ମନୋରଞ୍ଜନ

ଏହି ଅଭିନେତାଙ୍କ ସହ ରୋମାଣ୍ଟିକ୍‌ ସିନ୍‌ ଲାଗି ଡରନ୍ତି ରାଣୀ

ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ତାଙ୍କ କ୍ୟାରିୟରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଏକ ସାକ୍ଷାତକାରରେ ରାଣୀ କହିଥିଲେ ଶାହାରୁଖ ଖାନ ଏବଂ ଅମିର ଖାନ ତାଙ୍କର କ୍ରସ ଥିଲେ। ସେ ଆହୁରି…

ମରଣୋତ୍ତର ଭାବେ ‘କର୍ନାଟକ ରତ୍ନ’ରେ ସମ୍ମାନୀତ ହେବେ ଅଭିନେତା ପୁନିଥ ରାଜକୁମାର

ବେଙ୍ଗାଲୁରୁ,୬ ।୮: କନ୍ନଡ ଅଭିନେତା ପୁନିଥ ରାଜକୁମାର ଆମ ଗହଣରେ ନାହନ୍ତି ସତ, ହେଲେ ତାଙ୍କ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛନ୍ତି । ଏବେ ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । କର୍ନାଟକ…

ରଣବୀରଙ୍କ ପରେ ଏବେ କୁନାଲ ହେଲେ ‘ନ୍ୟୁଡ୍‌’

ବମ୍ବେ: କିଛି ଦିନ ପୂର୍ବେ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ ଅଭିନେତା ରଣବୀର ସିଂ। କିଛି ଲୋକ ତାଙ୍କୁ ବିରୋଧ କରିଥିବା ବେଳେ କିଛି ଖୋଲାଖୋଲି ଭାବେ ସମର୍ଥନ କରିଥିଲେ। ବିଶେଷକରି ଟେଲି ଅଭିନେତାମାନେ ତାଙ୍କ ସମର୍ଥନରେ ନିଜର ନ୍ୟୁଡ୍‌…

ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ କହିଲେ କରନ୍‌ ଜୋହର

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ରିଆଲିଟି ଶୋ’ ‘କଫି ଉଇଥ୍‌ କରନ୍‌’। ସେଲିବ୍ରିଟିମାନଙ୍କ ସହ ଗପ୍‌ସପ୍‌ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରସଙ୍ଗକୁ ନେଇ କରନ୍‌ ପ୍ରଶ୍ନ କରୁଛନ୍ତି। ଗୁରୁବାର ପ୍ରସାରିତ…

ଅକ୍ଷୟଙ୍କ ୮ ଘଣ୍ଟା ଅନ୍ୟ ଅଭିନେତାଙ୍କ ୧୫ ଘଣ୍ଟା ସହ ସମାନ

ବଲିଉଡର ଖିଲାଡି କୁମାର ତଥା ଅକ୍ଷୟ କୁମାର କ୍ରମାଗତ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଫ୍ଲପ ହେବା ପରେ ତାଙ୍କୁ ଦର୍ଶକ ଟାର୍ଗେଟ କରିଥିଲେ। ଆଜି ବି ‘ସମ୍ରାଟ ପୃଥୀରାଜ’ ଭଳି ଫିଲ୍ମକୁ ସମାଲୋଚନା କରାଯାଉଛି। ତେବେ ଏତେ…

କହିଥିଲେ ଶାହାରୁଖ: ‘କାଜୋଲ ମୋ’ ସାନ ଭଉଣୀ’

ବମ୍ବେ: ବଲିଉଡ୍‌ରେ ଏକାଠି କାମ କରୁଥିବା କଳାକାରଙ୍କ ଲିଙ୍କଅପ୍‌ର ଅନେକ ଖବର ଶୁଣିବାକୁ ମିଳେ। କେତେବେଳେ ଏହା ସତ ପାଲଟେ ତ କେତେବେଳେ ଗୁଜବ। ଏହି କ୍ରମରେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ନାମ ଅନେକ ନାୟିକାଙ୍କ ସହ ଯୋଡ଼ା ଯାଇଛି। ସେଥିରୁ…

ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବେ କ୍ରିତି-ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ କ୍ରିତି ସାନନଙ୍କୁ କଏ ବା ନ ଜାଣେ। ଦୁହେଁ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ହେଲେ ଏବେ ପ୍ରଥମ ଥର ଏହି ଯୋଡିଙ୍କୁ ପରଦାରେ ଦେଖିବାକୁ ମିଳିବ। ନିକଟରେ ଦିନେଶ ବିଜାନ ଫିଲ୍ମ…

ନାଟକ ମୋର ପ୍ରଥମ ପ୍ରେମ

ଜାତୀୟ ପୁରସ୍କାରପ୍ରାପ୍ତ ରଜିତ କପୁର ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ଅଭିନୟ ଛଡ଼ା ସେ ପ୍ରଯୋଜନା, ନିର୍ଦ୍ଦେଶନା ତଥା କାହାଣୀ ମଧ୍ୟ ଲେଖିଥାନ୍ତି। ୧୯୯୩ର ବ୍ୟୋମକେଶ ବକ୍ସି ଏବଂ ୧୯୯୬ରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ତାଙ୍କୁ ଦର୍ଶକଙ୍କ ମହଲରେ ବେଶ୍‌ ଲୋକପ୍ରିୟ…

ପୁଣି ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ପ୍ରିୟା ପ୍ରକାଶ ୱାରିୟରଙ୍କ କଥା ଅଳ୍ପ ବହୁତେ ସମସ୍ତଙ୍କର ମନେଥିବ ନିଶ୍ଚୟ । ଇଏ ହେଉଛନ୍ତି ସେହି ତରୁଣୀ ଯିଏ ଆଖିମାରି ରାତାରାତି ଷ୍ଟାର ପାଲଟି ଯାଇଥିଲେ ବନିଯାଇଥିଲେ ଇଣ୍ଟରନେଟ ସେନସେଶନ । ତାଙ୍କର ଆଖିମାରା ଭିଡିଓ ସାରା ଦେଶର…

ସ୍ତ୍ରୀଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମଧ୍ୟରୁ କାଜଲ ଅନ୍ୟତମ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ତେବେ ଆଜି କାଜଲ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହା ସହିତ କାଜଲଙ୍କ ସ୍ବାମୀ…

ଅଲି ଫଜଲଙ୍କ ବଧୂ ସାଜିବେ ରୁଚା, ସ୍ଥିର ହେଲା ବିବାହ ତାରିଖ

ମୁମ୍ବାଇ: ଅଭିନେତ୍ରୀ ରୁଚା ଚଢା ଓ ଅଲି ଫଜଲଙ୍କ ପ୍ରଶଂସକଙ୍କ ପାଇଁ ଗୁଡ ନ୍ୟୁଜ । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବରରେ ଏମାନେ ବିବାହ କରିବାକୁ ଯାଉଛନ୍ତି । ବିବାହର ପ୍ରସ୍ତୁତି ଖୁବ ଜୋରରେ ଚାଲିଛି । ବିବାହ…

ନିର୍ମାତାଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଖୁଲାସା କଲେ ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କୁ ଅମିରଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ। ତେବେ ଅଭିନେତାଙ୍କ ଏହା ପ୍ରଥମ ବଲିଉଡ ଡେବ୍ୟୁ ଫିଲ୍ମ। କୁହାଯାଉଛି କି, ନାଗା ବୋଧହୁଏ ତାଙ୍କ ବଲିଉଡ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?