୍ୟରୁ ଗୋଟିଏ। ଫିଲ୍ମ...

ବିବାହର ୩ ମାସ ପରେ ଏହି କାମ କଲେ ଭିକି-କ୍ୟାଟ୍ରିନା

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହର ତିନି ମାସ ବିତିଗଲାଣି। ଦୁହେଁ ଗତ ବର୍ଷ ଡିସେମ୍ବର ୯ରେ ରାଜସ୍ଥାନରେ ବିବାହ...

Advertisement
Archives

Model This Week