ମନୋରଞ୍ଜନ

କନ୍ୟା ବେଶରେ ସଜେଇ ହେଲେ ଶେହନାଜ

ବିଗ୍‌ବସ୍‌-୧୩ର ପ୍ରତିଯୋଗୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। କେବଳ ସେତିକି ନୁହେଁ,ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆଟ୍ରାକ୍ଟ। ବିଗ ବସ-୧୩ରୁ ରତାରାତି…

ଫିଲ୍ମ ‘ଶାବାଶ ମିଠୁ’ର ଟ୍ରେଲର ରିଲିଜ୍‌

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ‘ମିତାଲି ରାଜ’ଙ୍କ ବାୟୋପିକ ‘ଶାବାଶ ମିଠୁ’ର ଟ୍ରେଲର ମୁକ୍ତିଲାଭ କରିଛି। ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ଅଭିନେତ୍ରୀ…

ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜୀବନ ହାରିଛନ୍ତି ଆଉ ଜଣେ ଓଡ଼ିଆ ଅଭିନେତ୍ରୀ। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ ‘କେମିତି କହିବି କହ’ରେ ସେ ଅଭିନୟ କରିଥିଲେ। ରଶ୍ମିରେଖା ନୟାପଲ୍ଲୀ ଥାନା ଅନ୍ତର୍ଗତ ବଡ଼ ସାହିରେ ଭଡ଼ାରେ ରହୁଥିବା ବେଳେ…

ରେସ୍‌ ଲଗାଇଲେ ଅକ୍ଷୟ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କ ଫିଟ୍‌ନେସ୍‌ ପ୍ରତି ଖୁବ୍‌ ଧ୍ୟାନ ଦିଅନ୍ତି। ସେ ଭୋର୍‌ ୪ଟାରୁ ଉଠନ୍ତି। ତା’ପରେ ଜିମ୍‌ ଯାଆନ୍ତି। ଆଜି ଅର୍ଥାତ୍‌ ରବିବାର ସକାଳେ ଅକ୍ଷୟ ତାଙ୍କ ପ୍ରଶଂସକ ଏବଂ ମୁମ୍ବାଇ ପୋଲିସ ସହିତ ଆଇକନିକ ଲ୍ୟାଣ୍ଡମାର୍କ…

ଏଥର କିଛି କହିବା ପୂର୍ବରୁ ଦୁଇଥର ଭାବିବି: ସାଇ ପଲ୍ଲବୀ

ହାଇଦ୍ରାବାଦ: ବିବାଦ ପରେ ସ୍ପଷ୍ଟୀକରଣ। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ। ସେ ତାଙ୍କ ଆଗାମୀ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନ ବେଳେ କହିଥିବା କଥାକୁ ନେଇ ବିବାଦରେ ଫସିଛନ୍ତି। ଏକ ସାକ୍ଷାତକାରରେ…

ପିତୃ ଦିବସରେ ସ୍ବାମୀଙ୍କ ଫଟୋ ଶେୟାର କରି ଏମିତି ଲେଖିଲେ ନୀତୁ

ମୁମ୍ବାଇ: ଆଜି ପିତୃ ଦିବସରେ ଅଭିନେତ୍ରୀ ନୀତୁ କପୁର ସ୍ବାମୀ ଋଷି କପୁରଙ୍କ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ନୀତୁ କ୍ୟାପଶନ ଲେଖିଛନ୍ତି, ପିତୃ ଦିବସ ସବୁବେଳେ ଆମ ହୃଦୟରେ ଥାଏ। ତାଙ୍କର ଏହି ପୋଷ୍ଟରେ ଝିଅ ରିଦ୍ଧିମା…

ଝିଅକୁ ସାଇକେଲରେ ବସାଇ ମଜା ନେଲେ ଅନୁଷ୍କା, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କର ଆକର୍ଷଣୀୟ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ କ୍ରିକେଟର ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଛୁଟି କାଟିବାକୁ ମାଳଦ୍ୱୀପ ଯାଇଥିଲେ। ଏହି ସମୟର କିଛି…

ସୋସିଆଲ ମିଡିଆରେ ହଙ୍ଗାମା କରୁଛି ଆଲାୟାଙ୍କ ବିକିନି ଫଟୋ

ମୁମ୍ବାଇ: ଆଲାୟା ଫର୍ଣ୍ଣିଚରୱାଲା ସବୁବେଳେ ତାଙ୍କର ବୋଲ୍ଡ ଓ ସିଜଲିଙ୍ଗ ଫଟୋକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଆଲାୟା ଏଫ୍ ସବୁବେଳେ ତାଙ୍କ ଗ୍ଲାମରସ ଲୁକ ଓ ଫିଟନେସକୁ ନେଇ ଲାଇମଲାଇଟରେ ଥାଆନ୍ତି । ହେଲେ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଏବେ…

ଓଟିଟି ଡେବ୍ୟୁ ପାଇଁ ପ୍ରସ୍ତୁତ କରିନା, ଶେୟାର କଲେ ବିହାଇଣ୍ଡ ଦ ସିନ୍ସ ଫଟୋ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ଖାଁ କିଛିଦିନ ହେବ ତାଙ୍କ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ସେ ତାଙ୍‌କ ଆଗାମୀ ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କରିନା ନିକଟରେ ଓଟିଟି ଡେବ୍ୟୁ କରିବାକୁ…

ଜୁଲାଇ ୯ରେ ପଡ଼ିବ ହାତଗଣ୍ଠି

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ସଂଗ୍ରାମ ସିଂ ଏବଂ ପାୟଲ ରୋହତଗୀ ହାତକୁ ଦୁଇ ହାତ ହେବେ। ବାର ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଉଭୟଙ୍କ ସମ୍ପର୍କ ଆଉ ପାଦେ ଆଗକୁ ବଢ଼ିବ। ପୂର୍ବରୁ ସେମାନେ ବିବାହ…

କରଣଙ୍କ ଗୋଲ୍‌ଡେନ୍‌ ଲୁକ୍‌

ମୁମ୍ବାଇ: ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଫ୍ୟାଶନ ଇନ୍ସ ଏବଂ ଷ୍ଟାଇଲ ଦେଖିବାକୁ ମିଳିଛି। ଫଟୋରେ ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। କରଣ ଏକ…

ଆୱାର୍ଡ ଶୋ’ରେ ଷ୍ଟେଜ୍‌ ତଳେ ବସି ଏମିତି କରୁଥିଲେ ସିଦ୍ଧାର୍ଥ- କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଚର୍ଚ୍ଚିତ ଯୋଡ଼ି। ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି। ଏକ ଆୱାର୍ଡ ଶୋ’ରେ ଦୁହିଁଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଥିଲା। ଯେଉଁଠାରେ ଅର୍ଜୁନ କପୁର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?