ଖୁବ୍ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ର ଶୁଟିଂ
ସାଉଥ୍ ଅଭିନେତା ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ସୁପରହିଟ ହେବା ପରେ ପ୍ରଶଂସକମାନେ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏବେ ପୁଷ୍ପା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଖୁବ୍ଶୀଘ୍ର ଏହି ଫିଲ୍ମର…
ନିଜ ଫିଲ୍ମ ଦେଖିବାକୁ ବୁର୍ଖା ପିନ୍ଧି ଯାଇଥିଲେ ବିଜୟ ଦେବରକୋଣ୍ଡା
ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ର ରିଲିଜକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଦେଶର ଭିନ୍ନ ଭିନ୍ନ ସହରରେ ସେ ଫିଲ୍ମର ଖୁବ୍ ପ୍ରମୋଶନ ବି କରୁଛନ୍ତି । ନିକଟରେ ବିଜୟ ଦେଇଥିବା ଏକ…
‘ବୁଲ୍ବୁଲ୍-ଏ-ପାକିସ୍ତାନ’ ନାୟାରା ନୂର୍ଙ୍କ ପରଲୋକ
ଭାରତ ଜନ୍ମିତ ପାକିସ୍ତାନ ମେଲୋଡି କୁଇନ୍ ନାୟାରା ନୂର୍ଙ୍କ ରବିବାର ପରଲୋକ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ କିଛିଦିନ ହେଲା ସେ ଚିକିତ୍ସାଧୀନ ଥିଲେ। ୧୯୫୦ରେ ଆସାମର ଗୁଆହାଟୀରେ ଗାୟିକା ନାୟାରାଙ୍କ ଜନ୍ମ। ତାଙ୍କୁ ୭ ବର୍ଷ…
ଦୁଇ ସପ୍ତାହ ସମୟ ମାଗିଲେ ରଣବୀର
ମୁମ୍ବାଇ,୨୧ ।୮: ବଲିଉଡ୍ର ଟପ୍ ଆକ୍ଟର ରଣବୀର ସିଂ ନିକଟରେ ଏକ ମାଗାଜିନ ସହ ନ୍ୟୁଡ ଫଟୋ ଶୁଟ କରି ଆସିଥିଲେ ବିବାଦକୁ । ସୋସିଆଲ ମିଡିଆରେ ତାଙ୍କର ଏମିତି କିଛି ଫଟୋ ଭାଇରାଲ ହେବା ପରେ ନେଟିଜେନ୍ସର ଗୋଟିଏ ବର୍ଗ…
ହ୍ରିତିକଙ୍କ ମୁଣ୍ଡରେ ଝୁଲୁଛି ବିଜ୍ଞାପନର ଖଣ୍ଡା, ମାଗିବାକୁ ପଡିବ କ୍ଷମା
ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଲୋକେ ବଲିଉଡ ଷ୍ଟାରଙ୍କୁ ଆଖିବୁଜି ଭଲ ପାଉଥିଲେ । ଏମିତିକି ସେମାନଙ୍କ ଭୁଲ ବି ନଜରକୁ ଆସୁ ନ ଥିଲା । ଏବେ କିନ୍ତୁ ସମୟ ପରିବର୍ତ୍ତନ ହୋଇଛି । ଷ୍ଟାରଙ୍କ ଛୋଟ ଛାଟ…
ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଳୀ,୨୧।୮: କମେଡି ସହିତ ଲୋକଙ୍କ ମୁହଁରେ ହସ ଫୁଟାଉଥିବା ଅଭିନେତା ରାଜୁ ଶ୍ରୀବାସ୍ତବ ଆଜି ନିଜେ ଚୁପ ଅଛନ୍ତି। ୧୧ ଦିନ ଧରି ଏମ୍ସ ଡାକ୍ତରଖାନାରେ ଚେତାଶୂନ୍ୟ ଅବସ୍ଥାରେ ଚିକିତ୍ସିତ ହେଉଥିବା ରାଜୁଙ୍କ ମଙ୍ଗଳ ପାଇଁ ସାରା ଦେଶରେ ପ୍ରାର୍ଥନା କରାଯାଉଛି।…
