Odisha Elections 2024

ଫିଲ୍ମରେ ଭଉଣୀ-ଭାଇ ଭୂମିକାରେ ନଜର ଆସିଛନ୍ତି ଏହି ଅଭିନେତ୍ରୀ, ଅଭିନେତା

ମୁମ୍ବାଇ: ଫିଲ୍ମରେ ସବୁ କିଛି ସମ୍ଭବ ହୋଇଥାଏ। ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିଥାନ୍ତି। କେତେବେଳେ ହିରୋ-ହିରୋଇନ ତ ଆଉ କେତେବେଳେ ସ୍ବାମୀ-ସ୍ତ୍ରୀ, ଆଉ କେତେବେଳେ ଭଉଣୀ-ଭାଇ ଭୂମିକାରେ ବି ଅଭିନୟ କରନ୍ତି । ଜାଣନ୍ତୁ ବଲିଉଡ୍‌ର ଏପରି କିଛି କଳାକାରଙ୍କ ସମ୍ପର୍କରେ…

ପ୍ରିୟଙ୍କା ଚୋପ୍ରା-ରଣବୀର ସିଂହ

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ରଣବୀର ସିଂଙ୍କ ଫିଲ୍ମକୁ ଦର୍ଶକେ ବହୁ ପସନ୍ଦ କରନ୍ତି। ଏହି ଦୁଇଜଣ ଜୟା ଅଖତରଙ୍କ ଫିଲ୍ମ ‘ଦିଲ୍‌ ଧଡ଼କନ’ରେ ଭଉଣୀ ଭାଇ ଭୂମିକାରେ ଅଭିନୟ କରିଥିଲେ। ଯାହାକୁ ଦର୍ଶକେ ପସନ୍ଦ କରିଥିଲେ।

ଐଶ୍ୱର୍ଯ୍ୟା-ଶାହାରୁଖ:

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ କିଙ୍ଗଖାନ୍‌ ଶାହାରୁଖ ବେଶ୍‌ ରୋମାଣ୍ଟିକ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ତଥାପି ଏହି ଯୋଡ଼ି ୨୦୦୦ରେ ଫିଲ୍ମ ‘ଜୋସ୍‌’ରେ ଭଉଣୀ-ଭାଇ ଭୂମିକାରେ ଅଭିନୟ କରିଥିଲେ।

ଦୀପିକା ପାଦୁକୋନ- ଜନ୍‌ ଆବ୍ରାହମ:

ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ ଫିଲ୍ମ ‘ରେସ୍‌’ରେ ଭଉଣୀ-ଭାଇ ଭୂମିକାରେ ନଜର ଆସିଥିଲେ।

ଜୁହି ଚାଓ୍ବଲା-ଅକ୍ଷୟ କୁମାର:
ଅଭିନେତ୍ରୀ ଜୁହି ଚାଓ୍ବଲା ଏବଂ ଖିଲାଡି ବୟ ଅକ୍ଷୟ କୁମାର ଅନେକ ଫିଲ୍ମରେ ପ୍ରେମୀଯୁଗଳ ଭାବରେ ଅଭିନୟ କରିଥିଲେ ମଧ୍ୟ ଫିଲ୍ମ ‘ରିସ୍ତା ଦ ବଣ୍ଡ୍‌ ଅଫ୍‌ ଲଭ୍‌’ରେ ଭଉଣୀ-ଭାଇ ଚରିତ୍ରରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆଏ ହାଏ, ଓଏ ହୋଏ..ବଦୋ ବଦି’ ଗାଇଥିବା ଗାୟକଜଣଙ୍କ କିଏ? ଯାହାଙ୍କୁ ମିଳିଥିଲା ୨୮ ବିବାହ ପ୍ରସ୍ତାବ, ସେଲିବ୍ରିଟିଙ୍କ ଭଳି ଯିଏ ବଦଳାଇଛନ୍ତି ନାମ…

ବମ୍ବେ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି ଏକ ଗୀତ ‘ଆଏ ହାଏ, ଓଏ ହୋଏ, ବଦୋ ବଦି…’। ପ୍ରାୟ ସମସ୍ତଙ୍କ ମୁହଁରେ ଏହି...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ଭୋଟ ଦେଉ ନ ଥିବା ଲୋକଙ୍କ ଟିକସ ବଢ଼ାଯାଉ: ପରେଶ ରାଓ୍ବଲ

ମୁମ୍ବାଇ: ମହାରାଷ୍ଟ୍ରର ୧୩ ଲୋକ ସଭା ଆସନରେ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୁମ୍ବାଇରେ ଅନେକ ବଲିଉଡ୍‌ ସେଲିବ୍ରିଟି ନିଜ...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri