ପୁଣି ଏକାଠି କାମ କରିବେ ଶ୍ରଦ୍ଧା-ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯୋଡିକୁ ପୁଣି ପରଦାରେ ଦେଖିବାକୁ ମିଳିବ। ଫିଲ୍ମ‘ବଡେ ମିୟାଁ ଛୋଟେ ମିୟାଁ’ର ରିମେକ୍‌ରେ ଟାଇଗରଙ୍କ ସହ ଶ୍ରଦ୍ଧା ନଜର ଆସିବେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ୨୦୨୩ ଫେବୃୟାରୀରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ ଫିଲ୍ମରେ ପ୍ରଥମ ଥର ଅକ୍ଷୟ କୁମାରଙ୍କ ସହ କାମ କରିବେ ଟାଇଗର। ଶ୍ରଦ୍ଧା-ଟାଇଗରଙ୍କୁ ୨୦୧୬ରେ ‘ବାଗି’ରେ ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ଏହି ଫିଲ୍ମ ମାଧ୍ୟମରେ ଏହି ଯୋଡିଙ୍କୁ ଦର୍ଶକ ପୁଣି ଦେଖିବାକୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବଦଳାଇବା ପରେ ବିଗ୍‌ ବି ଙ୍କ ସବୁଠୁ ବଡ଼ କ୍ଷତି: ଆଜିପର୍ଯ୍ୟନ୍ତ ହୋଇ ପାରିନି ପୂରଣ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ମୁମ୍ବାଇରେ ୩୧ କୋଟି ଟଙ୍କାର ଏକ ଡ୍ୟୁପ୍ଲେକ୍ସ କିଣିଛନ୍ତି। ଏହାର ଆକାର ୫୧୮୪ ବର୍ଗଫୁଟ। ହେଲେ ଲାଗୁଛି ଯେପରି ବିଗ୍‌...

ଇଲେକ୍ଟ୍ରି ବିଲ୍‌ ଦେଖି ଚମକି ପଡ଼ିଲେ ତାପସୀ ପନ୍ନୁ

ସର୍ବଦା ଖୋଲାଖୋଲି ଭାବେ ମତ ପ୍ରକାଶ କରିବାକୁ ଭଲ ପାଉଥିବା ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ...

ସୋସିଆଲ ମିଡିଆକୁ ବାଏ କହିଲେ ଅଭିନେତ୍ରୀ !

ବମ୍ବେ: ସୋସିଆଲ ମିଡିଆକୁ ବାଏ କହିଛନ୍ତି ଚୁଲବୁଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଲଗାତାର ଭାବେ ନିଜ ଫ୍ୟାଶନ ସେନ୍ସ, ଅଭିନୟ, ଫିଟନେସ ଏବଂ ନୃତ୍ୟକୁ ନେଇ...

ଅକ୍ଟୋବର ୨ରେ ‘ଓ୍ବାର’ ରିଲିଜ

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ହ୍ରିତିକ୍‌ ରୋଶନଙ୍କ ଅପ୍‌କମିଂ ଆକ୍ସନ ଫିଲ୍ମ ‘ଓ୍ବାର’ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ଏହା ହିଟ୍‌ ହେବା ବହୁ...

୨୫ରେ ହେବ ଜ୍ୟାକଲିନ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ସୋମବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ...

ସୁଶାନ୍ତଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁରା ବଲିଉଡ୍‌ଜଗତ ସ୍ତବ୍ଦ ହୋଇପଡ଼ିଛି। ସମସ୍ତେ ନିଜ ନିଜ ଶୈଳୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। କେହି...

ଭୁଲରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଆସିଗଲେ କଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ...

ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଭାବପ୍ରବଣ ହେଲେ ଅଙ୍କିତା

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଙ୍କିତା ସୁଶାନ୍ତଙ୍କ ପ୍ରତି ତାଙ୍କ ପ୍ରେମ ବ୍ୟକ୍ତ...

Advertisement
Archives

Model This Week