ମନୋରଞ୍ଜନ

ଆହତ ହେଲେ ସାମନ୍ଥା-ବିଜୟ

ଚେନ୍ନାଇ: ସାଉଥ ସପୁରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା ନିକଟରେ କଶ୍ମୀରରେ ତାଙ୍କର ଅପକମିଂ ଫିଲ୍ମ ‘କୁଶି’ର ଶୁଟିଂ ଶେଷ କରିଛନ୍ତି । ଏବେ ନିକଟରେ ଉଭୟଙ୍କ ଫିଲ୍ମ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି ଯାହା…

ଓଟିଟିରେ ରିଲିଜ୍‌ ପରେ ବି ହଲ୍‌କୁ ଯାଉଛନ୍ତି ଦର୍ଶକ

ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍‌ ଚ୍ୟାପ୍ଟର ୨ ’ ରିଲିଜ୍‌ ହେବା ଠାରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ବକ୍ସ ଅଫିସରେ ୧୨୨୧କୋଟି ଟଙ୍କା ଆୟ କରିଥିବା କୁହାଯାଉଛି। ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇସାରିଥିବା ବେଳେ ଦର୍ଶକ ହଲ୍‌ରେ ଫିଲ୍ମକୁ…

ଝିଅର ଫଟୋ ଶେୟାର କଲେ ଆଦିତ୍ୟ

ବଲିଉଡର ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ଚଳିତ ବର୍ଷ ପ୍ରଥମ ଥର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତ ଫେବୃୟାରୀ ୨୪ରେ ଶ୍ୱେତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏ ନେଇ ଆଦିତ୍ୟ…

ଚର୍ଚ୍ଚାରେ ସାରାଙ୍କ ଲୁକ୍‌

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଇପିଏଲ ୨୦୨୨ରେ ପ୍ରାୟତଃ ଚର୍ଚ୍ଚାରେ ରହିଆସିଛନ୍ତି। ଚଳିତ ସିଜିନରେ ମୁମ୍ବାଇ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥାଇପାରେ, କିନ୍ତୁ ସାରା ଅଧିକାଂଶ ମ୍ୟାଚ୍‌ରେ ତାଙ୍କ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମକୁ ଆସନ୍ତି। କେବଳ…

ଦୀପିକାଙ୍କ କାନ୍ସ ଲୁକ୍‌

ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍‌ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି। ଏଥର ସେ ଏକ ଗ୍ରୀନ୍‌ କଲରର ପୋଲ୍‌କା…

ପୁଣି ବିବାହ କରିବେ ଡ୍ରାମା କୁଇନ୍‌!

ଟିଭିର ଡ୍ରାମା କୁଇନ୍‌ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର…

କାନ୍ସରୁ ଫେରିବା ପରେ ଅଭିଷେକଙ୍କୁ ମିଳିଲା ଦୁଃଖ ଖବର

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ଯୋଗଦେବା ପରେ ସ୍ତ୍ରୀ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ଫେରି ଆସିଛନ୍ତି। ଘରକୁ ଫେରିବା ମାତ୍ରେ ତାଙ୍କୁ ଏକ ଦୁଃଖ ଖବର ମିଳିଛି। ଅଭିଷେକ ତାଙ୍କ ଇନଷ୍ଟାଗ୍ରାମରେ…

ଅନୁଭବଙ୍କ ନାଁରେ ଥାନାରେ ବର୍ଷାଙ୍କ ଅଭିଯୋଗ

କଟକ ଅଫିସ,୨୩ା୫: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ଅନୁଭବ ୟୁଟ୍ୟୁବ୍‌ରେ ଛାଡ଼ିଥିବା ୨ଟି ଭିଡିଓରେ ସେ ବର୍ଷାଙ୍କ ସମ୍ମାନହାନି କଲା ଭଳି…

ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ରିଲିଜ୍‌

ବରୁଣ ଧାୱନ, କିଆରା ଆଡଭାନୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଏକ ପାରିବାରିକ ଡ୍ରାମା ଉପରେ ପର୍ଯ୍ୟବେସିତ ହୋଇଛି। ଦୁଇ ମିନିଟ ୫୬ ସେକେଣ୍ଡର ଏହି ଟ୍ରେଲରରେ ଗୋଟିଏ ପରିବାରର କାହାଣୀ…

ସଲମାନଙ୍କ ଏହି ନାୟିକାଙ୍କୁ ଏବେ ଖୋଜୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌୍‌ଙ୍କ ସହ ଫିଲ୍ମ ‘ସନମ ବଓ୍ବେଫା’ରେ ନାୟିକା ଭାବେ କାମ କରିଥିବା ଚାନ୍ଦିନୀ ତଥା ନବୋଦିତା ଶର୍ମା ସେତେବେଳେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ଦର୍ଶକେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା…

ମୁମ୍ବାଇ ଫେରିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାରତ ଫେରିଛନ୍ତି। ଶନିବାର ରାତିରେ ସ୍ବାମୀ ଅଭିଷେକ, ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟାଙ୍କୁ ଏକାଠି ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଏକ କଳା ରଙ୍ଗର ଟି-ଶର୍ଟ…

ସଲମାନଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ଭିଣୋଇ

ବମ୍ବେ: ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ରୁ ବାହାର ହୋଇଛନ୍ତି ତାଙ୍କ ଭିଣୋଇ ଆୟୁଷ ଶର୍ମା। ରଚନାତ୍ମକ ମତଭେଦ କାରଣରୁ ସେ ପ୍ରୋଜେକ୍ଟରୁ ଅଲଗା ହୋଇଛନ୍ତି। ତାଙ୍କ ବ୍ୟତିତ ଜହିର ଇକବାଲ ମଧ୍ୟ ଫିଲ୍ମ ଛାଡ଼ି ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri