ସୋନମ-ଆନନ୍ଦଙ୍କ ଘରକୁ ଆସିଲା କୁନି ଅତିଥି
ବମ୍ବେ: ମା’ ହୋଇଛନ୍ତି ବଲିଉଡ୍ର ଫ୍ୟାଶନ୍ ଡିଭା ତଥା ଅଭିନେତ୍ରୀ ସୋନମ କପୁର। ବିବାହର ଚାରି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନୀତୁ କପୁର ତାଙ୍କର ଇନ୍ଷ୍ଟାଗ୍ରାମରେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏପରିକି ସେ ପ୍ରଥମ…
ମୋ’ ଯୋଗୁ ଭାରତୀୟ ରେଳ ବିଭାଗର ଆୟ ବଢ଼ିଗଲା: କରିନା
ବମ୍ବେ: ପୁଣି ଟ୍ରୋଲ ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାଁ। ହେଲେ ଏଥର ଫିଲ୍ମ ବାବଦରେ ନୁହେଁ ବରଂ ଭାରତୀୟ ରେଳ ବିଭାଗ ବିଷୟରେ ଟିପ୍ପଣୀ ଦେଇ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଲାଲ ସିଂହ ଚଡ୍ଢା’ର ପ୍ରମୋଶନରେ ଏବେ…
ବଲିଉଡ ଷ୍ଟାରଙ୍କ ପରି ଭୁଲ କରିବେନି ଆଲ୍ଲୁ ଅର୍ଜୁନ!
ମୁମ୍ବାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନ ତାଙ୍କ ଅଭିନୟ ପାଇଁ ବେଶ ଜଣାଶୁଣା । ହେଲେ କିଛିଦିନ ତଳେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଏବେ ତାଙ୍କୁ ଦେଶର ଘରେ ଘରେ କୋଣେ କୋଣେ ଦେଇଛି ଏକ ସ୍ୱତନ୍ତ୍ର…
‘ଏମରଜେନ୍ସି’ରେ ମହିମାଙ୍କ ଏଣ୍ଟ୍ରି
ବମ୍ବେ: ଚଳଚ୍ଚିତ୍ର ‘ଏମରଜେନ୍ସି’ରେ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ଏଣ୍ଟ୍ରି। ସେ ସାଂସ୍କୃତିକ କାର୍ଯ୍ୟକର୍ତ୍ତା ତଥା ଲେଖକ ପପୁଲ ଜୟକରଙ୍କ ଭୂମିକାରେ ନଜର ଆସିବେ, ଯିଏକି ନେହେରୁ ପରିବାରର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ କଙ୍ଗନା…
୨୦ ବର୍ଷ ଧରି ରହୁଛନ୍ତି ଲିଭ୍ ଇନ୍ରେ; ହେଲେ ବିବାହ, ପିଲାକୁ ନେଇ ଯୋଜନା ନାହିଁ
ବମ୍ବେ: ବର୍ଷେ କିମ୍ବା ଦୁଇବର୍ଷ ନୁହେଁ ବରଂ ଦୀର୍ଘ ୨୦ ବର୍ଷ ଧରି ଲିଭ୍ ଇନ୍ରେ ରହୁଛନ୍ତି। ହେଲେ ନା ବିବାହ କରିବାର ଇଚ୍ଛା ଅଛି ନା ପିଲାଛୁଆ କରି ସଂସାର କରିବାର। ଆମେ କଥା ହେଉଛୁ ଅଭିନେତା ଅଶ୍ଳେଷା ସାଓ୍ବନ୍ତ…
ନିର୍ଦ୍ଦେଶକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଅନନ୍ୟା!
ମୁମ୍ବାଇ: ବଲିଉଡର ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଅନନ୍ୟା ପାଣ୍ଡେ । ଅଗଷ୍ଟ ୨ରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ । ରାମ୍ୟା କୃଷ୍ଣା ଓ ବିଜୟ ଦେବରକୋଣ୍ଡା ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ।…
ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେଲା ‘ଶମଶେରା’
ମୁମାଇ: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଶମଶେରା’ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହୋଇଯାଇଛି। ବର୍ତ୍ତମାନ ଆଉ ଅପେକ୍ଷା ନ କରି ଆମାଜନ ପ୍ରାଇମ୍ରେ ଏହି ଫିଲ୍ମକୁ ଦେଖିପାରିବେ। ୧୫୦ କୋଟି ବଜେଟ୍ରେ ନିର୍ମିତ ଫିଲ୍ମ‘ଶମଶେରା’ ୨୨ ଜୁଲାଇରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା।…
ନୂଆ ଘରେ ଦୀପିକା-ରଣବୀର
ମୁମ୍ବାଇ: ନୂଆ ଘରକୁ ପ୍ରବେଶ କଲେ ବଲିଉଡ୍ ଅଭିନେତା ରଣବୀର ସିଂ ଓ ସ୍ତ୍ରୀ ପାଦୁକୋନ। ଏ ନେଇ ରଣବୀର ଇନ୍ଷ୍ଟାଗ୍ରମରେ ଗୃହପ୍ରବେଶ ପାଇଁ କରାଯାଇଥିବା ସ୍ବତନ୍ତ୍ର ପୂଜାର ଫଟୋ ଶେୟାର କରିଛନ୍ତି। ରଣବୀର, ଦୀପିକା ଧଳା ରଙ୍ଗର କପଡ଼ା ପିନ୍ଧିଥିବାବେଳେ…
ନିଶାଠୁ ଦୂରରେ ଏହି ଅଭିନେତା
ବଲିଉଡ୍ର ଆକ୍ସନ ହିରୋ ଟାଇଗର ଶ୍ରଫ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କାହା ସହିତ ଶେୟାର କରିବାକୁ ପସନ୍ଦ କରି ନ ଥାନ୍ତି। ଆମେରିକୀୟ ସ୍କୁଲ ଅଫ ବମ୍ବେରୁ ଟାଇଗର ଶ୍ରଫ ତାଙ୍କର ପାଠପଢା ଆରମ୍ଭ କରିଥିଲେ । ସେ ‘ହିରୋପନ୍ଥୀ’,…
ଆମିରଙ୍କ କ୍ୟାରିୟର ଟଳମଳ
ମୁମ୍ବାଇ: ସାମାଜିକ ଗଣମାଧ୍ୟମରୁ ଏବେ କୌଣସି କଥା ଅଛପା ହୋଇ ରହୁନାହିଁ। ଯେଉଁ ଖବରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ ସେ ସବୁ ସୋସିଆଲ ମିଡିଆରେ ଘୁରିବୁଲୁଛି। ଅନ୍ୟପଟେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ୟୁଜରଙ୍କ ଟ୍ରୋଲ ଏକ ଟ୍ରେଣ୍ଡ ପାଲଟିଛି। ଆଉ…
କୋମାରେ ରାଜୁ ଶ୍ରୀବାସ୍ତବ
ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ କୋମାରେ ଅଛନ୍ତି। ଶୁକ୍ରବାର ଏନେଇ…
ରିଲିଜ ହେଲା ‘କଠପୁତଲି’ର ଟିଜର
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ‘କଟପୁତଲି’ର ଟିଜର ରିଲିଜ ହୋଇଛି । ଏଥିରେ ଅକ୍ଷୟ ପୋଲିସ ପୋଷାକରେ ନଜର ଆସୁଥିବା ବେଳେ ଜଣେ ସିରିଏଲ କିଲରର ପିଛା କରୁଥିବା ଦେଖାଯାଇଛି…

