ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ ପ୍ରେମ ଚାଲୁଥିବା ବେଳେ ଏବେ ସେମାନେ ଖୋଲାଖୋଲି ଭାବେ ସମ୍ପର୍କକୁ ସ୍ବୀକାର କରିଛନ୍ତି। ଏପରିକି ଦୁହେଁ ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସୁଜୈନ ଦ୍ୱିତୀୟ ବିବାହ କରିବେ। ଏଣୁ ସେ ବେଶ ଗମ୍ଭୀରତାର ସହ ପରିସ୍ଥିତି ବିଷୟରେ ବିଚାର କରିଛନ୍ତି। ଯଦି ସେ ବିବାହ କରନ୍ତି ତେବେ ଏହା ଗୋପନୀୟ ହେବ। କେବଳ ପରିବାର ଏବଂ ସମ୍ପର୍କୀୟମାନେ ଏଥିରେ ଯୋଗ ଦେବେ। ଭବ୍ୟ ସମାରୋହ ନହୋଇ ସାଧାରଣ ଭାବେ ବିବାହ ଅନୁଷ୍ଠିତ ହେବ। ଅପରପକ୍ଷେ ହ୍ରିତିକ ମଧ୍ୟ ପ୍ରେମିକା ସବା ଆଜାଦଙ୍କୁ ବିବାହ କରିବାକୁ ଯୋଜନା କରୁଥିବା କୁହାଯାଉଛି। ସମୟ ନିର୍ଦ୍ଧାରିତ ହୋଇ ନ ଥିଲେ ହେଁ ଆଗାମୀ ଦିନରେ ତାହା ନିହାତି ଭାବେ ସ୍ପଷ୍ଟ ହୋଇଯିବ ବୋଲି କହିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍‌ ଜେଟ୍‌ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ…

ଲସ୍‌ ଏଞ୍ଜେଲସ୍‌ , ୨୯।୮: ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚାଦ୍‌ଓ୍ବିକ୍‌ ବୋସ୍‌ମ୍ୟାନ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ବୁର୍ଜ ଖଲିଫାରେ ଶୁଟିଂ ହେବ ଶାହାରୁଖଙ୍କ ଫିଲ୍ମ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅପ୍‌ କମିଂ ଫିଲ୍ମ ‘ପଠାନ’ର କିଛି ଦୃଶ୍ୟ ବିଶ୍ୱର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ଶୁଟିଂ ହେବ। କିଙ୍ଗ୍‌ ଖାନ ଓ କୋ...

ଏହି ଅଭିନେତ୍ରୀଙ୍କୁ ଶୁଟିଂ ଶେଟ୍‌ରେ ଶକ୍ତ ଚାପୁଡ଼ା ମାରିଥିଲେ ଦିଲୀପ କୁମାର, ଉଡ଼ିଯାଇଥିଲା ହୋସ୍‌

ମୁମ୍ବାଇ: ଏକଦା ‘ଟ୍ରାଜେଡି କିଙ୍ଗ୍‌’ ତଥା ଅଭିନେତା ଦିଲୀପ କୁମାର ଏବଂ ଅଭିନେତ୍ରୀ ମଧୁବାଲାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଥିଲେ। ଥରେ ମଧୁବାଲାଙ୍କୁ ଦିଲୀପ...

ପଠାନରେ ଦେଖିବାକୁ ମିଳିଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆଜି ଦିନଟି ସବୁଠୁ ଖୁସି ଆଉ ସ୍ବତନ୍ତ୍ର ଦିନ। ଶାହାରୁଖଙ୍କ ପରେ ଆକ୍ସନ ଅବତାର ପରେ ଭାଇଜାନ୍‌ଙ୍କୁ ଦେଖିବାକୁ ମିଳିଛି।...

ହାତକୁ ଦୁଇ ହାତ ହେବେ ଟେଲି ଦୁନିଆର ଏହି ଲୋକପ୍ରିୟ ଯୋଡ଼ି; ଧାର୍ଯ୍ୟ ହେଲା ତାରିଖ, ଭାଇରାଲ ହେଉଛି…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବିଗ୍‌ବସ୍‌ ଫେମ୍‌ ଗାୟକ ରାହୁଲ ବୈଦ୍ୟ। ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କ ହାତ ଧରିବେ ସେ। ଏବେ...

ଅଧା ଲାଣ୍ଡି ହୋଇଗଲେ ଶିଳ୍ପା, ମେକ୍‌ଓଭର୍‌ ଭିଡିଓ ଦେଖି…

ବମ୍ବେ: ଅଧା ଲାଣ୍ଡି ହୋଇଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। କଥାଟି ଆମେ ମନରୁ କହୁନାହୁଁ। ଶିଳ୍ପା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍‌ ଶେୟାର କରିବା...

ଅମିତାଭ ଛାଡ଼ିଥିଲେ ଏହି ଫିଲ୍ମ, ଅମୀର କହିବା ପରେ ପୁଣି ଫେରିଥିଲେ

ମୁମ୍ବାଇ: ଫିଲ୍ମ ‘ଝୁଣ୍ଡ୍‌’ରେ ଅମିତାଭ ବଚ୍ଚନ ଜଣେ ଅବସରପ୍ରାପ୍ତ ସ୍ପୋର୍ଟସ ପ୍ରଫେସର ଭୂମିକାରେ ଅଭିନୟ କରୁଥିଲେ। ଯିଏକି, ବସ୍ତିପିଲାଙ୍କୁ ଫୁଟବଲ୍‌ ଖେଳ ଶିଖାଉଥିଲେ। ଏକ ସୂତ୍ରରୁ...

Advertisement
Archives

Model This Week