ମନୋରଞ୍ଜନ

‘ହର୍‌ ଘର ତ୍ରିରଙ୍ଗା’ ରାଲିର ଶୁଭାରମ୍ଭ କଲେ ଖିଲାଡିବୟ

ମୁମ୍ବାଇ: ସ୍ବାଧୀନତା ଦିବସ ପୂର୍ବରୁ ଅକ୍ଷୟ କୁମାର ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କ ସହ ମୁମ୍ବାଇରେ ପୋଲିସ କର୍ମଚାରୀଙ୍କ ପାଇଁ ୧୦ କିଲୋମିଟର ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତ ସ୍ବାଧୀନତାର ୭୫ ତମ ବର୍ଷ ପାଳନ ପାଇଁ ମେରାଇଭ୍‌…

‘ବେବିମୁନ’ ଉପଭୋଗ କରୁଛନ୍ତି ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ ଖୁସି ଅଛନ୍ତି। ଏବେ ‘ରାଲିଆ’ ବେବିମୁନ…

ଅପପ୍ରଚାର କରନାହିଁ: କରୀନା

ମୁମ୍ବାଇ: ଆମିର ଖାନ୍‌ ଓ କରୀନା କପୁର ଖାନ୍‌ ଅଭିନୀତ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ବିବାଦ ଥମୁ ନ ଥିବାବେଳେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇଛି। ଲାଲ ସିଂ ଚଢ଼ା ପାଇଁ ସିନେପ୍ରେମୀଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଟୁଇଟରରେ ଟ୍ରେଣ୍ଡ ପାଲଟିଥିବା…

ଶାହାରୁଖଙ୍କ ଫିଲ୍ମକୁ କରାଯାଉଛି ବୟକଟ, ଟ୍ରେଣ୍ଡ ହେଉଛି ‘ହାସ ବୟକଟ ପଠାନ’

ମୁମ୍ବାଇ: ବଲିଉଡ ଫିଲ୍ମକୁ ବୟକଟ କରିବାର ଟ୍ରେଣ୍ଡ ବଢିବାରେ ଲାଗିଛି । ନିକଟରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷାବନ୍ଧନ’କୁ ବୟକଟ କରାଯିବା ପରେ ଏବେ ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ’କୁ ବୟକଟ…

ରାଜୁଙ୍କୁ ଶୁଣାଯାଉଛି ବିଗ୍‌ ବି ଅମିତାଭଙ୍କ ବାର୍ତ୍ତା; ପରିବାର କରୁଛି ପ୍ରାର୍ଥନା

ବମ୍ବେ: ହୃଦ୍‌ଘାତ ପରେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ। ଚାରି ଦିନ ହେଲାଣି ଦିଲ୍ଲୀ ଏମ୍‌ସର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ପାଇପ୍‌ ଜରିଆରେ ତାଙ୍କୁ…

ପଡୋଶୀଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସଲମାନ

ବମ୍ବେ: ପଡ଼ୋଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ଚର୍ଚ୍ଚାରେ ଦବଙ୍ଗ ଖାଁ ସଲମାନ। ପାନ୍‌ଭେଲରେ ରହୁଥିବା ପଡୋଶୀ କେତନ କକ୍କର ତାଙ୍କର ପୁରୁଣା ଭିଡିଓ ଶେୟାର କରି ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ଲୋକଙ୍କୁ ଉତ୍ତେଜିତ କରିବାକୁ ମଧ୍ୟ ଚେଷ୍ଟା…

ଆମିରଙ୍କୁ ପରୋକ୍ଷରେ କଟାକ୍ଷ! ବିବେକ କହିଲେ ‘୬୦ ବର୍ଷର ହିରୋ, ୩୦ ବର୍ଷୀୟା ଅଭିନେତ୍ରୀଙ୍କ ସହ…

ବମ୍ବେ: ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହିଛି ଆମିର ଖାଁ ଏବଂ କରିନା କପୁର ଖାଁ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢ୍ଢା’। ପ୍ରଥମେ ଫିଲ୍ମକୁ ବଏକଟ କରିବା ଲାଗି ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଥିଲା ବେଳେ ଏବେ ଫିଲ୍ମକୁ ମିଶ୍ର…

‘ମାମ୍ମା ମୁଁ ତୁମକୁ ସବୁ ମୁହୂର୍ତ୍ତରେ ମିସ୍ କରୁଛି’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଭିନ୍ନ ଢଙ୍ଗରେ ମନେ ପକାଇଛନ୍ତି । ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ କରି ପ୍ରଶଂସକ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ଏହି…

କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ଏହି ଅଭିନେତା

ଆଜି ବଲିଉଡ୍‌ ଅଭିନେତ୍ରୀ ଯୋଗିତା ଓ୍ବାଲିଙ୍କ ଜନ୍ମଦିନ। ସେ ୧୯୫୨, ଅଗଷ୍ଟ ୧୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ରହିଥା’ନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ…

ଫିଲ୍ମ ବିବାଦ ମଧ୍ୟରେ ତ୍ରିରଙ୍ଗା ସହ ନଜର ଆସିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ବିଗତ ଦିନରୁ ନିଜ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବହୁ ବାଦ ବିବାଦ ପରେ ଅଗଷ୍ଟ ୧୧ରେ ତାଙ୍କ ଫିଲ୍ମ ସିନେମାହଲ୍‌ରେ ରିଲିଜ୍‌ ହୋଇଛି। ଇତିମଧ୍ୟରେ ଅଭିନେତା ଆମିର…

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା ରାଜୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି।…

ଅଭିନୟରେ ଦର୍ଶକଙ୍କୁ କରୁଥିଲେ ପାଗଳ, ଦ୍ୱିତୀୟ ବିବାହ ପରେ ଛାଡ଼ିଥିଲେ କ୍ୟାରିୟର

୭୦ ଦଶକର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଯୋଗିତା ଓ୍ବାଲି ଅନ୍ୟତମ। ଯିଏ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲୋକଙ୍କ ହୃଦୟ ଜୟ କରିପାରିଥିଲେ। ବର୍ତ୍ତମାନ ସେ ସିନେମା ଜଗତରୁ ଦୂରେଇ ଯାଇଛନ୍ତି। ମାତ୍ର ସେ ତାଙ୍କ ସମୟରେ ଅନେକ ହିଟ ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?