ଚର୍ଚ୍ଚାରେ ସାଉଥ୍‌ ଅଭିନେତ୍ରୀଙ୍କ ବିବାହ; ପ୍ରଯୋଜକ ସ୍ବାମୀଙ୍କ ମୋଟାପଣକୁ ନେଇ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ରଯୋଜକ ରବିନ୍ଦ୍ର ଚନ୍ଦ୍ରସେକରନଙ୍କ ବିବାହ ଏବେ ଚର୍ଚ୍ଚାରେ। ସେ ଗୁରୁବାର ଅଭିନେତ୍ରୀ ତଥା ଭିଜେ ମହାଲକ୍ଷ୍ମୀଙ୍କ ହାତ ଧରିଛନ୍ତି। ଉଭୟଙ୍କର ଏହା ଦ୍ୱିତୀୟ ବିବାହ। ଏଥିରେ ପରିବାରଲୋକଙ୍କ ସହ କିଛି ବନ୍ଧୁ ସାମିଲ ହୋଇଛନ୍ତି। ଏହାର କିଛି ଫଟୋ ମହାଲକ୍ଷ୍ମୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ସେ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ ଯେ ଆପଣ ମୋ ଜୀବନରେ ଆସିଲେ। ଆପଣଙ୍କ ଭଲପାଇବା ମୋ ଜୀବନରେ ଭିନ୍ନ ରଙ୍ଗ ଭରିଛି। ମୋ ତରଫରୁ ଆପଣଙ୍କୁ ବହୁତ ଭଲପାଇବା ଏବଂ ନୂଆ ଆରମ୍ଭ ଲାଗି ଶୁଭକାମନା। ଏବେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଫଟୋ ଦେଖି କିଛି ଲୋକ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ କିଛି ଟ୍ରୋଲ କରୁଥିବା ଦେଖାଯାଇଛି। ରବିନ୍ଦ୍ରଙ୍କ ମୋଟାପଣକୁ ନେଇ ତାଙ୍କୁ କଟାକ୍ଷ କରାଯାଉଛି। ହେଲେ ନବ ବିବାହିତ ଦମ୍ପତି ବିବାହକୁ ନେଇ ବେଶ ଖୁସି ଅଛନ୍ତି। ଫଟୋରେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବାପାଙ୍କ ନାଁ ଖୁଲାସା କଲେ ନୁଶରତ

ଟିଏମସି ଏମ୍‌ପି ତଥା ବଙ୍ଗାଳୀ ଅଭିନେତ୍ରୀ ନୁଶରତ ଜାହାଁ ପ୍ରଥମ ଥର ପାଇଁ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ବୀକାର...

ଆଲିଆଙ୍କ ସେଲ୍ଫି

ମୁମ୍ବାଇ: ପାଖାପାଖି ୨ ବର୍ଷ ହେବ ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି ରହି ଆସୁଛନ୍ତି ଚର୍ଚ୍ଚାରେ । ଏହି ଲଭ...

୧ ଡିଗ୍ରୀ ତାପମାତ୍ରାରେ ବରଫର ମଜା ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ପୂଜା ବାତ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା...

ଟିଆର୍‌ପି ପାଇଁ ପ୍ରେମର ଡ୍ରାମା କରିଥିଲେ ଏହି ଯୋଡ଼ି; ଏବେ ପାଖାପାଖି ଫ୍ଲାଟ୍‌ କିଣି ଚର୍ଚ୍ଚାରେ…

ବମ୍ବେ: ଇଣ୍ଡିଆନ ଆଇଡଲ-୧୨ରେ ଚର୍ଚ୍ଚିତ ଯୋଡ଼ି ପାଲଟିଥିଲେ ଅରୁଣୀତା କାଞ୍ଜିଲାଲ ଏବଂ ପଓ୍ବନଦୀପ ରାଜନ। ପ୍ରଥମେ ଏମାନେ ପ୍ରେମରେ ପଡ଼ିଥିବା କୁହାଯାଉଥିବା ବେଳେ ଉଭୟ ଭଲ...

କାର୍ତ୍ତିକ ଆର୍ୟନଙ୍କୁ ଆଲିଙ୍ଗନ କରିବାକୁ ଡେଇଁ ପଡିଲେ ମହିଳା ପ୍ରଶଂସକ

ବଲିଉଡ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଖାସ୍‌ ଭାବେ ଆଜିକାଲି ଯୁବପିଢି ମଧ୍ୟରେ ତାଙ୍କ କ୍ରେଜ୍‌ ବଢିବାକୁ ଲାଗିଛି। ‘ପ୍ୟାର୍‌ କା...

‘କୌନ ବନେଗା କରୋଡ଼ପତି’ ଶୋ ଜିତି ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଲେ ବବିତା, କାରଣ ଜାଣି ଅମିତାଭ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ କୁଇଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି’ରେ ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତଡେ। ଏହା ପୂର୍ବରୁ ବିହାରର ସନୋଜ ରାଜ...

ଅଭିନୟରେ ଅଧିକ ଆତ୍ମସନ୍ତୋଷ ମିଳେ

ଚିନ୍ତାମଣି ବିଶ୍ୱାଳ ଏକାଧାରରେ ଜଣେ ଅଭିନେତା, ଚିତ୍ରଶିଳ୍ପୀ, କବିତା, ଗଳ୍ପ ଲେଖକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ...

ଏହି ଯୁବତୀଙ୍କ ପ୍ରେମରେ ଉବୁଟୁବୁ ବାହୁବଳୀ ପ୍ରଭାସ!

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା।...

Advertisement
Archives

Model This Week