ବଲିଉଡ୍‌ ସିଙ୍ଗର୍‌ଙ୍କ ନାଁରେ ବଳାତ୍କାର ଅଭିଯୋଗ

ବଲିଉଡ୍‌ର ସିଙ୍ଗର ତଥା ସଙ୍ଗୀତକାର ରାହୁଲ ଜୈନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ଜଣେ ୩୦ ବର୍ଷୀୟା ମହିଳା ‘କଷ୍ଟ୍ୟୁମ ଷ୍ଟାଇଲିଷ୍ଟ’ ଏହି ଅଭିଯୋଗ ଆଣି ରାହୁଲ ତାଙ୍କୁ ନିଜ ଘରକୁ ଡାକି ବଳାତ୍କାର କରିଥିବା ସେ କହିଛନ୍ତି। ଏହି ଘଟଣାରେ ରାହୁଲଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ରାହୁଲ ଅଭିଯୋଗକୁ ଅସ୍ବୀକାର କରି ଏହାକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଉଭୟ ପ୍ରଥମେ ଇନ୍‌ଷ୍ଟାଗ୍ରାମ ଜରିଆରେ ପରିଚିତ ହୋଇଥିଲେ। ପରେ ଗତ ଅଗଷ୍ଟ ୧୧ରେ ରାହୁଲଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌କୁ ଯାଇଥିଲେ ମହିଳା। କିଛି ଜିନିଷପତ୍ର ଦେଖାଇଦେବା ବାହାନାରେ ରାହୁଲ ତାଙ୍କୁ ନିଜ ବେଡ୍‌ ରୁମ୍‌କୁ ଡାକି ବଳାତ୍କାର କରିଥିଲେ। ମହିଳା ଜଣକ ଏହାକୁ ବିରୋଧ କରିବାରୁ ରାହୁଲ ତାଙ୍କୁ ମାଡ ମାରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।
ଏନେଇ ରାହୁଲ କହିଛନ୍ତି, ମୁଁ ଏହି ମହିଳାଙ୍କୁ ଜାଣେ ନାହିଁ। ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ଏହାପୂର୍ବରୁ ଜଣେ ମହିଳା ମଧ୍ୟ ମୋ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ, କିନ୍ତୁ ମୁଁ ନ୍ୟାୟ ପାଇଲି। ଏହି ମହିଳା ତାଙ୍କର ସହଯୋଗୀ ହୋଇପାରନ୍ତି।
ଗତ ବର୍ଷ ଅକ୍ଟୋବରରେ ରାହୁଲ ଜୈନଙ୍କ ବିରୋଧରେ ବଳାତ୍କାର, ଗର୍ଭପାତ ଏବଂ ପ୍ରତାରଣା ଭଳି ବିଭିନ୍ନ ଅଭିଯୋଗ ଆଣିଥିଲେ ଜଣେ ମହିଳା।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ପରଲୋକ…

କୋଲକାତା,୨୫।୧୦ : ବଙ୍ଗଳା ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପିନାକି ଚୌଧୁରୀଙ୍କର ସୋମବାର ପରଲୋକ ଘଟିଛି। କୋଲକାତାରେ ତାଙ୍କ ବାସଭବନରେ ସେ ଶେଷ...

ଆଇଫା ଆଓ୍ବାର୍ଡରେ ଘଟିଲା ଏମିତି, ନ ହସି ରହି ପାରିଲେନି ଦୀପିକା

ବହୁ ପ୍ରତୀକ୍ଷିତ ଆଇଫା ଆଓ୍ବାର୍ଡ ୨୦୧୯ ବୁଧବାର ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀ, ଅଭିନେତାଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା। ଗ୍ରୀନ୍‌ କାର୍ପେଟ୍‌ ଉପରେ...

ପୋଷାକୁକୁର ମୃତ୍ୟୁରେ ବିରୁଷ୍କା ଦୁଃଖୀ

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ତଥା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପୋଷାକୁକୁର ମୃତ୍ୟୁରେ ଗଭୀର ମର୍ମାହତ। ଏହି କୁକୁରର...

ଆଥିଆଙ୍କ ସହ ଡିନର୍‌ ଡେଟ୍‌ରେ କେ ଏଲ୍‌ ରାହୁଲ, ଫଟୋ ଭାଇରାଲ

ମୁମ୍ବାଇ: କ୍ରିକେଟର କେ ଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ଆଥିଆ ସେଟ୍ଟୀ। ଉଭୟ ଏ ନେଇ ସର୍ବସମ୍ମୁଖରେ ସ୍ବିକାର କରୁ ନ ଥିଲେ ହେଁ...

ପ୍ରଥମ ଥର ଇନ୍‌ଷ୍ଟାଗ୍ରାମରେ ସବାଙ୍କ ଫଟୋ ଶେୟାର କଲେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ୍‌...

ଦୀପିକାଙ୍କୁ ଜେରା ସମୟରେ ଏସବୁ ପ୍ରଶ୍ନ ପଚାରିଥିଲା ଏନ୍‌ସିବି, ଜାଣନ୍ତୁ କ’ଣ ଦେଇଥିଲେ ଉତ୍ତର

ମୁମ୍ବାଇ,୨୬ା୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଲିଙ୍କ୍‌ ଥିବା ଜଣାପଡ଼ିବା ପରେ ଏନ୍‌ସିବି ବଲିଉଡ୍‌ର ଅଭିନେତ୍ରୀ ଅଭିନେତାମାନଙ୍କୁ ମାରାଥନ ଜେରା...

ବିପାଶାଙ୍କ ପୂର୍ବରୁ ଦୁଇଦୁଇ ଜଣଙ୍କୁ ବିବାହ କରିଥିଲେ କରଣ, ଖୁବ୍‌ ଅଳ୍ପ ଦିନରେ…

ଅଭିନେତା କରଣ ସିଂ ଗ୍ରୋଭରଙ୍କ ଆଜି ଜନ୍ମଦିନ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଜି...

ସ୍ବାମୀଙ୍କ ସହ ବାଥ୍‌ଟବ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବିଗ୍‌ ବସ୍‌ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲା ଆଜିକାଲି ସ୍ବାମୀ ପରାଗ ତ୍ୟାଗୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ମାଳଦ୍ୱୀପରୁ କିଛି...

Advertisement
Archives

Model This Week