ପ୍ରେମିକଙ୍କ ସହ ମଲାଇକାଙ୍କ ରୋମାଣ୍ଟିକ ଡ୍ୟାନ୍ସ

ବମ୍ବେ: ଅଗଷ୍ଟ ୨୮ରେ ହାତକୁ ଦୁଇ ହାତ ହେବେ ଫ୍ୟାଶନ ଡିଜାଇନର କୃଣାଳ ରାଓ୍ବଲ ଏବଂ ଅର୍ପିତା ମେହେଟ୍ଟା। ପାରିବାରିକ ସମାରୋହରେ ଏହି ବିବାହ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ଉଭୟଙ୍କ ପ୍ରି-ଓ୍ବେଡିଂ ପାର୍ଟି ଚର୍ଚ୍ଚାରେ। ବି-ଟାଉନରେ ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ। ବିଶେଷକରି ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ଯୋଡ଼ି ଲାଇମ୍‌ଲାଇଟ୍‌ରେ ରହିଥିଲା। ଏବେ ପାର୍ଟିର କିଛି ଭିଡିଓ ଭାଇରାଲ ହେଉଥିବା ବେଳେ ଲର୍ଭବାର୍ଡଙ୍କୁ ରୋମାଣ୍ଟିକ ହୋଇ ‘ଛେୟାଁ ଛେୟାଁ’ ଗୀତରେ ନାଚୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଦୀର୍ଘଦିନରୁ ରିଲେଶନସିପରେ ଅଛନ୍ତି ମଲାଇକା-ଅର୍ଜୁନ। ପ୍ରଥମେ ଉଭୟ ସମ୍ପର୍କକୁ ସମସ୍ତଙ୍କଠାରୁ ଲୁଚାଇ ରଖିଥିବା ବେଳେ ଏବେ ଖୋଲାଖୋଲି ସ୍ବିକାର କରୁଛନ୍ତି। ଏବେ କେବଳ ପ୍ରଶଂସକବିବାହକୁ  ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖିଲାଡିଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର

ନୂଆଦିଲ୍ଲୀ,୧୪।୩ : ଖିଲାଡି ତଥା ଅକ୍ଷର କୁମାରଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର। ଏହି ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଆକ୍‌ସନ-ଡ୍ରାମା ଫିଲ୍ମ ସୁରିୟବଂଶି ଚଳିତ ବର୍ଷ...

ଋଷି କପୁର-ନୀତୁଙ୍କ ବିବାହରେ ପ୍ରଥମଥର ପାଇଁ ଧଳା ଶାଢ଼ୀ ସହ ମଥାରେ ସିନ୍ଦୁର ଭରି ପହଞ୍ଚିଥିଲେ ରେଖା: ଆଖି ଖୋଜୁଥିଲା ଅମିତାଭଙ୍କୁ, ହେଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଡିଭା କହିଲେ ରେଖାଙ୍କୁ ବୁଝାଯାଏ। ନିଜର ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। କୌଣସି ପାର୍ଟି ଅଥବା...

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ...

‘ଅନୁପମା’ ଫେମ୍‌ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ

ମୁମ୍ବାଇ,୬।୪: ଟେଲି ଜଗତର ବେଶ୍‌ ପପୁଲାର ଶୋ’ ‘ଅନୁପମା’ ଫେମ୍‌ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ହୋମ୍‌...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ବାପା

ବଲିଉଡ୍‌ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ...

ଲେଡିସ୍‌ ଟଏଲେଟ୍‌ରେ ଲୁଚିଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କୁ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ । ସେ ‘ଡାଏଲ ୧୦୦’ ପାଇଁ ଚର୍ଚ୍ଚାରେ ରହିଥିଲେ। ଏକଦା ଝିଅଙ୍କ ୱାଶରୁମରେ...

ପୁଅର ବାପା ବିଷୟରେ ପଚରାଯିବାରୁ ନୁଶରତ୍‌ କହିଲେ…

ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି ନୁଶରତ ଜାହାଁ ନିକଟରେ ପୁତ୍ର ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହାପରେ ତାଙ୍କୁ...

କେବଳ ଏହି କାରଣ ପାଇଁ ପୁଅ ରଣବୀରଙ୍କୁ ଶକ୍ତଚାପୁଡ଼ା ମାରିଥିଲେ ରିଷି: ଆଉ ତା’ ପରେ…

ସ୍ବର୍ଗତ ଅଭିନେତା-ନିର୍ମାତା ରିଷି କପୁର ତାଙ୍କ ସମୟର ଚକୋଲେଟ ହିରୋ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଥିଲେ। ସୁନ୍ଦର ଅଭିନୟ...

Advertisement
Archives

Model This Week