ମନୋରଞ୍ଜନ

ରାକେଶଙ୍କଠାରୁ ଅଲଗା ହୋଇଗଲେ ଶମିତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟି ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ବାପଟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଶମିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଯେ ତାଙ୍କର…

ଉର୍ଫିଙ୍କଠାରୁ କମ୍‌ ସୁନ୍ଦର ନୁହନ୍ତି ତାଙ୍କ ମା’

ବମ୍ବେ: ବିଗ୍‌ବସ୍‌ ଓଟିଟି ଫେମ୍‌ ଉର୍ଫି ଜାଭେଦ ସର୍ବଦା ନିଜର ଅଜବ ଫ୍ୟାଶନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବେଳେବେଳେ ନିଜର ପୋଷାକ ଚୟନକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥାଏ। ହେଲେ ଉର୍ଫିଙ୍କ ଭଳି ତାଙ୍କ ମା’ ମଧ୍ୟ ବେଶ ସୁନ୍ଦର।…

ମିକାଙ୍କ ସ୍ବୟଂମ୍ବର ଜିତିବା ପରେ ଟ୍ରୋଲ ହେଉଛନ୍ତି ଆକାଂକ୍ଷା

ବମ୍ବେ: ଶେଷରେ ଲୋକପ୍ରିୟ ବଲିଉଡ ଗାୟକ ମିକା ସିଂହଙ୍କୁ ମିଳିଛି ପାର୍ଟନର। ଗାୟିକା ଆକାଂକ୍ଷା ପୁରୀ ହେବେ ତାଙ୍କ ଜୀବନସାଥୀ। ମିକାଙ୍କ ସ୍ବୟଂମ୍ବର ‘ମିକା ଦି ବୋଟି’ ଶେଷ ହୋଇଥିବା ବେଳେ ସେ ଆକାଂକ୍ଷାଙ୍କୁ ବରମାଳା ପିନ୍ଧାଇ ନିଜର କରିଛନ୍ତି। ତେବେ…

‘କଫି ୱିଥ କରନ’କୁ ଆସିବାକୁ ମନାକଲେ ଦୀପିକା !

କରନ ଜୋହରଙ୍କ ଚାଟ ଶୋ’ ‘କଫି ୱିଥ କରନ’ ପ୍ରାୟତହଃ ଚର୍ଚ୍ଚାରେ ରହି ଆସିଛି। ପ୍ରତ୍ୟେକ ଥର ପରି ସପ୍ତମ ସିଜିନରେ ମଧ୍ୟ ଅନେକ ତାରକା କରନଙ୍କ ସାମ୍ନାରେ ବସି ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଅନେକ କଥା…

ରଣବୀରଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ପସନ୍ଦ କରିଛନ୍ତି ରାମ ଗୋପାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କର ନ୍ୟୁଡ୍‌ ଫଟୋ ଶେୟାର ହେବା ପରେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କୁ ସମାଲୋଚନା କରାଯାଉଥିବା ବେଳେ କିଛି ମଧ୍ୟ ସମଥର୍ନ କରିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି…

ଲୁଚାଇ ପାରିଲେନି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଏକେ ତାଙ୍କ ପ୍ରେଗ୍ନେସିକୁ ନେଇ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ବାର୍ଥଡେ’ ସେଲିବ୍ରେଟ କରିବାକୁ ଫ୍ୟାମିଲି ଓ ଫେଣ୍ଡସଙ୍କ ସହ ମାଲଦ୍ୱିପ ଯାଇଥିଲେ । ସେଠାକାର କିଛି ଫଟୋ ଓ ଭିଡିଓ…

ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଘଟଣାର ୩ ଦିନ ପରେ ପ୍ରକୃତି ଘରକୁ ଫେରିଥିବା ବେଳେ ବାବୁଶାନ ଏ ପର୍ଯ୍ୟନ୍ତ ଫେରିନାହାନ୍ତି। ତେବେ ମଙ୍ଗଳବାର ଖାରବେଳନଗରର ଏକ ପୋଲସ ଟିମ୍‌…

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ ଟିମ୍‌

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଆଜିକୁ ପ୍ରାୟ ୩ଦିନ ହେଲାଣି ଏହି ଘଟଣା ଦିନକୁ ଦିନ ଚର୍ଚ୍ଚା ଜୋର ଧରିଛି। ନିକଟରେ ବାବୁସାନଙ୍କ ସ୍ତ୍ରୀ ପ୍ରକୃତିଙ୍କ ନାଁରେ ଥାନାରେ ଅଭିଯୋଗ…

ପରଲୋକରେ ହଲିଉଡ୍‌ ଅଭିନେତା

ହଲିଉଡ୍‌ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହଲିଉଡ୍‌ର ଅନେକ…

କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କଲେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମୁଭି ‘ଏମରଜେନ୍ସି’ର ଟିଜର କିଛିଦିନ ତଳେ ରିଲିଜ ହୋଇଛି । ଏହାପରେ ଏହି ମୁଭି ଏବେ ଖୁବ୍ ଚର୍ଚ୍ଚାରେ ରହୁଛି । କଙ୍ଗନା ରାନାୱତ ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି । କେବଳ ସେତିକି…

ରଣବୀର ସିଂଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୬।୭: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍‌ ମାଗାଜିନ୍‌ ପାଇଁ ସେ କରିଥିବା ନ୍ୟୁଡ୍‌ ଫଟୋଶୁଟ ମହିଳାଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ନନ୍‌ ଗଭର୍ନମେଣ୍ଟ ଅର୍ଗାନାଇଜେଶନ୍‌ (ଏନ୍‌ଜିଓ) ପକ୍ଷରୁ…

ବାବୁସାନଙ୍କୁ ଅବାଟରେ ନ ଯିବାକୁ ନିବେଦନ କଲେ ପ୍ରଂଶସକ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାକୁ ୩ ତିନି ଦିନ ବିତିଥିଲେ ସୁଦ୍ଧା ଚର୍ଚ୍ଚା ଥମିବାର ନା ନେଉନି। ଘଟଣା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?