ମନୋରଞ୍ଜନ

ବିଦେଶୀ ପ୍ରେମିକାଙ୍କୁ ଦୁଇଥର ବିବାହ କରିବେ ‘ମସ୍ତରାମ’ ଅଭିନେତା, କିଛି ଏଭଳି…

ବମ୍ବେ: ଓ୍ବେବ୍‌ ସିରିଜ ‘ମସ୍ତରାମ୍‌’ର ଅଭିନେତା ଅଂଶୁମାନ ଝା ତାଙ୍କ ବିଦେଶୀ ପ୍ରେମିକା ସିଆର୍‌ ଓ୍ବିଣ୍ଟର୍ସଙ୍କୁ ବିବାହ କରିବେ। ଚଳିତ ବର୍ଷ ଅକ୍ଟୋବର ୨୯ରେ ଆମେରିକାରେ ପ୍ରଥମେ ତାଙ୍କ ବିବାହ ଅନୁଷ୍ଠିତ ହେବ। ପରେ ମାର୍ଚ୍ଚ ୨୦୨୩ରେ ସେମାନେ ଭାରତୀୟ ପରମ୍ପରାନୁଯାୟୀ…

ରାଖୀ ପୂର୍ବରୁ ସାରାଙ୍କୁ ଉପହାର ଦେଲେ ଅର୍ଜୁନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରାଙ୍କ ରାଖୀ ପୂର୍ବରୁ ଉପହାର ଦେଇଛନ୍ତି ଭାଇ ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର। ଅର୍ଜୁନ ଭଉଣୀଙ୍କୁ…

ଡେଙ୍ଗୁରେ ପୀଡ଼ିତ ହୋଇ ବି ବିରତି ନେଇ ନାହାନ୍ତି କଙ୍ଗନା!

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନୱତଙ୍କୁ ଡେଙ୍ଗୁ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକ କଙ୍ଗନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତାଙ୍କୁ ଖୁବ୍ ଅଧିକ ମାତ୍ରାରେ ଜ୍ୱର ହୋଇଥିଲେ ବି ସେ ଆରାମ ନ କରି…

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ: ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧୦।୮: ବେଶ୍‌ ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହଠାତ୍‌ ବୁଧବାର ରାଜୁଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଫଳରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ…

ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ‘ଶକ୍ତିମାନ୍‌’

ବମ୍ବେ: ବିବାଦରେ ଲୋକପ୍ରିୟ ଧାରାବାହିକ ଶକ୍ତିମାନ୍‌ ଫେମ୍‌ ଅଭିନେତା ମୁକେଶ ଖନ୍ନା। ମହିଳାଙ୍କୁ ନେଇ ସେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ‘ସରି ଶକ୍ତିମାନ୍‌’ କହି ଟ୍ରୋଲ କରାଯାଉଛି। ସମ୍ପୂର୍ଣ୍ଣ ଘଟଣାଟି ଏପରି। ମୁକେଶ…

ବାପା ହେଲେ ଟେଲିପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ବାପା ହେଲେ ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ ଫେମ୍‌ ଧୀରଜ ଧୁପର। ତାଙ୍କ ପତ୍ନୀ ବିନ୍ନି ଅରୋରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଇନ୍‌ଷ୍ଟାଗ୍ରାମ ଜରିଆରେ ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିଛନ୍ତି। ଏହାପରଠାରୁ ସାଥୀ…

ରିଲିଜ୍‌ ପରେ ବି ନିଜ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତିନି ଅଭିନେତ୍ରୀ

ଫିଲ୍ମ ରିଲିଜ୍‌ ହେବା ପରେ ଷ୍ଟାର୍‌ମାନେ ନିଜ ଫିଲ୍ମ ଦେଖନ୍ତି, ହେଲେ ଏମିତି କିଛି ଷ୍ଟାର୍‌ ଅଛନ୍ତି ଯେଉଁମାନେ ନିଜ ଫିଲ୍ମ ରିଲିଜ୍‌ ହେଲେ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ହଁ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କିଛି…

