ଶୁଟିଂ ସେଟ୍‌ରେ ଦୀପିକା ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ଶୁଟିଂ ସେଟରେ ଅସୁସ୍ଥ ହୋଇପଡ଼ି ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୀପିକା ହାଇଦ୍ରାବାଦରେ ପ୍ରଭାସଙ୍କ ସହ ତାଙ୍କ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଏହାର ଶୁଟିଂସେଟ୍‌ରେ ସେ ଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଶୁଟିଂ ଚାଲିଥିବା ବେଳେ ହଠାତ ଦୀପିକା ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କ ହୃଦସ୍ପଦନ ବଢ଼ି ଯାଇଥିଲା। ସେ ଅସ୍ଥିର ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ପୁଣି ଶୁଟିଂସେଟକୁ ଫେରିଛନ୍ତି। ଧୀରେଧୀରେ ସେ ସ୍ବାଭାବିକ ଅନୁଭବ କରୁଥିବା କୁହାଯାଉଥିଲେ ହେଁ ଦୀପିକାଙ୍କ ଟିମ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କୌଣସି ପ୍ରକାରର ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ପରି ଥିଲା ରାଜ୍‌-ମନ୍ଦିରାଙ୍କ ପ୍ରେମ କାହାଣୀ: ବିବାହ ନଥିଲା ସହଜ ତା’ ପରେବି…

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏହି...

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଭାଇ

ନୂଆଦିଲ୍ଲୀ, ୧୨।୧୧- ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲୀଳା ପ୍ୟାଲେସରେ ଅକ୍ଷତ ରିତୁ...

‘ବାଗି-୩’ରେ ଦିଶାଙ୍କ ହଟ୍‌ ଆଇଟମ୍‌ ନଂ ‘ଡୁ ୟୁ ଲଭ୍‌ ମି’ ରିଲିଜ, ଦେଖନ୍ତୁ ଭିଡିଓ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ...

ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ଭାବେ ବେଶ୍‌ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ...

ଡେବ୍ୟୁ ପରେ ହ୍ରିତିକ୍‌ଙ୍କ ପାଇଁ ଆସିଥିଲା ୩୦ହଜାର ବିବାହ ପ୍ରସ୍ତାବ

ବମ୍ବେ: ଆଜିକୁ ୨୦ ବର୍ଷ ତଳେ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ। ଫିଲ୍ମଟି ସୁପରହିଟ୍‌ ହେବା...

ସୁନିଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ସଲମାନ

ମୁମ୍ବାଇ: ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କର ହାର୍ଟ ସଜରୀ ହୋଇଛି...

‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍‌ ନେବେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ...

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡା ମାରିଥିଲେ ଏହି ଅଭିନେତ୍ରୀ

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ୱାହିଦା ରେହମାନ ଅନ୍ୟତମ। ତାମିଲନାଡୁର ଚେଙ୍ଗାଲପାଟୁରେ ୧୯୩୮, ଫେବୃୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ। ୫୦ ଏବଂ ୬୦ ଦଶକରେ...

Advertisement
Archives

Model This Week