୭ ବର୍ଷର ପ୍ରେମ ସମ୍ପର୍କ; ହଠାତ୍ ଅଲଗା ହୋଇ ଚମକାଇଥିଲେ
ବମ୍ବେ: ଏକଦା ଅଭିନେତ୍ରୀ ଆଶା ନେଗି ଏବଂ ଅଭିନେତା ରିତ୍ୱିକ ଧନଜାନୀ ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଥିଲେ। ଉଭୟଙ୍କ ପ୍ରେମସମ୍ପର୍କ ଗଣମାଧ୍ୟମର ଶିରୋନାମା ପାଲଟୁଥିଲା। ହେଲେ ଏବେ ଉଭୟଙ୍କ ବାଟ ଅଲଗା। ଦିନେ ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ରହି ପାରୁ…
ନାଁ ବଦଳାଇବେ ଆଲିଆ
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ଶୀଘ୍ର ତାଙ୍କ ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଲିଆ ତାଙ୍କ ନାଁରେ ସ୍ବାମୀ ରଣବୀର କପୁରଙ୍କ ସର୍ନେମ ଯୋଡ଼ିବେ। ଆଲିଆ-ରଣବୀର ୨୦୨୨ ଏପ୍ରିଲରେ ବିବାହ କରିଥିଲେ। ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସେଟ୍ରେ ଏକାଠି କାମ କରୁଥିବାବେଳେ ସେମାନେ…
ପୁଣି ଆରମ୍ଭ ହେବ କମେଡି କିଙ୍ଗ୍ଙ୍କ ଶୋ’
ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେବ ଏହି ଶୋ’। ଶୋ’ର ଜଜ୍ ଅର୍ଚ୍ଚନା ପୁରନସିଂ ତାଙ୍କ ସୋସିଆଲ ମିଡିଆ…
ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ: ଅନୁଭା ସୌର୍ଯ୍ୟା
ଖାଲି ଯେ ସେ ଜଣେ ଭଲ ଅଭିନେତ୍ରୀ, ତାହା ନୁହେଁ। ତାଙ୍କ ଭିତରେ ଏକ ସୁନ୍ଦର ହୃଦୟଟିଏ ବି ଅଛି, ଯାହା ନିରୀହ ପ୍ରାଣୀଙ୍କ କଷ୍ଟ ଦେଖିଲେ କାନ୍ଦେ। ଆଉ ସେ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଏଥରର ସେଲିବ୍ରିଟି ସିକ୍ରେଟ୍ରେ ଜାଣନ୍ତୁ…
କ୍ଷମା ମାଗିଲେ ବାବୁସାନ
ଭୁବନେଶ୍ୱର: ଓଲିଉଡ୍ ସୁପରଷ୍ଟାର ବାବୁସାନ୍ କ୍ଷମା ମାଗିଛନ୍ତି। ଶନିବାର ସେ ଏକ ଭିଡିଓ ଜାରି କରି କହିଛନ୍ତି, ଏମିତି ଭୁଲ ଆଉ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ସେ କହିଛନ୍ତି, ସ୍ତ୍ରୀ…
କେବେ ଥିଲେ ଲୋକପ୍ରିୟ ଅଭିନେତ୍ରୀ, ଏବେ ସନ୍ନ୍ୟାସିନୀ
ବମ୍ବେ: ପ୍ରାୟ ତିନି ଦଶନ୍ଧି ଧରି ମନୋରଞ୍ଜନଜଗତ ସହ ଜଡ଼ିତ ରହିବା ପରେ ଏବେ ସନ୍ନ୍ୟାସିନୀ ହୋଇଛନ୍ତି ଅଭିନେତ୍ରୀ ନୁପୂର ଅଳଙ୍କାର। ସମସ୍ତ ଚାକଚକ୍ୟ, ବିଳାସବ୍ୟସନକୁ ସେ ପରିତ୍ୟାଗ କରି ଗେରୁଆ ବସ୍ତ୍ର ପରିଧାନ କରୁଛନ୍ତି ସେ। ଏପରିକି ସେ ହିମାଳୟ…

