ଦୀପିକାଙ୍କ କାନ୍ସ ଲୁକ୍‌

ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍‌ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି। ଏଥର ସେ ଏକ ଗ୍ରୀନ୍‌ କଲରର ପୋଲ୍‌କା ଡଟ୍‌ ଜମ୍ପ୍‌ଶୁଟ୍‌ରେ ନଜର ଆସିଛନ୍ତି। ଏଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ଜଣେ ଜୁରି ସଦସ୍ୟ ଭାବରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ସେ ତାଙ୍କର କିଛି ନୂଆ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକ ଜରିଆରେ ସେ କାନ୍ସର ଶେଷ ଲୁକ୍‌ ଶେୟାର କରିଛନ୍ତି।ଦୀପିକା ଏହି ଶୁଟ୍‌ ସହିତ ମ୍ୟାଚ୍‌ କରି ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଛନ୍ତି। ସେ ଏକ ଧଳା ହିଲ୍‌ ସହିତ ଲୁକ୍‌କୁ ପୂର୍ଣ୍ଣ ରୂପ ଦେଇଛନ୍ତି।

ଦୀପିକା ଭିନ୍ନ ଭିନ୍ନ ପୋଜ୍‌ରେ ନଜର ଆସିଛନ୍ତି। ଏକ ଫଟୋରେ ସେ ହସୁଥିବା ଦେଖିବାକୁ ମିଳିଛି। ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏକି ଲୁଇ ଭ୍ୟୁଟନ୍ସର ଭାରତୀୟ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ସିନ୍‌ ପାଇଁ ବଦ୍‌ନାମ ଏହି ଅଭିନେତ୍ରୀ, ବିବାହର ବର୍ଷକ ମଧ୍ୟରେ ସ୍ବାମୀଙ୍କ ଠାରୁ ହୋଇଥିଲେ ଅଲଗା

ବଲିଉଡ୍‌ ଅଭିନେତ୍ରୀ ମଲିକା ଶେରାଓ୍ବତ୍‌ଙ୍କୁ କିଏ ବା ନ ଜାଣେ। ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ମଲ୍ଲିକା ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରେ...

ଡ୍ରଗ୍ସ ମାମଲାରେ ଆଉ ଦୁଇ ଷ୍ଟାରଙ୍କ ନାମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା...

‘ବିନା ଅନୁମତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ନାମ ବ୍ୟବହାର କରନ୍ତୁ ନାହିଁ’

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଳାଙ୍କ ପରିବାର ଏକ ବିବୃତ୍ତି ଜାରି କରି ପ୍ରୋଜେକ୍ଟରେ ସ୍ବର୍ଗତ ଅଭିନେତାଙ୍କ ନାମ ବ୍ୟବହାର ପୂର୍ବରୁ ସମସ୍ତଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ...

ସ୍ୱାମୀଙ୍କୁ କୋଳରେ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଗୌହର

ମୁମ୍ବାଇ: ଆଜିକାଲି ବିବାହ ସମୟରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇବାକୁ ବେଶ୍ ପସନ୍ଦ କରୁଛନ୍ତି ନବ ଦମ୍ପତି । ଫଳରେ ସେମାନେ ଏମିତି ମୁହୂର୍ତ୍ତ...

ପ୍ରିୟଙ୍କାଙ୍କ ଖୁଲାସା,କେବଳ ଜଣେ ବ୍ୟକ୍ତି ନିକ୍‌ଙ୍କଠାରୁ ମୋତେ ଚୋରି କରିନେବ, ସେ ହେଉଛନ୍ତି…

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କୁ ବିବାହ ପରେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚା ଲାଗିରହିଛି। ପ୍ରାୟତଃ ଉଭୟଙ୍କ ଫଟୋ ସୋସିଆଲ...

ସ୍ତ୍ରୀ ଗୌରୀଙ୍କୁ ଭାଉଜ ଡାକିଥାନ୍ତି ଶାହାରୁଖ୍‌: କାରଣ କହିଲେ ଏପରି…

ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହାରୁଖ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କର କ୍ରିକେଟ ଦଳ ‘କୋଲକାତା ନାଇଟ୍‌ ରାଇଡର୍ସ’କୁ ନେଇ ସବୁ ସମୟରେ ସେ କିଛି ନା...

ରିଚାଙ୍କ ସମର୍ଥନରେ ବାହାରିଲେ ପ୍ରକାଶ ରାଜ

ବମ୍ବେ: ଗଲଓ୍ବାନ୍‌ ଭ୍ୟାଲି ସମ୍ପର୍କିତ ଟୁଇଟ୍‌ କରି ଟ୍ରୋଲ୍‌ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଚା ଚଡ୍ଢା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର କିଛି କଳାକାର...

ଅଧୁରା ରହିଗଲା ସୁଶାନ୍ତଙ୍କ ଏହିସବୁ ବଡ଼ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନେକ ବଡ଼ ସ୍ବପ୍ନ ଦେଖୁଥିଲେ। ସେଗୁଡ଼ିକ ପୂରଣ ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ସେ ଏହି...

Advertisement
Archives

Model This Week