ଦୁଇଦିନ ପରେ ସମସ୍ତ କଥା କହିବେ ବାବୁସାନ୍
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଅନେକ ତର୍କ, ବିତର୍କ, ଆଶା, ଆଶଙ୍କା ମଧ୍ୟରେ ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ବୁଧବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାବୁସାନ୍ ସିଧା ଘରକୁ ଯାଇଥିଲେ। ଗଣମାଧ୍ୟମ ଆଗରେ ସେ କିଛି କହି ନ ଥିଲେ। କିନ୍ତୁ…
ଯମଜ ସନ୍ତାନ ନେଇ ମୁହଁ ଖୋଲିଲେ ଆଲିଆ
ବି ଟାଉନ୍ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ୍ ଖୁସି ଅଛନ୍ତି। କିନ୍ତୁ ଉଭୟଙ୍କ ପାଇଁ…
ଭାରତୀୟ ଫିଲ୍ମ ମହୋତ୍ସବରେ ତ୍ରିରଙ୍ଗା ଉଡାଇବେ ଅଭିଶେକ ବଚ୍ଚନ, କପିଲ ଦେବ
ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନ ଓ ପୂର୍ବତନ କ୍ରିକେଟ କ୍ୟାପଟେନ କପିଲ ଦେବ ୭୫ ତମ ସ୍ୱାଧିନତା ଦିବସ ଅବସରରେ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ ଅଫ ମେଲେବୋର୍ନ(ଆଇଏଫଏଫଏମ୍)ରେ ଭାରତୀୟ ତ୍ରିରଙ୍ଗା ଉଡାଇବେ । ଅଭିଶେଷକ ବଚ୍ଚନ ଆଇଏଫଏଫଏମରେ ମୁଖ୍ୟ ଅତିଥି…
ସ୍ବାମୀଙ୍କୁ ସର୍ପ୍ରାଇଜ୍ ଦେଲେ ନେହା କକ୍କର
ନେହା କକ୍କର ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ। ଏହାସହ ସେ ନିଜର ଜୁଲ୍ବୁଲି ଅନ୍ଦାଜ୍ ପାଇଁ ମଧ୍ୟ ଜଣାଶୁଣା। ସେ ସୋସିଆଲ୍ ମିଡିଆରେ ପ୍ରାୟତଃ ସ୍ବାମୀ ରୋହନପ୍ରୀତ ସିଂଙ୍କ ପ୍ରତି ତାଙ୍କର ପ୍ରେମ ପ୍ରଦର୍ଶନ କରନ୍ତି। ପ୍ରତିଦିନ ସେ…
ଅଲଗା ହେଲେ ଦିଶା-ଟାଇଗର!
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଏବଂ ଦିଶା ପଟାନିଙ୍କ ସମ୍ପର୍କକୁ କିଏ ବା ନ ଜଣେ। ଦୁହିଁଙ୍କ ମଧ୍ୟରେ ପେମ ସମ୍ପର୍କ ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଏପରିକି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ। ହେଲେ ତାଙ୍କ…
ପରଲୋକରେ ପଞ୍ଜାବୀ ଗାୟକ ବଲଓ୍ବିନ୍ଦର ସାଫରି
ଚଣ୍ଡିଗଡ଼,୨୭।୭: ଭାଙ୍ଗଡା ଷ୍ଟାର ନାମରେ ବେଶ୍ ଲୋକପ୍ରିୟ ପଞ୍ଜାବୀ ଗାୟକ ବଲୱିନ୍ଦର ସାଫରିଙ୍କ ପରଲୋକ। ୬୩ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି। ଗାୟକ ଗୁରୁ ରନ୍ଧାୱା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,…
ନ୍ୟୁଡ ଫଟୋ ଭାଇରାଲ ପରେ ରଣବୀରଙ୍କୁ ପୋଷାକ ଦେଲେ ଲୋକେ
ବଲିଉଡ୍ ଅଭିନେତା ରଣବୀର ସିଂ ମାଗାଜିନ ପାଇଁ ନ୍ୟୁଡ ଫଟୋଶୁଟ୍ କରି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ନ୍ୟୁଡ ଫଟୋ ପାଇଁ କେତେକ ତାଙ୍କୁ ପ୍ରଶଂସା କରିଥିବା ବେଳେ କେତେକ ଟ୍ରୋଲ୍ ମଧ୍ୟ କରିଛନ୍ତି। ଫଟୋଶୁଟ୍କୁ ନେଇ ତାଙ୍କ ବିରୋଧରେ ଅଭିଯୋଗ…
ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟାସ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଅପକମିଙ୍ଗ୍ ଫିଲ୍ମ‘ଏମରଜେନ୍ସି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ ସାମ୍ନାକୁ ଆସିଥିଲା। ସେହିପରି ଅଭିନେତା ଅନୁପମ…
ଦ୍ବିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି ପ୍ରିୟଙ୍କା-ନିକ୍!
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଚଳିତ ବର୍ଷ ପ୍ରିୟଙ୍କା ଏବଂ ନିକ ଜୋନାସ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ। ହେଲେ ପ୍ରିୟଙ୍କା ପୁଣି ଦ୍ବିତୀୟ ସନ୍ତାନ…
ଫ୍ଲପ୍ ଫିଲ୍ମ ଲିଷ୍ଟରେ ସାମିଲ୍ ହେଲା ‘ଶମଶେରା’
ନିକଟରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ‘ଶମଶେରା’ ରିଲିଜ୍ ହୋଇଛି। ହେଲେ ଫିଲ୍ମ ରିଲିଜ୍ ହେବା ପରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ୫ ଦିନରେ ଫିଲ୍ମଟି ମାତ୍ର ବକ୍ସ ଅଫିସରେ ପ୍ରାୟ ୩୭ କୋଟି ଟଙ୍କା ଆୟ କରି…
‘ପୂଜା ମେରୀ ଜାନ୍’ରେ ହୁମା
ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶି ପୁଣି ଫେରିଛନ୍ତି ବଡ଼ ପରଦାକୁ। ଫିଲ୍ମ ‘ପୂଜା ମେରୀ ଜାନ୍’ ଜରିଆରେ ସେ କମ୍ବ୍ୟାକ୍ କରିଥିବା ଖବର ପ୍ରକାଶ ପାଇଛି। ମଙ୍ଗଳବାର ହୁମା ନିଜ ଇନ୍ଷ୍ଟାଗ୍ରାମରେ ଏ ନେଇ ଏକ…
ରାତାରାତି ଶୋ’ରୁ ବାହାର ହେଲେ ଅନୁପମାଙ୍କ ଗେହ୍ଲା ପୁଅ
ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ଶୋ’ରେ ଅନୁପମାଙ୍କ ଗେହ୍ଲା ପୁଅ ଭାବେ ନଜର ଆସୁଥିବା ଅଭିନେତା ପାରସ କଲନାବତଙ୍କୁ ବାହାର କରିଦିଆଯାଇଛି। ନିର୍ଦ୍ଦେଶକ ରାଜନ ଶାହି ଏହା ସ୍ପଷ୍ଟ କରିଛନ୍ତି। ସେ…

