ମନୋରଞ୍ଜନ

ଫରମାନି ନାଜ୍‌ କିଏ? ଶିବ ଭଜନ ‘ହର୍‌ ହର୍‌ ଶମ୍ଭୁ’ ଗାଇ ଯିଏ ବିବାଦରେ, ମିଳୁଛି ଧମକ…

ବମ୍ବେ: ବିବାଦରେ ଗାୟିକା ଫରମାନି ନାଜ୍‌। ମୁସଲିମ୍‌ ଧର୍ମର ହୋଇଥିବା ସତ୍ତ୍ୱେ ସେ ଶିବ ଭଜନ ‘ହର ହର୍‌ ଶମ୍ଭୁ’ ଗାଇ ପ୍ରଥମେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଶ୍ରାବଣ ମାସରେ କାଉଡିଆ ଯାତ୍ରା ଚାଲିଥିବାରୁ ତାଙ୍କ ଗୀତ ହିଟ୍‌ ହୋଇଥିଲା। ମାତ୍ର…

ମାସକୁ ୫୦୦ ଟଙ୍କା ରୋଜଗାର କରୁଥିବା ସାଧାରଣ ଯୁବକରୁ କମେଡିର ‘ବାଦ୍‌ଶାହା’

ବମ୍ବେ: କେତେବେଳେ ‘ଡା. ମଶହୁର ଗୁଲାଟୀ’ ତ କେବେ ‘ଗୁତ୍ଥି’ ଚରିତ୍ରରେ ଲୋକଙ୍କ ମୁହଁରେ ହସ ଫୁଟାଉଥିବା କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ପାଇଁ ଆଜିର ଦିନଟି ଖାସ୍‌। କାରଣ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିନରେ ତାଙ୍କ…

ପୁଣି ଏକାଠି କାମ କରିବେ ରୋହିତ-ଅଜୟ

ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅଭିନେତା ଅଜୟ ଦେବଗନଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ। ରୋହିତ ଏବଂ ଅଭିନେତାଙ୍କ ଫିଲ୍ମ ‘ସିଙ୍ଘମ’ ଏବଂ ‘ସିଙ୍ଗହମ’ ରିଟର୍ନସ୍‌ ବକ୍ସ ଅଫିସରେ ସଫଳତା ପାଇବା ପରେ ଏବେ ଦୁହେଁ ପୁଣି ଏକାଠି…

ବଲିଉଡ୍‌ରେ କ୍ୟାରିୟର କରିବାକୁ ଆଗ୍ରହୀ ଅଛନ୍ତି କି ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ତାଙ୍କର ଜବରଦସ୍ତ ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ଏହି ଅଭିନେତା ବର୍ତ୍ତମାନ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଡେବ୍ୟୁ କରିଛନ୍ତି। ଏହା ହେଉଛି…

ଅମିରଙ୍କୁ ସମର୍ଥନ କଲେ ମିଲିନ୍ଦ ସୋମାନ

ଅମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ହେଲେ ରିଲିଜ୍‌ ହେବାର କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଫିଲ୍ମକୁ ବୟକଟ କରିବାକୁ ଦାବି ଜୋର ଧରିଥିଲା। ଏହାକୁ ନେଇ ଅଭିନେତାଙ୍କୁ…

ଜାଣନ୍ତୁ ବକ୍ସ ଅଫିସରେ କେତେ ଆୟ କରିଛି ‘ଏକ୍‌ ଭିଲେନ୍‌ ରିଟର୍ନସ’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାରା ସୂତାରିଆ ଲିଡ୍‌ ରୋଲରେ ରହିଛନ୍ତି। ଫିଲ୍ମକୁ ମୋହିତ୍‌ ସୁରି ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଫିଲ୍ମଟି…

ଡିପିରେ ତ୍ରିରଙ୍ଗା ଲଗାଇ ଟ୍ରୋଲ

ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡ୍‌ର ଖୀଲାଡି କିଙ୍ଗ ଅକ୍ଷୟ କୁମାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ସମସ୍ତ ସୋସିଆଲ ମିଡିଆ ପୃଷ୍ଠାର ଡିପି ସ୍ଥାନରେ ତ୍ରିରଙ୍ଗା ଲଗାଇବା ସହ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଅପିଲ୍‌ କରିଥିଲେ।…

ଆଉ ଜଣେ ପଞ୍ଜାବୀ ଗାୟକଙ୍କୁ ମିଳିଲା ହତ୍ୟା ଧମକ: ମୁଖ୍ୟମନ୍ତ୍ରୀ-ପୋଲିସକୁ ଚିଠି ଲେଖି ମାଗିଲେ ସୁରକ୍ଷା

ଚଣ୍ଡିଗଡ଼,୨।୮: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ଓ୍ବାଲାଙ୍କୁ ହତ୍ୟା କରାଯିବାର ୨ମାସ ପରେ ଆଉ ଜଣେ ଗାୟକଙ୍କୁ ହତ୍ୟା ଧମକ ମିଳିଛି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପଞ୍ଜାବୀ ଗାୟକ ତଥା ଗୀତିକାର ଜାନି ପୋଲିସର ସୁରକ୍ଷା…

ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଜାହ୍ନବୀ

ବମ୍ବେ: ବଲିଉଡ୍‌ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ନିକଟରେ ସେ କହିଥିବା ଏଭଳି କିଛି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୮ରେ ‘ଧଡକ’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଜାହ୍ନବୀ। ସେବେଠାରୁ ସେ…

ମୃତ୍ୟୁ ପୂର୍ବରୁ ଭବିଷ୍ୟବାଣୀ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା ଏହି ଚଳଚ୍ଚିତ୍ର ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ସେ ଅନ୍ୟ କୌଣସି ବଲିଉଡ…

ଆଗ ଅଢ଼େଇ ଘଣ୍ଟାର ଫିଲ୍ମ ଦେଖନ୍ତୁ, ତା’ ପରେ ମନ୍ତବ୍ୟ ଦିଅନ୍ତୁ: ଆମିର୍‌

ବମ୍ବେ: ରିଲିଜ ନ ହେଉଣୁ ବିବାଦରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଢା’। କିଛି ଫିଲ୍ମକୁ ବୟକଟ କରିବାକୁ ଦାବି କରୁଥିବା ବେଳେ କିଛି ତାଙ୍କ ଅଭିନୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହତା…

୩୫ ବର୍ଷ ପରେ ତେଲୁଗୁ ଫିଲ୍ମରେ କାମ କରିବେ ଅନୁପମ

ମୁମ୍ବାଇ: ନିଜର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଅଭିନେତା ଅନୁପମ ଖେର । ଏବେ ସେ ତାଙ୍କର କିଛି ଭଲ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?