ରଣବୀରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଶଂସକଙ୍କ ସହ ଏକ ନୂଆ ରିଲ ଶେୟାର କରିଛନ୍ତି। ଏହି ରିଲରେ ଦୀପିକା ଏକ ‘ମୋଜା ପିନ୍ଧିବା ଚ୍ୟାଲେଞ୍ଜ’ ପୂରଣ କରୁଥିବା ଦେଖାଯାଏ। କେବଳ ଏତିକି ନୁହେଁ, ଏହି ଚ୍ୟାଲେଞ୍ଜ ପୂରଣ କରିବାକୁ ସ୍ବାମୀ ରଣବୀର ସିଂଙ୍କୁ ମଧ୍ୟ କହିଛନ୍ତି।
ଏହି ଚ୍ୟାଲେଞ୍ଜରେ ଦୀପିକାଙ୍କୁ ତିରିଶ ସେକେଣ୍ଡରେ ଗୋଟିଏ ଗୋଡରେ ସର୍ବାଧିକ ସଂଖ୍ୟକ ମୋଜା ପିନ୍ଧିବାକୁ ପଡୁଛି। ମୋଜା ପିନ୍ଧିବା ସହ ରଣବୀରଙ୍କୁ ଏହି ଚ୍ୟାଲେଞ୍ଜ ପୂରଣ ପାଇଁ କହୁଛନ୍ତି। ବିଶେଷ କଥା ହେଉଛି ରଣବୀର ମଧ୍ୟ ଦୀପିକାଙ୍କ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ଏଥିରେ ସେ ଦୀପିକାଙ୍କୁ ପରାସ୍ତ କରିଦେବେ ବୋଲି ମଧ୍ୟ ଦାବି କରିଛନ୍ତି।
ଦୀପିକାଙ୍କୁ ଶେଷ ଥର ପାଇଁ ଶକୁନ ବାତ୍ରାଙ୍କ ଫିଲ୍ମ ‘ଗେହରାୟାଁ’ରେ ଦେଖିବାକୁ ମିଳିଥିଲା। ଆଗକୁ ସିଦ୍ଧାର୍ଥ ଆନନ୍ଦଙ୍କ ‘ପଠାନ’ରେ ଦେଖିବାକୁ ମିଳିବ। ଏଥିରେ ସେ ଶାହରୁଖ ଖାନ ଏବଂ ଜନ ଆବ୍ରହାମଙ୍କ ସହ ସ୍କ୍ରିନ ଶେୟାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ହେଗଡେଙ୍କ ପ୍ରେମରେ ପଡିଛନ୍ତି କି ସଲମାନ? ବନ୍ଧୁ କଲେ ଖୁଲାସା

ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବଂ ପୂଜା ହେଗଡେଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌...

ଡ୍ରଗ୍ସ କାରବାର ମାମଲା: ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନା କଲା ଏନ୍‌ସିବି

ମୁମ୍ବାଇ,୧୩।୯-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କୁ ଗିରଫ...

ଦୁଇ ଝିଅର ବାପାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ: ଏବେ ସାଜିଛନ୍ତି ‘ଗୋରୀ ମେମ୍‌’

ବମ୍ବେ: ବଡ ପରଦାରେ ନାଁ କମାଇବା ପରେ ଏବେ ଛୋଟ ପରଦା ମୋହରେ ଅଭିନେତ୍ରୀ ନେହା ପେନ୍‌ଡସେ। ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପେ ହେ’ରେ...

ବିବାହ ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବିବାହ ପରେ ସେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ନେଇ ଘୋଷଣା କରିଛନ୍ତି।...

ଭାଇରାଲ ହେଉଛି ଶୈଫିନାଙ୍କ ବିବାହ ବାର୍ଷିକୀର ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଓ ଶୈଫ ଅଲ୍ଲି ଖାଁଙ୍କ ବିବାହକୁ ୭ ବର୍ଷ ପୂରଣ ହୋଇଛି। ଅକ୍ଟୋବର ୧୬ରେ ଦୁହେଁ ଏହି ଦିନକୁ...

ଦୁଇ ବର୍ଷର ହେଲେ ଭାମିକା: ମା’ ଅନୁଷ୍କା ଶେୟାର କଲେ ସ୍ପେଶାଲ ଫଟୋ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗେହ୍ଲି ଝିଅ ଭାମିକା ଦୁଇ ବର୍ଷର ହୋଇଛନ୍ତି। ଏହି ଖାସ୍‌ ଦିନରେ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମରେ ଝିଅଙ୍କ ବହୁତ...

ସ୍ବାମୀଙ୍କଠାରୁ ଅଲଗା ହେଲେ ଡ୍ରାମା କୁଇନ୍‌

ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ସ୍ବାମୀ ରିତେଶ ସିଂଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ...

କବିତା ଲେଖୁଛନ୍ତି ଜାହ୍ନବୀ

ଏବେ ତ କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ତେଣୁ ଲକ୍‌ଡାଉନ୍‌ ସମୟରେ କେବଳ ସାଧାରଣ ଜନତା ନୁହନ୍ତି, କଳାକାର ମଧ୍ୟ ନିଜକୁ ଘର ଭିତରେ...

Advertisement
Archives

Model This Week