ମନୋରଞ୍ଜନ

୮୦୦ କୋଟି ବଜେଟ୍‌ରେ ନିର୍ମିତ ହେବ ରାଜାମୌଲିଙ୍କ ଫିଲ୍ମ, ସାଇନ କଲେ ଆଲିଆ

ମୁମାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ- ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ଦମ୍‌ଦାର ପ୍ରର୍ଦଶନ କରିବା ସହ ଭଲ ଆୟ ମଧ୍ୟ କରିଛି। ରଣବୀର-ଆଲିଆ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି।…

୭୦୦ କୋଟିର ‘ମହାଭାରତ’

ମୁମ୍ବାଇ: ମହାଭାରତ ସିରିୟଲ ପରେ ଏବେ ଏହା ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯୋଜନା ଚାଲିଛି। ଏକ ରିପୋର୍ଟ ଅନୁଯାୟୀ, ଫିରୋଜ ନାଦିୟାଦ୍‌ୱାଲା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି। ଏହା ପୂର୍ବରୁ ସେ ‘ହେରାଫେରି’, ‘ୱେଲକମ୍‌’ ଭଳି କମେଡି ସିନେମା ଦର୍ଶକଙ୍କୁ…

ନ୍ୟୁଡ୍‌ ଫଟୋର ଫୋରେନ୍ସିକ ଯାଞ୍ଚ ହେବ

ମୁମ୍ବାଇ: ନ୍ୟୁଡ୍‌ ଫଟୋ ଶୁଟ୍‌ ବିବାଦ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପିଛା ଛାଡ଼ୁନି। ରଣବୀରଙ୍କ ଫଟୋ ଭାଇରାଲ ହେବା ପରେ ପ୍ରଶଂସକ ଓ ଅନ୍ୟମାନେ ଏହାକୁ ବିରୋଧ କରିବା ଫଳରେ ତାଙ୍କ ନଁାରେ ମାମଲା ହୋଇଛି। ପୋଲିସ ରଣବୀରଙ୍କୁ ଏ…

‘ଆରଆରଆର’କୁ ପଛରେ ପକାଇଲା ‘ବ୍ରହ୍ମାସ୍ତ୍ର’

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ପ୍ରଥମ ସପ୍ତାହ ମଧ୍ୟରେ ୩୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ଦେଶରେ କରିଥିବା ଆୟରେ ଫିଲ୍ମ…

ନୋରାଙ୍କୁ ୫ ଘଣ୍ଟା ଜେରା

ମନିଲଣ୍ଡରିଂ ମାମଲାରେ ସମ୍ପୃକ୍ତ ମଧ୍ୟସ୍ଥ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ୍‌ ଯୋଗୁ ଦିଲ୍ଲୀ ପୋଲିସର ଆର୍ଥିକ ଆପରାଧିକ ଶାଖା ଗୁରୁବାର ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିଛି। ନୋରାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏହା…

ଅଲଗା ହେଲେ ମୁନାୱାର୍‌ ଫାରୁକି-ନାଜିଲା!

ମୁମ୍ବାଇ: ଲକ୍‌ଅପ ବିଜେତା ମୁନାୱାର୍‌ ଫାରୁକି ତାଙ୍କ ଗର୍ଲଫ୍ରେଣ୍ଡ ନାଜିଲାଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉଭୟ ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାନ୍ତି। ତେବେ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିବା କୁହାଯାଉଛି। ମୁନାୱାର୍‌ ଶୋ’ସମୟରେ ଅଞ୍ଜଳି ଆରୋରାଙ୍କ ସହ ସମ୍ପର୍କ…

ବିଜ୍ଞାପନରେ ଏକାଠି ନଜର ଆସିବେ କାର୍ତ୍ତିକ-ରଶ୍ମିକା

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଦମ୍‌ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଭୁଲ ଭୁଲେୟାଁ-୨’ର ସଫଳତା ପରଠୁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ କାର୍ତ୍ତିକ ଦକ୍ଷିଣ ଭାରତୀୟ ସିନେମାର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ଏକ ଫଟୋ ଶେୟାର…

୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ମହାଭାରତ’!

ମୁମ୍ବାଇ: ମହାଭାରତ ସିରିୟଲ ଟେଲିଭିଜନରେ ଏକ ବହୁ ଆଦୃତ ସିରିଏଲର ମାନ୍ୟତା ପାଇଥିଲା । ଏବେ ଏହି ମହାଭାରତ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯୋଜନା ଚାଲିଥିବା ଶୁଣିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମ ହେରାଫେରି ଓ ୱେଲକମ ଭଳି…

ଆଉ ଗାଳି ଦେବେନି ପଙ୍କଜ

ମୁମ୍ବାଇ: ପଙ୍କଜ ତ୍ରିପାଠୀ ଏବେ ଏକ ଜଣାଶୁଣା ଚେହେରା । ଏବେ ପର୍ଯ୍ୟନ୍ତ ସେ କିଛି ଚଳଚ୍ଚିତ୍ର ଓ ସୁପରହିଟ ୱେବ ସିରିଜରେ କାମ କରି ଦର୍ଶକଙ୍କ ନିକଟତର ହୋଇ ସାରିଛନ୍ତି । ବିଶେଷ ଭାବେ ତାଙ୍କୁ ୱେବ ସିରିଜ ମିର୍ଜାପୁରରେ…

ମା’ ହେବା ଖବରକୁ ନେଇ ଏମିତି କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସ୍ବାମୀ ମହସିନ ଅଖତରଙ୍କ ସହ ଆଜିକାଲି ଖୁସିର ସମୟ ବିତାଉଛନ୍ତି। ନିକଟରେ ମହସିନ ସୋସିଆଲ ମିଡିଆରେ ଏକ କୁନି ଝିଅ ସହ ଫଟୋ ଶେୟାର କରିଥିଲେ। ମହସିନ୍‌ କୁନି ଝିଅକୁ ନିଜ କୋଳରେ…

ଦିନେ ପ୍ରତିଯୋଗୀ ହୋଇ ଆସିଥିଲେ, ଆଜି ବିଚାରପତି ଭାବେ ନେଉଛନ୍ତି ସର୍ବାଧିକ ପାଉଣା

ବମ୍ବେ: ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ-୧୩’। ଏଥିରେ ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିଆ ପ୍ରମୁଖ ବିଚାରପତି ଭାବେ ନଜର ଆସୁଛନ୍ତି। ଶୋ’ ଲାଗି ସେମାନେ ମୋଟା ଅଙ୍କର ପାଉଣା…

ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍‌  ବିଫଳ ହେବା ପରେ ବିଷ୍ଣୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri