‘ସ୍କ୍ରୁ ଢିଲା’ ଟିଜର ରିଲିଜ, ସ୍କୁଲ ଶିକ୍ଷକରୁ ଫାଇଟର୍ଙ୍କୁ ଦେଖିଲେ ଦର୍ଶକ
ଟାଇଗର୍ ଶ୍ରଫଙ୍କ ଆଗାମୀ ଫିଲ୍ମ ‘ସ୍କ୍ରୁ ଢିଲା’ ଟିଜର୍ ରିଲିଜ ହୋଇଛି। ୩ ମିନିଟ୍ର ଏହି ଟିଜରରେ ଟାଇଗରଙ୍କୁ ଜଣେ ସ୍କୁଲ ଶିକ୍ଷକରୁ ଫାଇଟର୍ ଭାବେ ଦେଖିବାକୁ ମିଳିଛି। ଟାଇଗର୍ ଶ୍ରଫ ଏବଂ କରଣ ଜୋହାର ନିଜ ନିଜ ସୋସିଆଲ ମିଡିଆ…
ରଣବୀରଙ୍କ ନାଁରେ ମାମଲା: ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ
ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କ ନ୍ୟୁଡ୍ ଫଟୋ ଶେୟାର ହେବା ପରେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କୁ ସମାଲୋଚନା କରାଯାଉଥିବା ବେଳେ ଏବେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ…
କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ
ମୁମ୍ବାଇ,୨୫।୭:ବଲିଉଡ ଷ୍ଟାର୍ କପଲ୍ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାଁ ମନବିନ୍ଦର ସିଂ। ସେ କ୍ୟାଟ୍ରିନାଙ୍କର ଜଣେ ବଡ଼ ପ୍ରଶଂସକ। ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହାଁନ୍ତି।…
ରଜନୀକାନ୍ତଙ୍କୁ ସମ୍ମାନୀତ କଲା ଆୟକର ବିଭାଗ
ମୁମ୍ବାଇ,୨୫ ।୭: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିୟମିତ ଭାବେ ଆୟକର ପଇଠ କରିଥିବାରୁ ମୁମ୍ବାଇ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନୀତ କରିଛି । ତାଙ୍କ ଝିଅ ଐଶ୍ୱଯ୍ୟା ରଜନୀକାନ୍ତ ଇନଷ୍ଟାଗ୍ରାମ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମାନ…
ମିକାଙ୍କ ହୃଦୟ ଜିତିଲେ ଆକାଂକ୍ଷା, ସାଜିବେ ବଧୂ
ମୁମ୍ବାଇ: ଛୋଟପରଦାର ଅଭିନେତ୍ରୀ ଆକାଂକ୍ଷା ପୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ହୃଦୟ ଜିତିଛନ୍ତି। ମିକାଙ୍କ ସ୍ବୟଂମ୍ବର ଶୋ’ ‘ମିକା ଦି ବୋତି’ର ବିଜେତା ହୋଇଛନ୍ତି ଆକାଂକ୍ଷା। ମିକାଙ୍କ କନ୍ୟା ହେବାକୁ ଏହି ଦୌଡ଼ରେ ୧୨ ଜଣ ଯୁବତୀ ଅଂଶଗ୍ରହଣ…
କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ
ମୁମ୍ବାଇ,୨୫।୭: ବଲିଉଡର ଷ୍ଟାର୍ କପଲ୍ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ସୋସିଆଲ ମିଡିଆରେ ମିଳିଛି ହତ୍ୟା ଧମକ। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିକି ମୁମ୍ବାଇର ସାଣ୍ଟାକ୍ରୁଜ ଥାନାରେ ଅଭିଯୋଗ ଆଣିଛନ୍ତି। ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି…
ପୁଣି ହୃଦୟ ଜିତିଲେ ଧନୁଷ
ସାଉଥ୍ ସୁପରଷ୍ଟାର୍ ଧନୁଷ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ରୁଷୋ ବ୍ରଦର୍ସଙ୍କ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ଜରିଆରେ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି। ଅନ୍ତର୍ଜାତୀୟ ପରଦାରେ ଧନୁଷଙ୍କ ଜଲଓ୍ବା ଦେଖି ତାଙ୍କର ପ୍ରଶଂସକମାନେ ବେଶ୍ ଖଉସି ଅଛନ୍ତି। ନିକଟରେ…
ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍-ସବା
ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପ୍ରଶଂସା କରୁଥିବା ଦେଖାଯାଏ। ନିକଟରେ ସବା…
‘ସ୍କ୍ରୁ ଢିଲା’ରେ ଟାଇଗର୍ଙ୍କ ଜବରଦସ୍ତ ଆକ୍ସନ
ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ଆଗାମୀ ଫିଲ୍ମକୁ ନେଇ ସର୍ବଦା ସସ୍ପେନ୍ସ ରଖିଆସୁଥିବା କରଣ ଜୋହର ଶେଷରେ ସୋମବାର ଏକ ଭିଡିଓ ଜରିଆରେ ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। କରଣଙ୍କ ଧର୍ମା ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ସ୍କ୍ରୁ ଢିଲା’ର ଏକ…
ଅସୁସ୍ଥ ଅଛନ୍ତି ସନ୍ନି
ମୁମ୍ବାଇ: ବଲିଉଡ ଷ୍ଟାର ଓ ଆକ୍ସନ ହିରୋ ସନ୍ନି ଦେଓଲ କିଛିଦିନ ପୂର୍ବେ ଶୁଟିଂ ସମୟରେ ଆହତ ହୋଇଥିଲେ । ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏବେ ସେ ଏହାର ଚିକିତ୍ସା କରିବାକୁ ଆମେରିକାରେ ଅଛନ୍ତି । ଗୋଟିଏ ସପ୍ତାହ…
ଅକ୍ଷୟ ପୁଣି ଥରେ ସର୍ବୋଚ୍ଚ ଟିକସଦାତା
ମୁମ୍ବାଇ,୨୫ା୭: ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଦେଶର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଟିକସଦାତା ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଅକ୍ଷୟ ବ୍ରିଟେନରେ ରହିଥିବାବେଳେ ଆୟକର ବିଭାଗରୁ ସେ ପାଇବାକୁ ଥିବା ‘ସମ୍ମାନ ପତ୍ର’କୁ ତାଙ୍କ ଟିମ୍ ଗ୍ରହଣ କରିଛି।…
ଏକଦା ଆତ୍ମହତ୍ୟା କରିବାକୁ ଭାବିଥିଲେ ମିଥୁନ ଚକ୍ରବର୍ତ୍ତୀ, ଏଇ ଗୋଟିଏ କଥା ବଦଳାଇଦେଇଥିଲା ନିଷ୍ପତ୍ତି
ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ପ୍ରଂଶସକଙ୍କ ସହିତ ଯୋଡି ହୋଇ ରହିବାକୁ ଚେଷ୍ଟା କରନ୍ତି। ତେବେ ତାଙ୍କ ସମ୍ପର୍କରେ ଏପରି ଅନେକ କିଛି କଥା ଅଛି…

