ମନୋରଞ୍ଜନ

‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ପ୍ରସଂଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ଜୁନ୍‌ ୧୫ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ…

ନୌସେନା ଜାହାଜରେ ସମୟ ବିତାଇଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଫିଲ୍ମ ଶୁଟିଂରୁ ବ୍ରେକ୍‌ ନେଇ ଗୁରୁବାର ଦିନସାରା ଭାରତୀୟ ନୌସେନା ସହ ସମୟ ବିତାଇଛନ୍ତି। ନୌସେନା ଜାହାଜ ଆଇଏନ୍‌ଏସ୍‌ ବିଶାଖାପଟ୍‌ନମରେ ନାଭିକଙ୍କୁ ଭେଟି ସଲମାନ ଉପକୂଳ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ। ଏପରିକି ସେମାନଙ୍କ…

ମଦ କମ୍ପାନୀ ବିଜ୍ଞାପନକୁ ମନା କରି ପୁଣି ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ୍‌

ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ୍‌ ଲୁକ୍‌ ଏବଂ ଜବରଦସ୍ତ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପାନ ମସଲା ବିଜ୍ଞାପନକୁ ମନା କରି ପ୍ରସଂଶା ସାଉଟିଥିଲେ। ବର୍ତ୍ତମାନ ମଦ କମ୍ପାନୀର ବିଜ୍ଞାପନକୁ ମନା କରିଦେଇଛନ୍ତି। ଯାହାକୁ ନେଇ ସେ ରିଅଲ ହିରୋ…

ଦିଶାଙ୍କଠାରୁ ଅଲଗା ହେବା ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଟାଇଗର !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ବ୍ରେକ୍‌ଅପ୍‌ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଉଭୟଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏସବୁ ଗୁଜବ ପରି ମନେ ହୋଇଥିଲା। ହେଲେ ଟାଇଗରଙ୍କ…

ଡାକ୍ତରଖାନାରେ ପହଞ୍ଚିଲେ ରାଜୁଙ୍କ ସ୍ତ୍ରୀ-ବନ୍ଧୁ; ଫୋନ ଯୋଗେ କଥା ହେଲେ ଯୋଗୀ

ବମ୍ବେ: କାଲି ଦୁନିଆକୁ ହସାଉଥିବା ଲୋକ ଆଜି ଜୀବନ ମରଣ ସହ କରୁଛି ସଂଘର୍ଷ। କେତେବେଳେ କ’ଣ ହେବ କୁହାଯାଇ ନ ପାରେ। ଆମେ କହୁଛୁ ଦେଶର ଖ୍ୟାତନାମା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ। ବୁଧବାର ଜିମ୍‌ରେ ଟ୍ରେଡ୍‌ମିଲ…

ମଲାଇକାଙ୍କୁ କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ ଅଭିନେତା

କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ ଭିନ୍ନ ଭିନ୍ନ ଅଭିନେତା-ଅଭିନେତ୍ରୀ ନଜର ଆସନ୍ତି। ଏହି ଶୋ’ ମାଧ୍ୟମରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିଷୟରେ ଖୁଲାସା କରୁଥିବା ଦେଖିବାକୁ ମିଳେ। ତେବେ ଏପିସୋଡ୍‌ -୬ରେ କରନଙ୍କ ଏହି ଶୋ’ରେ…

ଝିଅ ମାଳତୀଙ୍କ ଫଟୋ ଶେୟାର କଲେ ପ୍ରିୟଙ୍କା

ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହା ସହିତ ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ମଧ୍ୟ ଭଲ ପାଆନ୍ତି। ନିକଟରେ…

ରିଲିଜ୍‌ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ

ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ସକାଳୁ ସକାଳୁ ଆମିରଙ୍କ ଫିଲ୍ମ ଦେଖିବାକୁ ସିନେମା…

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜିର ସମୟରେ ତାଙ୍କର ଚାହିଦା କେବଳ ଫିଲ୍ମରେ ନୁହେଁ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ରହିଛି। ନିକଟରେ ଗଙ୍ଗୁବାଇ କାଠିଆଓ୍ବାଡି ଏବଂ ଆରଆରଆର ଭଳି…

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହୃଦ୍‌ଘାତ ଆକ୍ରାନ୍ତ ହେବା ପରେ ତାଙ୍କ ଚେତା ଏପର୍ଯ୍ୟନ୍ତ ଫେରିନାହିଁ। ଏହା ଚିନ୍ତାଜନକ ବିଷୟ ବୋଲି ଏମ୍ସର…

ଆଉ ଏକ ଗୀତ ଗାଇ ଚର୍ଚ୍ଚାରେ ଫର୍‌ମାନି

ମୁମ୍ବାଇ: ଫର୍‌ମାନି ନାଜ ଆଜିକାଲି ୟୁଟ୍ୟୁବ୍‌ ସେନ୍ସେସ ପାଲଟିଛନ୍ତି। ପ୍ରଥମେ ସେ ‘ହରହର ଶମ୍ଭୁ’ ଗାଇ ପ୍ରଶଂସକମାନଙ୍କ ଭଲପାଇବା ସାଉଁଟିବା ସହ ବିବାଦକୁ ମଧ୍ୟ ଆସିଥିଲେ। ଏହାକୁ ସେ ଖାତିର ନ କରି ପୁଣି ଗାଇଥିଲେ ‘ହରେ ହରେ କୃଷ୍ଣ’। ଏବେ…

ଶୁଟିଂ ସେଟ୍‌ରେ ଶିଳ୍ପାଙ୍କ ଗୋଡ ଭାଙ୍ଗିଲା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସହ ବଡ଼ ଦୁର୍ଘଟଣା ଘଟିଛି। ଆଗାମୀ ସିରିଜର ଶୁଟିଂ ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଶିଳ୍ପା ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫଟୋରେ ତାଙ୍କୁ ଏକ ହ୍ବିଲ୍‌ ଚେୟାର୍‌ରେ ବସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?