ଏହି ସବୁ ଫିଲ୍ମ ଅଫରକୁ ରିଜେକ୍ଟ କରିଛନ୍ତି ଅଭିନେତ୍ରୀ
ସାଉଥ୍ର ଚୁଲବୁଲି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କିଏ ବା ନ ଜାଣେ। ତାଙ୍କର ଅଭିନୟ ଏବଂ ଲୁକ୍ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି। ନିକଟରେ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାରେ ଥିଲେ। ତାଙ୍କର ଅଭିନୟ ପାଇଁ ଅନେକ ଫିଲ୍ମରେ…
ଖୁସି ଅଛନ୍ତି ଶିବାନି
ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଅଖତର ମିସ ମାର୍ବଲ ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିଛନ୍ତି । ତେବେ ଫରହାନଙ୍କ ଏହି ସଫଳତାକୁ ନେଇ ସବୁଠାରୁ ଅଧିକ ଖୁସି ଅଛନ୍ତି ଶିବାନି ଦାଣ୍ଡେକର । ସେ କହିଛନ୍ତି ସ୍ୱାମୀଙ୍କ ଏହି ସଫଳତାକୁ ନେଇ…
ଝିଅ ସୋନମଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନିଲ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଆଜି ଅର୍ଥାତ୍ ଜୁନ୍ ୯ରେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍ଦିନରେ ପିତା ତଥା ଅଭିନେତା ଅନିଲ କପୁର ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆରେ ଅନିଲ…
ବିବାହ ଦିନ ଏମିତି କାମ କଲେ ସାଉଥ୍ ଅଭିନେତ୍ରୀ
ସାଉଥ୍ ଅଭିନେତ୍ରୀ ନୟନତାରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନୟନତାରା -ବିଘ୍ନେଶ ଶିବନ ୭ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଜୁନ୍ ୯ ଅର୍ଥାତ୍ ଆଜି ବିବାହ କରିଛନ୍ତି। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କ ବିବାହ ଦିନଟିକୁ ସ୍ମରଣୀୟ…
ବଲିଉଡ୍ର ଆଉ ଜଣେ ସୁନ୍ଦରୀ ଅଭିନେତ୍ରୀଙ୍କୁ କ୍ୟାନ୍ସର
ବମ୍ବେ: ବଲିଉଡ୍ରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି। ବି-ଟାଉନ୍ର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ କ୍ୟାନ୍ସର ହୋଇଛି। ବ୍ରେଷ୍ଟ କ୍ୟାନ୍ସର ହେବା ଯୋଗୁ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଛି। ମହିମା ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ଥିବା ନେଇ…
ଜଜ ହେବେ ଉର୍ମିଳା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣିଥରେ ଛୋଟ ପରଦାରେ ଦେଖାଦେବେ । କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡିସୁଜାଙ୍କ ସହ ରିୟଲିଟି ଶୋ’ ଡିଆଇଡି ସୁପରମମ୍ସର ନୂଆ ସିଜନରେ ଉର୍ମିଳା ଜଜ ହେବେ ବୋଲି ଜଣାପଡିଛି । ଡିଆଇଡି ସୁପରମମ୍ସକୁ ଜଜ…
ଗୋଟିଏ ଶୋ’ରେ ଏକାଠି ନଜର ଆସିବେ ତିନି ଖାଁ
ବମ୍ବେ: ଗୋଟିଏ ମଞ୍ଚରେ ଏକାଠି ହେବେ ବଲିଉଡ୍ର ତିନି ଖାଁ, ଶାହାରୁଖ, ସଲମାନ ଏବଂ ଆମିର। ନିର୍ଦ୍ଦେଶକ ତଥା ହୋଷ୍ଟ କରନ୍ ଜୋହରଙ୍କ ଲୋକପ୍ରିୟ ‘କଫି ଉଇଥ୍ କରନ୍’ର ୭ମ ସିଜନ୍ରେ ସେମାନେ ଅତିଥି ଭାବେ ଯୋଗଦେବେ। ଗୋଟିଏ ମଞ୍ଚରେ ସେମାନେ…
ହାତକୁ ଦୁଇ ହାତ ହେବେ ସୁନ୍ଦରୀ ନୟନତାରା
ହାଇଦ୍ରାବାଦ: ୨୦୧୫ରୁ ଡେଟିଂ। ଶେଷରେ ପ୍ରେମିକଙ୍କ ସହ ଆଉ ପାଦେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ନୟନତାରା। ରାତି ପାହିଲେ ତାଙ୍କ ବିବାହ। ଦୀର୍ଘ ଦିନର ସାଥୀ ବିଘ୍ନେଶଙ୍କ ହାତ ଧରିବେ ସେ।…
ପ୍ରେମିକଙ୍କ ସହ ଗୋଆରେ ପାଳିବେ ଜନ୍ମଦିନ
ବମ୍ବେ: ଆଉ ଦିନ କେଇଟାରେ ଜନ୍ମଦିନ। ଏହାକୁ ବେଶ ରୋମାଣ୍ଟିକ୍ ଭାବେ ପାଳନ କରିବାକୁ ଚାହାନ୍ତି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ଏଥିଲାଗି ଗୋଆକୁ ବାଛିଛନ୍ତି ସେ। ଦୁଇ ଦିନ ପୂର୍ବରୁ ପ୍ରେମିକ କରନ୍ କୁନ୍ଦ୍ରାଙ୍କ ସହ ସେ ସେଠାକୁ ଯାଇଛନ୍ତି। ଉଭୟଙ୍କୁ…
ଶିଳ୍ପାଙ୍କୁ ମିଳିଥିଲା ୧୦୦ କୋଟି ଟଙ୍କାର ଭାଲେଣ୍ଟାଇନ୍ସ ଡେ’ ଉପହାର
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ତାଲିକାରେ ଶିଳ୍ପା ଥିଲେ ଅନ୍ୟତମ। ତାଙ୍କ ଫିଲ୍ମ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ହିଟ ଦେଇଛନ୍ତି। ଶିଳ୍ପାଙ୍କ ପ୍ରେମ ଜୀବନ କାହାଣୀ ଏକ…
ବିବାହକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ସେ ଅଭିନେତା ଜାହିର ଇକବାଲଙ୍କୁ ଡେଟ କରୁଥିବା କୁହାଯାଉଛି। ଯଦିଓ ଉଭୟ ଏନେଇ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଦୁହିଁଙ୍କୁ ଅନେକଥର ଏକାଠି ଦେଖିବାକୁ…
ନାଁ ବଦଳାଇଦେଲେ ଉର୍ଫି
ବମ୍ବେ: ନିଜ ନାମ ବଦଳାଇଲେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ଅଜବ ପରିଧାନ ଏବଂ ଷ୍ଟାଇଲ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ସେ ନିଜ ପୋଷାକକୁ ନିଜେ ଡିଜାଇନ୍ କରିଥାନ୍ତି। ତାଙ୍କ ପ୍ରତିଟି ପୋଷାକରେ ବୋଲ୍ଡନେସ୍ ଦେଖିବାକୁ…
Archives


