ମହେଶ ଭଟ୍ଟଙ୍କ ଅସଲ ନାମ ‘ଅସଲମ’, ଚମକାଇବା ଭଳି ତଥ୍ୟ ଦେଲେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବିନ୍ଦାସ ଓ ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ଏବେ ସେ ବଲିଉଡ୍ ଫିଲ୍ମ ମେକର ମହେଶ ଭଟ୍ଟଙ୍କୁ ନେଇ ଏମିତି ଏକ…
ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ, ୫।୯: ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତାର ଅପ୍ଡେଟ୍ ଆସିବାରେ ଲାଗିଛି। ନିକଟରେ ପ୍ରବଳ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଏବେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା…
ଅଲଗା ହେଲେ ସୁସ୍ମିତା-ଲଳିତ!
ମୁମ୍ବାଇ: ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ନାୟିକା ସୁସ୍ମିତା ସେନ ଓ ଲଳିତ ମୋଦି । ଦୁଇ ମାସ ପୂର୍ବେ ଏମାନେ ରିଲେସନଶିପରେ ଥିବା ବେଳେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ଏହାପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିଲା ।…
ଏହି କାରଣରୁ ସୋସିଆଲ ମିଡିଆରେ ରଣବୀରଙ୍କୁ ଫଲୋ କରନ୍ତି କ୍ୟାଟ୍ରିନା
ମୁମ୍ବାଇ: ଅଭିନେତା ରଣବୀର ସିଂ ବଲିଉଡ୍ର ଏପରି ଜଣେ ଷ୍ଟାର, ଯାହାଙ୍କ ଶକ୍ତି କେବଳ ପ୍ରଶଂସକଙ୍କ ଦ୍ୱାରା ପାଗଳ ନୁହେଁ ବରଂ ତାଙ୍କର ଶାନ୍ତ ରୂପ ଦେଖି ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ। ସାରା ଅଲି…
ପାକିସ୍ତାନରେ ଶେହନାଜଙ୍କୁ ନେଇ ଚର୍ଚ୍ଚା
ମୁମ୍ବାଇ: ଶେହନାଜ ଗିଲଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏକଦା ନିଜକୁ ‘ପଞ୍ଜାବର କ୍ୟାଟ୍ରିନା’ ବୋଲି କହିଥିବା ଶେହନାଜ ବର୍ତ୍ତମାନ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଛି। ତାଙ୍କର ଲୋକପ୍ରିୟତା ଏବେ ପାକିସ୍ତାନରେ ପହଞ୍ଚିଛି।…
ମହଙ୍ଗା ଗାଡ଼ି କିଣିଲେ ଦୀପିକା, ଦାମ୍ ଜାଣିଲେ…
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ମହଙ୍ଗା ଗାଡି କିଣିଛନ୍ତି। ନିକଟରେ ସେ ମୁମ୍ବାଇ ଆରଟିଓରେ ନିଜ ନାଁରେ ଗାଡିର ପଞ୍ଜିକରଣ କରାଇଛନ୍ତି। ଦୀପିକା ଏକ ମର୍ସିଡିଜ-ମାୟାବାକ ଜିଏଲ୍ଏସ୍୫୦୦ ୪ମେଟିକ ଏସ୍ୟୁଭି କିଣିଛନ୍ତି, ଯାହାର ମୂଲ୍ୟ ୨.୮ କୋଟି ଟଙ୍କା।…
ବକ୍ସ ଅଫିସ୍ରେ ‘ଲାଇଗର’ ସୁପର୍ ଫ୍ଲପ୍: ନିର୍ମାତାଙ୍କୁ ଟଙ୍କା ଫେରାଇବେ ବିଜୟ
ମୁମ୍ବାଇ: ବକ୍ସ ଅଫିସ୍ରେ ‘ଲାଇଗର’ ଫିଲ୍ମ ଫ୍ଲପ୍ ହେବା ପରେ ଏହାର ନିର୍ମାତା ଏବଂ କଳାକାରମାନେ ନିରାଶ ହୋଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ସାଉଥ୍ ଅଭିନେତା ବିଜୟ ଦେବରକୋଣ୍ଡା କ୍ଷତିପୂରଣ ପାଇଁ ଫିଲ୍ମ ନିର୍ମାତାଙ୍କୁ ୬ କୋଟି ଟଙ୍କା ଫେରାଇବାକୁ…
କଙ୍ଗନାଙ୍କ ଖୁଲାସା: ମହେଶଙ୍କ ଅସଲି ନାଁ ଅସ୍ଲାମ
ମୁମ୍ବାଇ, ୪ା୯:ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ପୁରୁଣା ଭିଡିଓ ଶେୟାର କରି କଙ୍ଗନା କହିଛନ୍ତି, ମହେଶ ଭଟ୍ଟଙ୍କ ଅସଲି…
ଏକଦା ଗାଙ୍ଗୁଲିଙ୍କୁ ବୋହୂ ଭଳି ସଜାଇ ମଇଦାନକୁ ଛାଡ଼ିଥିଲେ ସେହ୍ବାଗଙ୍କ ସହ ସାଥୀ ଖେଳାଳି: ବାଧ୍ୟରେ…
ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି କିଛି କଥା କେବିସିର ଏପିସୋଡ୍ରେ ଦେଖିବାକୁ ମିଳିଥିଲା। ଏଥିରେ ଅତିଥି ଭାବେ ଟିମ୍ ଇଣ୍ଡିଆର…
‘ସତ୍ୟ ପ୍ରେମ କି କଥା’ର ଫାଷ୍ଟ ଲୁକ ଆଉଟ
ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ଆଗାମୀ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ର ଫାଷ୍ଟ ଲୁକ ରବିବାର ଆଉଟ ହୋଇଛି । ଏହି ଫିଲ୍ମରେ କିଆରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନ ଲିଡ ରୋଲରେ ନଜର ଆସିବେ । ଆକ୍ଟର ଫିଲ୍ମର ପ୍ରଥମ…
ଶୁଟିଂ ସେଟ୍ରେ କାହିଁକି କାନ୍ଦିଥିଲେ ଏହି ଅଭିନେତ୍ରୀ
ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ୍ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍ରେ…
‘ସୁପରଷ୍ଟାର ସିଙ୍ଗର ୨’ର ବିଜେତା ହେଲେ ମହମ୍ମଦ ଫୈଜ
ମୁମ୍ବାଇ: ମ୍ୟୁଜିକ ରିୟଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର ୨’ର ବିଜେତା ହୋଇଛନ୍ତି ମହମ୍ମଦ ଫୈଜ । ଯୋଧପୁର, ରାଜସ୍ଥାନର ମହମ୍ମଦ ଫୈଜଙ୍କୁ ଟ୍ରଫି ସହ ନଗଦ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଗ୍ରାଣ୍ଡ ଫିନାଲେରେ ଟପ ୬…

