ମନୋରଞ୍ଜନ

‘ସ୍ତ୍ରୀଙ୍କୁ ଡରାଇବାର ସୁଯୋଗ ଦେଇନି’

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମରେ ଅକ୍ଷୟ ପୁଣିଥରେ ଅଭିନେତ୍ରୀ ଭୂମି ପେଡେନକରଙ୍କ ସହ ନଜର ଆସିବେ। ଭାଇ ଏବଂ ତାଙ୍କର ଚାରି ସାନ ଭଉଣୀଙ୍କ ଉପରେ ଆଧାର କରି ଏହି…

୧୩ ବର୍ଷ ପରେ ପୁଣିଥରେ ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବ୍ଲକବୁଷ୍ଟର ଫିଲ୍ମ ୩ ଇଡିଅଟ୍ସକୁ ରିଲିଜ୍ ହୋବର ୧୩ ବର୍ଷ ହୋଇ ଗଲାଣି । ଏହି ୧୩ ବର୍ଷ ପରେ ପୁଣିଥରେ ଆମିର ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ବୋଲି ଜଣାପଡିଛି । ଆମିରଙ୍କୁ…

ଅମିରଙ୍କ ଫିଲ୍ମ ପରେ ଆଲିଆଙ୍କ ଫିଲ୍ମକୁ ବୟକଟ ଦାବି

ଅଭିନେତା ଅମିରଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ବୟକଟ ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଙ୍ଗସ୍‌ ରିଲିଜ୍‌ ହେବା ପୂର୍ବରୁ ସୋସିଆଲ ମିଡିଆରେ #boycottaliabhatt ଦାବି ହେଉଛି। କହିବାନୁଯାୟୀ, ଫିଲ୍ମରେ ପୁରୁଷମାନଙ୍କ ସହ ଡୋମେଷ୍ଟିକ ଭାଓଲେନ୍ସକୁ କମେଡି ରୂପେ ଚିତ୍ରିତ…

ବାବୁସାନ୍‌ଙ୍କ ଜାମିନ ଆବେଦନରେ ପୂର୍ଣ୍ଣଚ୍ଛେଦ

କଟକ ଅଫିସ,୪ା୮: ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ ଏହି ଆବେଦନର ଅନ୍ତ ଘଟାଇଛନ୍ତି। ଏନେଇ ବାବୁସାନ୍‌ଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି। ଆଗୁଆ…

ବଲିଉଡକୁ ଧନ୍ୟବାଦ ଦେଲେ ସନ୍ନି

ମୁମ୍ବାଇ: ବଲିଉଡରେ ଦୀର୍ଘ ୧୦ ବର୍ଷର ଯାତ୍ରା ପୂରଣ କରିଛନ୍ତି ଅଭିନେତ୍ରୀ ତଥା ପର୍ନଷ୍ଟାର ସନ୍ନି ଲିଓନ । ଏହାକୁ ନେଇ ସେ ବଲିଉଡକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ବଲିଉଡ ମୋତେ ଖୋଲା ହାତରେ ସ୍ୱୀକାର କରିଥିବାରୁ ମୁଁ…

ସ୍ବାମୀଙ୍କ ଆଲମାରୀରୁ ଏହି ଜିନିଷ ଚୋରି କରନ୍ତି ପ୍ରିୟଙ୍କା

ବଲିଉଡ ପରେ ହଲିଉଡ୍‌ରେ ନିଜ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହିନ୍ଦୀ ସିନେମାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ପିସି ଏବେ ହଲିଉଡରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ବ୍ୟକ୍ତିଗତ ଜୀବନୀକୁ ନେଇ ସେ…

ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ହୃଦ୍‌ରୋଗରେ ପରଲୋକ ଘଟିଛି। କୋଇ ମିଲ ଗୟା, ଗଦର, ବଣ୍ଟି ଏବଂ ବବଲି ପରି ଅନେକ ଫିଲ୍ମରେ କାମ କରିଥିଲେ ମିଥିଲେଶ। ମିଥିଲେଶ ୧୯୯୭ରେ ଫିଲ୍ମ ‘ଭାଇ ଭାଇ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ।…

ଦୁର୍ଘଟଣାରେ ଓଲିଉଡ୍‌ର ଯୁବ ଅଭିନେତା ନିଶି କରଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ୍‌ର ଯୁବ ଅଭିନେତା ତଥା ନିର୍ଦ୍ଦେଶକ ନିଶିରଞ୍ଜନ କରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା। ପୁରୀ ଜିଲା କାକଟପୁରର କାହାଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ନିଶିରଞ୍ଜନ ସାରେ କାକଟପୁର…

ୟୁକ୍ରେନର ରିଫ୍ୟୁଜି ପିଲାଙ୍କ ସହ ସମୟ କାଟିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ନୁହେଁ ହଲିଉଡରେ ବି ଏବେ ଖୁବ୍ ଆକ୍ଟିଭ । ଅଭିନୟ ମାଧ୍ୟମରେ ସେ ହଲିଉଡରେ ବି ଜଣେ ପରିଚିତ ଚେହେରା ପାଲଟି ଯାଇଛନ୍ତି । ଏବେ ସେ ତାଙ୍କ ପର୍ସନାଲ…

‘ଲୋକେ ମୋତେ ବିବାଦକୁ ଟାଣି ଆଣୁଛନ୍ତି’

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର, ଅମିର ଖାନ୍‌ଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ କରୀନା କହିଛନ୍ତି, ‘ସୀତା: ଦି ଇନ୍‌କରେନେଶନ’ ପାଇଁ ୧୨ କୋଟି ଟଙ୍କା ମାଗିବା ତାଙ୍କ…

ଆମିରଙ୍କୁ ସମର୍ଥନ କରି ଫସିଲେ ଅମିତାଭ

ବମ୍ବେ: ଅଗଷ୍ଟ ୧୧ରେ ରିଲିଜ ହେବ ବଲିଉଡ୍‌ ଅଭିନେତା ଆମିର ଖାଁ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଢା’। ଏହାକୁ କିଛି ଦିନ ଥିବା ବେଳେ ବିବାଦରେ ଫସିଛି ଫିଲ୍ମ। ଅନେକ ଫିଲ୍ମକୁ ବଏକଟ ପାଇଁ ଦାବି କରୁଛନ୍ତି। ଏସବୁ ଭିତରେ…

ପୁଅର ଭବିଷ୍ୟତକୁ ନେଇ ଏମିତି ଖୁଲାସା କଲେ ଭାରତୀ

ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଚଳିତ ବର୍ଷ ମା’ ହୋଇଛନ୍ତି। ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ପୁଅ ଗୋଲା ବା ଲକ୍ଷ୍ୟକୁ ବହୁତ ଭଲ ପାଆନ୍ତି। ଗୋଲାର ଭବିଷ୍ୟତକୁ ନେଇ ଏବେଠୁ ଚିନ୍ତା କଲେଣି ଭାରତୀ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?