ବିଗ ବସ୍‌ର ୧୬ତମ ସିଜିନରେ ନଜର ଆସିବେ ନୁସରତ?

ମୁମ୍ବାଇ: ଟେଲିଭିଜନର ସବୁଠାରୁ ବଡ ବିବାଦୀୟ ରିୟଲିଟି ଶୋ’ ବିଗ ବସର ୧୬ ତମ ସିଜିନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଶୋ’ର ଜଣକ ପରେ ଜଣେ କଣ୍ଟେଷ୍ଟାଣ୍ଡଙ୍କ ନାମ ସାମ୍ନାକୁ ଆସୁଛି । ଏହାରି ଭିତରେ ଶୁଣିବାକୁ ମିଳିଛି କି ବଙ୍ଗାଳି ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମପି ନୁସରତ ଜହାଁ ବି ବିଗ ବସ ସିଜନ ୧୬ରେ ନଜର ଆସିପାରନ୍ତି ।
ସଲମାନ ଖାଁଙ୍କ ଶୋ’ ବିଗ ବସ ସିଜନ ୧୬ର ଚର୍ଚ୍ଚା ବେଶ କିଛିଦିନ ହେବ ହେଉଛି । ଏହି ଶୋ’ର ଝଲକ ବି ଇଣ୍ଟରନେଟରେ ଦେଖିବାକୁ ମିଳୁଛି । କିଛିଦିନ ହେବ ଅଲଗା ଅଲଗା ସେଲିବ୍ରିଟିଙ୍କ ନାମ ବିଗ ବସ ୧୬ସିଜନର କଣ୍ଟେଷ୍ଟାଣ୍ଟ ଭାବେ ସାମ୍ନାକୁ ଆସିଲାଣି ।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୁସରତ ବିଗ ବସ ସିଜନ ୧୬ରେ ଏଣ୍ଟ୍ରି କରିବାର ଚାନ୍ସ ରହିଛି । କୁହାଯାଉଛି କି ନୁସରତଙ୍କୁ ବିଗ ବସର ମେକର୍ସ ଆପ୍ରୋଚ କରିଛନ୍ତି । ଏହି ହାଇ ଭୋଲଟେଜ ଡ୍ରାମ ଶୋ’ରେ ନୁସରତ ଗ୍ଲାମର ଓ ଏଣ୍ଟରଟେନମେଣ୍ଟର ତଡକା ଦେବାକୁ ଆସିପାରନ୍ତି । ଏହାସହ ତାଙ୍କ ଜୀବନୀ ସମ୍ପର୍କରେ ଜାଣିବାକୁ ପ୍ରଶଂସକଙ୍କୁ ମୌକା ବି ମିଳିବ । ହେଲେ ଏହାକୁ ନେଇ ମେକର୍ସ କି ନୁସରତ ଏପର୍ଯ୍ୟନ୍ତ ଚୁପ ରହିଛନ୍ତି ।
ନୁସରତ ଜାହାଁ ଇଣ୍ଡଷ୍ଟ୍ରିର ସବୁଠାରୁ ବିଜି ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ । ଏବେ ତାଙ୍କର କିଛି ମାସର ସିଡ୍ୟୁଲ ଏକଦମ ବିଜି ରହିଛି । ତାଙ୍କ ନିକଟରେ ଫିଲ୍ମର ଅଫର, ବିଜ୍ଞାପନ, ରାଜନୀତି ସହ ଜଡିତ କମିଟମେଣ୍ଟସ୍ ଓ ଅନ୍ୟ ପ୍ରୋଜେକ୍ଟସ ବି ରହିଛି । କୁହାଯାଉଛି କି ଏବେ ନୁସରତ ନିଜର କାମ ସହ ପର୍ସନାଲ ଲାଇଫକୁ ଭଲ ଭାବେ ବାଲାନ୍ସ କରିବା ଉପରେ ଧ୍ୟାନ ଦେଉଛନ୍ତି । ଏହାସହ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ ରହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri