ମନୋରଞ୍ଜନ

ନାତୁଣୀ ରାଗିଲେ ଏମିତି ବୁଝାନ୍ତି ଅମିତାଭ ବଚ୍ଚନ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ଜଣେ ପାରିବାରିକ ଲୋକ ଭାବେ ଜଣାଶୁଣା। ସେ ନିଜ ପରିବାରକୁ ବେଶୀ ଗୁରୁତ୍ୱ ଦିଅନ୍ତି। ସ୍ତ୍ରୀ ଜୟା ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ, ଝିଅ ଶ୍ୱେତା ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ…

ଶ୍ରୀ ହନୁମାନ-ଭୋଳାନାଥଙ୍କ ନାମକୁ ଯୋଡି ପୁଅର ନାମକରଣ କଲେ ସୋନମ, ୟୁଜର୍ସ କହିଲେ କିଛି ଶିଖନ୍ତୁ କରିନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ତାଙ୍କ ପୁଅର ନାମକରଣ କରିଛନ୍ତି । ପ୍ରଶଂସକ ସୋନମଙ୍କ ପୁଅର ନାମ ଜାଣିବା ପରେ ଏବେ ସେ ଆସିଛନ୍ତି ଚର୍ଚ୍ଚାକୁ । ସୋନମ ତାଙ୍କ ପୁଅର ନାମ ବାୟୁ ରଖିଛନ୍ତି । ସୋନମ…

ଫଟୋରେ ଏହି ଦୁଇ କୁନି ଝିଅ ଆଜି ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ବେଳେବେଳେ ସେମାନଙ୍କ ପିଲାଦିନର ଫଟୋ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପାଇଁ ପ୍ରଶଂସକଙ୍କୁ ବହୁତ କଷ୍ଟ ହୋଇଥାଏ। ଆଜି ସେମିତି ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଚିହ୍ନିବା ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ବଲିଉଡ୍‌…

କରିନାଙ୍କ ସହ ଯୋଡ଼ିକୁ ନେଇ ଏମିତି କହିଥିଲେ ଶାହିଦ; ଚକିତ ହୋଇଥିଲେ ପ୍ରଶଂସକ

ବମ୍ବେ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଗୋଟିଏ ଥିଲେ କରିନା କପୁର ଖାଁ ଏବଂ ଶାହିଦ କପୁର। ଚଳଚ୍ଚିତ୍ର ‘ଫିଦା’ ସେଟ୍‌ରୁ ଉଭୟଙ୍କ ମଧ୍ୟରେ ନୀବିଡ଼ତା ବୃଦ୍ଧି ପାଇଥିଲା। ସେତେବେଳେ କରିନା ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ମଧ୍ୟରୁ ଜଣେ…

ରୋମାଣ୍ଟିକ୍‌ ହେଲେ କ୍ୟାଟ୍ରିନା

ବି-ଟାଉନର ସବୁଠାରୁ ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଅନ୍ୟତମ। କିନ୍ତୁ ଉଭୟ ବ୍ୟକ୍ତିଗତ ଜୀବନକୁ ବେଶ୍‌ ସତର୍କ। କ୍ୟାଟ୍ରିନା ଏବଂ ବିକି ସୋସିଆଲ ମିଡିଆରେ ସେମାନଙ୍କର ଖୁବ୍‌ କମ ଫଟୋ ଶେୟାର କରନ୍ତି। ନିକଟରେ କ୍ୟାଟ୍ରିନା…

କାମ ଯୋଗୁ ନାତୁଣୀଙ୍କୁ ସମୟ ଦେଇପାରନ୍ତି ନାହିଁ ବିଗ୍‌ ବି; ଅଭିମାନ କଲେ ଦିଅନ୍ତି ଏହି ଖାସ୍‌ ଉପହାର

ବମ୍ବେ: ବୟସାଧିକ ହୋଇଥିଲେ ହେଁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ବି ବେଶ ସକ୍ରିୟ। ସେ ଅଭିନୟ ହେଉ ଅବା ବିଜ୍ଞାପନ, ସବୁଥିରେ ତାଙ୍କ ଦବ୍‌ଦବା ରହିଛି। ଏଥିଲାଗି ତାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ୁଛି। ଫଳରେ ସେ ପରିବାରକୁ…

କରୀନା କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ କରୀନା କପୁର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବେବୋ ନାମରେ ପରିଚିତ କରୀନା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିବା କରୀନା ଲକ୍ଷ ଲକ୍ଷ ଦର୍ଶକଙ୍କ…

ଅଧାରୁ ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିଲେ ଏହି ଅଭିନେତା; ହଠାତ ନିଷ୍ପତ୍ତି ନେଇ ଚମକାଇଲେ

ବମ୍ବେ: ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିବେ ଟେଲି ଅଭିନେତା ଧୀରଜ ଧୁପର। ତିନି ସପ୍ତାହ ପୂର୍ବେ ଶୋ’ ଟେଲିକାଷ୍ଟ ହୋଇଥିଲା। ଏଥିରେ ଜଣେ ପ୍ରମୁଖ ଦାବିଦାର ଭାବେ ଅଭିନେତା ନଜର ଆସୁଥିଲେ। ହେଲେ ହଠାତ ସେ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇ…

ସଫଳତା ପାଇଁ ମାୟାନାଗରୀ ମୁମ୍ବାଇରେ ସଂଘର୍ଷ କରିଥିଲେ ରାଜୁ, ଚାଲାଇଥିଲେ ଅଟୋ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ପରଲୋକ ହୋଇଛି। ଅଗଷ୍ଟ ୧୦ରେ ରାଜୁ ଜିମରେ ବ୍ୟାୟାମ ସମୟରେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ୪୧ ଦିନ ଧରି ଭେଣ୍ଟିଲେଟରରେ ମୃତ୍ୟୁ ସହ…

ଭାଇରାଲ ହେଉଛି ରିଚା-ଅଲିଙ୍କ ବାହାଘର କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ବିବାହର ସମସ୍ତ ପ୍ରସ୍ତୁତ ଆରମ୍ଭ କରିଦେଲେଣି। ତେବେ ତାଙ୍କ ବିବାହ ସମ୍ପର୍କୀୟ ଖବର ଜାଣିବାକୁ ପ୍ରଶଂସକ ଚାହିଁ ରହିଥାନ୍ତି। ଏହାରି…

ମୃତ୍ୟୁ ପୂର୍ବରୁ ଏହାଥିଲା ରାଜୁଙ୍କ ବଡ଼ ସ୍ବପ୍ନ

ମୁମ୍ବାଇ: ବି-ଟାଉନ୍‌ର ଜଣାଶୁଣା ହାସ୍ୟ ଅଭିନେତାଙ୍କର ବୁଧବାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବରରେ ସବୁଆଡେ ଶୋକର ଛାୟା ଖେଳିଯାଇଛି। ଅଗଷ୍ଟ ୧୦ରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ…

ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?