ସାମ୍ନାକୁ ଆସିଲା ଫିଲ୍ମ ‘ପଠାନ’ରେ ଜନ ଅବ୍ରାହମଙ୍କ ଫାଷ୍ଟ ଲୁକ
ମୁମ୍ବାଇ: ବଲିଉଡ କିଙ୍ଗ ଖାନ ବେଶ କିଛି ଦିନର ବ୍ରେକ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । ଏଥିପାଇଁ ସେ ପୁରାପୁରି ପ୍ରସ୍ତୁତ ହୋଇଗଲେଣି । ଶାହାରୁଖ ଖାଁ ତାଙ୍କ ନୂଆ ଫିଲ୍ମ ‘ପଠାନ’ରେ ଦୀପିକା ପାଦୁକୋନ ଓ ଜନ…
୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା
ନୂଆଦିଲ୍ଲୀ,୨୫।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୧୫ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜୁଙ୍କ ଚେତା ଶେଷରେ ଫେରିଛି। ଚେତନା ଫେରି ପାଇଛନ୍ତି। ତାଙ୍କ ବ୍ୟକ୍ତିଗତ ସଚିବ ଅଜିତ ସକ୍ସେନା କହିଛନ୍ତି- ରାଜୁ…
ରଣବୀରଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଦୀପିକା
ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଶଂସକଙ୍କ ସହ ଏକ ନୂଆ ରିଲ ଶେୟାର କରିଛନ୍ତି। ଏହି ରିଲରେ ଦୀପିକା ଏକ ‘ମୋଜା ପିନ୍ଧିବା ଚ୍ୟାଲେଞ୍ଜ’ ପୂରଣ କରୁଥିବା ଦେଖାଯାଏ। କେବଳ ଏତିକି ନୁହେଁ, ଏହି ଚ୍ୟାଲେଞ୍ଜ ପୂରଣ କରିବାକୁ ସ୍ବାମୀ ରଣବୀର ସିଂଙ୍କୁ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ମିଲିନ୍ଦ ସୋମନ
ନୂଆଦିଲ୍ଲୀ,୨୫ ।୮: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଦେଶର ଟପ ଆଥେଲେଟରେ ସାମିଲ ଅଛନ୍ତି । ନିଜର ଫିଟନେସକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ନିକଟରେ ମିଲିନ୍ଦ ୟୁନିଟ ରନ ଶେଷ କରିଛନ୍ତି । ଏହାପରେ ସେ…
ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ବଡ ଅଭିନେତା ହେଉଛନ୍ତି ରଜନୀକାନ୍ତ। ସେ ରୋବଟ, ଲିଙ୍ଗା, ଶିବାଜୀ ଦି ବସ ଏବଂ ୨.୦ ଭଳି ଏକରୁ ଅଧିକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ରଜନୀକାନ୍ତଙ୍କ ଉପସ୍ଥିତିରେ ଯେକୌଣସି ଫିଲ୍ମ ବ୍ଲକବଷ୍ଟର ହେବାର ଗ୍ୟାରେଣ୍ଟି ଭାବରେ…
ଦୀର୍ଘ ଆଠ ଘଣ୍ଟା ଯାଏ ଶାହିଦଙ୍କୁ ଅପେକ୍ଷା କରିଥିଲେ କିଆରା, କାରଣ ଜାଣିଲେ…
ବମ୍ବେ: ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ, ଦୀର୍ଘ ଆଠ ଘଣ୍ଟା ଧରି ଶାହିଦ କପୁରଙ୍କ ଅପେକ୍ଷା କରି ବସିଥିଲେ ଜଣେ ଅଭିନେତ୍ରୀ। ଆପଣ ଭାବୁଥିବେ ସେ କରିନା କପୁର ହୋଇଥିବେ । ହେଲେ ନା। ଅଭିନେତ୍ରୀଜଣଙ୍କ ହେଲେ ସୁନ୍ଦରୀ କିଆରା…
ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍
ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ତାମିଲ ଫିଲ୍ମ କୋବ୍ରା ସହିତ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ତାମିଲ ସିନେମା ସୁପରଷ୍ଟାର ଚିଆନ ବିକ୍ରମଙ୍କ ଏହି ଫିଲ୍ମର ଟିଜର ବହୁତ ଶକ୍ତିଶାଳୀ ରହିଛି।…
‘ପସନ୍ଦ ନ ଥିଲେ ଦେଖ ନାହିଁ’
ମୁମ୍ବାଇ: ଷ୍ଟାର୍ କିଡ୍ଙ୍କୁ ନେଇ ବଲିଉଡ୍ରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏ ପ୍ରକାର ଚର୍ଚ୍ଚାଠାରୁ ନିଜକୁ କିପରି ଦୂରରେ ରଖାଯାଇ ପାରିବ ସେ ନେଇ ଆଲିଆ ଭଟ୍ଟ ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି, ଯେଉଁମାନଙ୍କୁ ମୋ କାମ ପସନ୍ଦ ନୁହେଁ…
ଅମିତାଭ ବଚ୍ଚନଙ୍କୁ ପୁଣି କରୋନା
ମୁମ୍ବାଇ,୨୪।୮: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ଏହା…
ଅକ୍ଷୟଙ୍କ ଫିଲ୍ମର ମଜା ଉଡାଇଲେ ଉର୍ଫି; କହିଲେ ଏହା ୩୦ ବର୍ଷ ପରେ କାହିଁକି ରିଲିଜ ହେଲା…
ବମ୍ବେ: ଗୋଟିଏ ପଟେ ବଏକଟ ଟ୍ରେଣ୍ଡ ବଲିଉଡ୍ ଫିଲ୍ମ ନିିର୍ମାତାମାନଙ୍କ ନିଦ ହଜାଇଥିବା ବେଳେ ଫିଲ୍ମର କାହାଣୀ ଯୋଗୁ କିଛି ଦର୍ଶକଙ୍କ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ଏହି କ୍ରମରେ ଲଗାତାର ଭାବେ ବକ୍ସଅଫିସ୍ରେ ଫ୍ଲପ ହେଉଛନ୍ତି ଖିଲାଡି କିଙ୍ଗ ଅକ୍ଷୟ…
ସ୍ତ୍ରୀଙ୍କ ଠାରୁ ଖୁବ୍ ଅଳ୍ପ ଟଙ୍କା ଧାର ନେଇଥିଲେ ଏହି ଅଭିନେତା, ଜାଣନ୍ତୁ କାହିଁକି …
ଏକଦା ବଲିଉଡରେ ସୈଫ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂଙ୍କ ଯୋଡ଼ି ଚର୍ଚ୍ଚାରେ ଥିଲା । ଉଭୟେ ୧୯୯୧ରେ ନିଜ ପରିବାର ବିରୋଧରେ ଯାଇ ବିବାହ ବିବାହ କରିଥିଲେ। ସୈଫ ଅମ୍ରିତାଠାରୁ ୧୨ ବର୍ଷ ସାନ। କେବଳ ଏତିକି ନୁହେଁ, ଉଭୟଙ୍କ…
ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଝିଅ ଅନ୍ତରା ଦେଲେ ହେଲ୍ଥ ଅପଡେଟ୍
ନୂଆଦିଲ୍ଲୀ,୨୩।୮: ବଲିଉଡ୍ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଗତ ୧୩ଦିନ ହେଲାଣି ଚେତା ଫେରିନାହିଁ। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାଜୁଙ୍କ ଆଶୁ ଆରୋଗ୍ୟ ପାଇଁ ସମଗ୍ର ଦେଶ, ପ୍ରଶଂସକ ଓ ପରିବାରଲୋକେ ପ୍ରାର୍ଥନା କରୁଛନ୍ତି। ତାଙ୍କ…

