ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ପ୍ରତୀକ୍‌!

ମୁମାଇ: ବଲିଉଡ୍‌ ଅଭିନେତା ପ୍ରତୀକ୍‌ ବବର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସାନିଆ ସାଗରଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ଦୁହେଁ ଅଲଗା ହୋଇଯାଇଥିଲେ। କିନ୍ତୁ ଏବେ ପ୍ରତୀକ୍‌ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। କୁହାଯାଉଛି କି, ପ୍ରତୀକ୍‌ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ଡେଟ୍‌ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦୁହେଁ କେବଳ ପରସ୍ପରକୁ ଡେଟ୍‌ କରୁନାହାଁନ୍ତି ବରଂ ପରସ୍ପରର ଅତି ନିକଟତର ହୋଇଛନ୍ତି । କୁହାଯାଇଛି ଯେ ଉଭୟ ପ୍ରାୟ ଏକ ବର୍ଷ ଧରି ପରସ୍ପର ସହ ସାଙ୍ଗରେ ଅଛନ୍ତି। ହେଲେ ସାନିଆଙ୍କ ସହ ପ୍ରତୀକ୍‌ଙ୍କ ଛାଡପତ୍ର ପ୍ରକ୍ରିୟା ଚାଲିଥିବାରୁ ଉଭୟ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହେଶ ଭଟ୍ଟଙ୍କ ଅସଲ ନାମ ‘ଅସଲମ’, ଚମକାଇବା ଭଳି ତଥ୍ୟ ଦେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବିନ୍ଦାସ ଓ ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ...

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

ଅଭିନେତାଙ୍କଠାରୁ ଅଧିକ ଫି’ ନେଉଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଏକ ସମୟ ଥିଲା ଯେତେବେଳେ ଶ୍ରୀଦେବୀ ବଲିଉଡରେ ରାଜ୍‌ କରୁଥିଲେ। ଆଜି ସେ ହୁଏତ ଆମ ସହିତ ନାହାନ୍ତି, କିନ୍ତୁ ଯେତେବେଳେ ବି ତାଙ୍କର ଗୋଟିଏ...

ପପ ଷ୍ଟାର ତଥା ଅଭିନେତ୍ରୀ ଓଲିଭିଆ ନିଉଟନ ଜନଙ୍କ ପରଲୋକ

ୱାଶିଂଟନ,୯ ।୮: ଚାରି ଥର ଗ୍ରାମି ଆୱାର୍ଡ ବିଜେତା ଗାୟିକା ତଥା ଅଭିନେତ୍ରୀ ଓଲିଭିଆ ନ୍ୟୁଟନ ଜନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି ।...

କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ...

ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ

ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ...

ସାମ୍ନାକୁ ଆସିଲା ରାଜ କୌଶଲଙ୍କ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଶେଷ ଫିଲ୍ମ ନଭେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ରାଜ୍‌ ଆଉ ଏ ଦୁନିଁଆରେ ନାହାନ୍ତି। ତାଙ୍କର...

ଅନ୍‌ଲାଇନ ଠକେଇର ଶିକାର ହେଲେ ସାହିଦଙ୍କ ପତ୍ନୀ

ମୁମ୍ବାଇ: ବର୍ତ୍ତମାନ ସମୟରେ ଅନ୍‌ଲାଇନ ଶପିଂ ଉପରେ ଲୋକମାନେ ଅଧିକ ନିର୍ଭର କରୁଥିବା ବେଳେ ବହୁଥର ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହିକ୍ରମରେ...

Advertisement
Archives

Model This Week