ୱେଟର ଥିଲେ ଏହି ଅଭିନେତ୍ରୀ

ଏପରି ଅନେକ କଳାକାର ଅଛନ୍ତି ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ ଅନେକ କାମ କରିଛନ୍ତି। ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୋନମ କପୁର। ସୋନମ ବଲିଉଡର କପୁର ପରିବାରରରେ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିନେତା ଅନିଲ କପୁରଙ୍କ ଝିଅ ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କୀୟ ଭଉଣୀ। ସୋନମ କପୁର ନିଜେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ। ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ସୋନମ ମଧ୍ୟ ଚାକିରି କରିଥିଲେ। ତେବେ କୌଣସି ବଡ କମ୍ପାନୀରେ ନୁହେଁ ବରଂ ୱେଟର ଭାବରେ ମଧ୍ୟ କାମ କରିଛନ୍ତି।
ଫିଲ୍ମରେ ଯୋଗଦେବା ପୂର୍ବରୁ ଜଣେ ୱେଟର ଥିଲେ – ସୋନମ କପୁର ।

ଅଭିନେତା ଅନିଲ କପୁରଙ୍କ ଝିଅ ହୋଇ ସୁଦ୍ଧା କାହିଁକି ସେ ୱେଟର କାମ କରିଥିଲେ। ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଅନେକ ଲୋକଙ୍କ ହୃଦୟରେ ଉଠିଥଲା ତେବେ ସୋନମ କପୁର ଏହି କାମ କୌଣସି ବାଧ୍ୟତାମୂଳକ ନୁହେଁ ବରଂ ପକେଟ ଟଙ୍କା ବଢ଼ାଇବା ପାଇଁ କରିଥିଲେ ।ଯେତେବେଳେ ସୋନମଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା, ସେ ଏକ ରେଷ୍ଟୁରାଣ୍ଟରେ କାମ କରିବା ଆରମ୍ଭ କରିଥିଲେ ଯେଉଁଠାରେ ସେ ୱେଟର ଭାବରେ କାମ କରୁଥିଲେ କିନ୍ତୁ ସୋନମ କପୁର ୧ ସପ୍ତାହ ପରେ ଏହି ଚାକିରି ଛାଡିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି...

ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ...

କ୍ୟାଟରୀନାଙ୍କୁ ନୁହେଁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଉରି ଷ୍ଟାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିକି କୌଶଳ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବିଟାଉନରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ହରଲୀନ ସେଟ୍ଟୀଙ୍କ ସହ ବ୍ରେକ୍‌ ଅପ୍‌ ପରେ...

ଏହି ଅଭିନେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଆଖ୍ୟା ଦେଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଫିଲ୍ମ ‘ଗେହରାୟାଁ’ ଫମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଦୀପିକା, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚର୍ତୁର୍ବେଦୀ ଅଭିନୀତ ଏହି ଫିଲ୍ମ...

ଫିଲ୍ମ ‘ବିକ୍ରମ ଭେଧା’ଦେଖିବାକୁ ଅନୁରୋଧ କଲେ ରଣବୀର

ମୁମାଇ: ବଲିଉଡ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସୁପରହିଟ୍‌ ହୋଇଛି। ବକ୍ସ ଅଫିସରେ ଏହା ଭଲ ଆୟ ମଧ୍ୟ କରିଛି। ନିକଟରେ ରଣବୀର...

ମଦ ସହ ଡ୍ରଗ୍ସ ନିଶାରେ ବୁଡ଼ି ରହୁଥିଲେ ଏହି ଅଭିନେତା; ଏବେ ବଖାଣିଲେ…

ବମ୍ବେ: ଟାଟୁକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ସାଗାର ଅଭିନେତା ପ୍ରତୀକ ବବ୍ବର। ସେ ଛାତିରେ ନିଜ ମା’ ଓ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ନାମର ଟାଟୁ...

ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ବିବାଦ

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ବହୁ ଦିନରୁ...

ଆଦିତ୍ୟଙ୍କ ଜବରଦସ୍ତ ଆକ୍ସନ

ବଲିଉଡ୍‌ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଅଭିନୀତ ‘ଓମ-ଦ ବ୍ୟାଟେଲ୍‌ ଓ୍ବିଦିନ୍‌’ର ଟିଜର ରିଲିଜ ହୋଇଛି। ୫୭ ସେକେଣ୍ଡର ଏହି ଟିଜର୍‌କୁ ଦର୍ଶକ ବହୁତ୍‌ ପସନ୍ଦ...

Advertisement
Archives

Model This Week