ଆଇଏଫ୍‌ଏଫ୍‌ଏମ୍‌ର ଜଜ୍‌ ତମନ୍ନା

ହାଇଦ୍ରାବାଦ: ଚଳଚ୍ଚିତ୍ର ଅଭିନେତ୍ରୀ ତମନ୍ନା ଭାଟିଆ ଚଳିତ ବର୍ଷ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବର୍ନ (ଆଇଏଫ୍‌ଏଫ୍‌ଏମ୍‌)ରେ ଜଜ୍‌ ହେବାକୁ ଯାଉଛନ୍ତି। ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଭାରତୀୟ ଡାନ୍ସରଙ୍କ ସମେତ ଫିଜି, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆର ନୃତ୍ୟଶିଳ୍ପୀ ଏଥିରେ…

ରିଲିଜ ପୂର୍ବରୁ ‘ଲାଲ ସିଂ ଚଢା’କୁ ନେଇ ମୁହଁ ଖୋଲିଲେ ଆମିର

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାଁ ଏବେ ତାଙ୍କ ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ ଖୁବ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ଖୁବ୍ ପ୍ରମୋଶନ କରୁଥିବା ଦେଖାଯାଉଛି । ଅଗଷ୍ଟ ୧୧ରେ ଫିଲ୍ମଟି ରିଲିଜ୍ ହେବ । ଫିଲ୍ମଟି…

ରାଗ ସୁଝାଉଛନ୍ତି ଉର୍ଫି: ଏବେ କହିଲେ ‘ଚାହତ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପ୍ରେମିକଙ୍କ ଉପରେ ଉଡାଉଛନ୍ତି ଟଙ୍କା’

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦଙ୍କ ପୋଷାକ ଉପରେ ଟିପ୍ପଣୀ ଦେବା ଟେଲି ଅଭିନେତ୍ରୀ ଚାହତ ଖନ୍ନାଙ୍କୁ ପଡ଼ିଛି ମହଙ୍ଗା। ଉଭୟଙ୍କ ମଧ୍ୟରେ ଏବେ କ୍ୟାଟ୍‌ଫାଇଟ୍‌ ଜାରି ରହିଛି। ଚାହତ ପ୍ରଥମେ ଉର୍ଫିଙ୍କୁ ଟ୍ରୋଲ କରିବା ପରେ ଏବେ ଉର୍ଫି…

ପୂର୍ବ ପ୍ରେମିକଙ୍କ ସହ ପାର୍ଟି; ହେଲେ ଲଳିତ ମୋଦିଙ୍କୁ ନେଇ କହୁନାହାନ୍ତି କିଛି…

ବମ୍ବେ: ପୂର୍ବ ପ୍ରେମିକଙ୍କ ସହ ମା’ଙ୍କ ଜନ୍ମଦିନ ପାଳି ଚର୍ଚ୍ଚାରେ ଅଭିନେତ୍ରୀ ସୁସ୍ମିତା ସେନ। ସୋମବାର ଅଭିନେତ୍ରୀଙ୍କ ମା’ ସୁଭ୍ରା ସେନ୍‌ଙ୍କ ୭୧ତମ ଜନ୍ମଦିନ ଥିଲା। ଏହି ଅବସରରେ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ନେଇ ଏକ ପାର୍ଟି ରଖାଯାଇଥିଲା। ସୁସ୍ମିତା…

ମୋତେ ତାଙ୍କ ନାଁ ବହୁତ ପସନ୍ଦ, ‘ମଲାଇକା’: ଅର୍ଜୁନ କପୁର

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅର୍ଜୁନ କପୁର- ମଲାଇକା ଅରୋରା ଅନ୍ୟତମ। ବୟସାଗତ ତଫାତ ଥିଲେ ହେଁ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି। ଏହାର ଝଲକ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ନଚେତ କଥାବାର୍ତ୍ତାରୁ ସ୍ପଷ୍ଟ ବାରିହୁଏ। ନିକଟରେ ‘କଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?