ମନୋରଞ୍ଜନ

ସାମ୍ନାକୁ ଆସିଲା ନୟନତାରାଙ୍କ ଫାଷ୍ଟ ଲୁକ୍‌, ‘ଗଡ୍‌ଫାଦର’ରେ ଆସିବେ ନଜର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ନୟନତାରା ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଗଡ୍‌ଫାଦର’କୁ ନେଇ ଚର୍ଚ୍ଚାରେ। ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ନୟନତାରାଙ୍କ କେମେଷ୍ଟ୍ରି ଦର୍ଶକ ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ।…

ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ଡୁଡଲରେ ସ୍ବର୍ଗତ ସଙ୍ଗୀତକାର ହରମୋନିୟମ ବଜାଉଥିବା ଦେଖାଯାଇଛି।…

ପାକିସ୍ତାନ କ୍ରିକେଟରଙ୍କ ପ୍ରେମରେ ପଡିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା କଛି ନା କିଛ କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ହେଲ ସେ ଏଥର ଏମିତି କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ତେବେ ଏଥର ସେ ଚର୍ଚ୍ଚାକୁ…

୯୦ ବର୍ଷରେ ପଦାର୍ପଣ କଲେ ଆଶା ଭୋସଲେ

ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଜି ତାଙ୍କର ୯୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୮ ସେପ୍ଟେମ୍ବର ୧୯୩୩ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ଆଶା ଭୋସଲେ ପିଲାଦିନରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ଏହି କାରଣରୁ ସେ…

ମୀରାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ଶାହିଦ, ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଶାହିଦ କପୁର ତାଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ନିଜର ପ୍ରେମ ପରିପ୍ରକାଶ କରିଛନ୍ତି। ବୁଧବାର ମୀରା ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଶାହିଦ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମୀରାଙ୍କ ସହ…

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ ଅଫିସ,୭ା୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ବୁଧବାର ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା। କଟକ ପାରିବାରିକ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର…

ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ନୀଳନୟନା…

ବମ୍ବେ: ଟ୍ରୋଲ ହେଉଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ। ସେ ବି ନିଜର ଲୁକ୍‌ ପାଇଁ। କେହି କେହି ତାଙ୍କୁ ମୋଟି କହୁଛନ୍ତି କେହି କେହି ତାଙ୍କର ଓଠ ଏବଂ ଗାଲକୁ ନେଇ ମଜା ଉଡାଉଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ‘ପୋନ୍ନିୟନ…

ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରିଛନ୍ତି। ରାହୁଲ ତାମିଲନାଡୁରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି…

ରଣବୀର କହିଥିଲେ ‘ମୋତେ ଗୋମାଂସ ଖାଇବା ପସନ୍ଦ’; ଏବେ ତେଜିଲା ବିବାଦ

ବମ୍ବେ: ରିଲିଜ ପୂର୍ବରୁ ଅଡୁଆରେ ‘ବ୍ରହ୍ମାସ୍ତ୍ର’। ଶୁକ୍ରବାର ଫିଲ୍ମ ବଡ଼ପରଦାକୁ ଆସିବାକୁ ଥିବା ବେଳେ ଏବେଠାରୁ ବିରୋଧ ତିବ୍ର ହେବାରେ ଲାଗିଛି। ଏହି କ୍ରମରେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଉଜ୍ଜୟିନୀରେ ବାବା ମହାକାଳଙ୍କ ଦର୍ଶନ ଲାଗି…

ଆଲିଆ-ରଣବୀରଙ୍କୁ ବିରୋଧ, ନରୋତ୍ତମ କହିଲେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ …

ଭୋପାଳ, ୭।୯ : ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଉଜ୍ଜୟନୀରେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ଆଲିଆ-ରଣବୀରଙ୍କୁ ବିରୋଧ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ବିରୋଧ…

କେରଳର ୧୦୨ ପରଦାରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆଉ ୨ ଦିନ ଅର୍ଥାତ୍‌ ୯ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ହିନ୍ଦୀ…

ସୁସ୍ମିତାଙ୍କୁ ଭୁଲିଗଲେ ମୋଦି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ କମିଶନର ତଥା ପଳାତକ ବ୍ୟବସାୟୀ ଲଳିତ ମୋଦି ନିଜ ଇନ୍‌ଷ୍ଟାଗ୍ରାମ ବାୟୋରେ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ପୂର୍ବରୁ ଏଥିରେ ସେ ପ୍ରାକ୍ତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ନିଜ ଫଟୋ ରଖିଥିଲେ, ଯହିଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?