ବିଜ୍ଞାପନରେ ଏକାଠି ନଜର ଆସିବେ କାର୍ତ୍ତିକ-ରଶ୍ମିକା

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଦମ୍‌ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଭୁଲ ଭୁଲେୟାଁ-୨’ର ସଫଳତା ପରଠୁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ କାର୍ତ୍ତିକ ଦକ୍ଷିଣ ଭାରତୀୟ ସିନେମାର ସୁପରହିଟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଦୁହେଁ ପାଖାପାଖି ଛିଡା ହୋଇଥିବା ନଜର ଆସିଛନ୍ତି। ତେବେ ଶେୟାର କରିଥିବା ଫଟୋରେ କାର୍ତ୍ତିକ ଲେଖିଛନ୍ତି, ମିଟ୍‌ ମାଇଁ ପାର୍ଟନର। ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଏହି ସୁନ୍ଦର ଯୋଡିଙ୍କୁ କୌଣସି ପ୍ରୋଜେକ୍ଟରେ ଏକାଠି ଦେଖିବାକୁ ପାଇବେ କି? ଏଭଳି ଅନେକ ପ୍ରଶ୍ନ ଉଠୁଛି। ପ୍ରକୃତରେ, ଏହି ସୁନ୍ଦର ଯୋଡି ଏକ ବିଜ୍ଞାପନ ପାଇଁ ଏକାଠି କାମ କରୁଛନ୍ତି, ଯେଉଁଠାରୁ ଅଭିନେତା ଏହି ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ କାର୍ତ୍ତିକ ଆର୍ଯ୍ୟନ ଏକ କଫି ରଙ୍ଗର କୋଟ-ପ୍ୟାଣ୍ଟ ଏବଂ ରଶ୍ମିକାରେ ଏକ ସୁନ୍ଦର ଡ୍ରେସ୍‌ରେ ନଜର ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ କି ଶାହରୁଖଙ୍କ ଭବିଷ୍ୟବାଣୀ

ବଲିଉଡ ଅଭିନେତା ରଣବୀର ସିଂ ଜବରଦସ୍ତ ଅଭିନୟ ବ୍ୟତୀତ ଚମତ୍କାର ଫ୍ୟାଶନ ପାଇଁ ଜଣାଶୁଣା। ଅନେକ ଥର ତାଙ୍କୁ ଭିନ୍ନ ଫ୍ୟାଶନ ପାଇଁ ଟ୍ରୋଲ ମଧ୍ୟ...

‘ଟାଇଗର-୩’କୁ ଟକ୍କର ଦେବ ‘ଡ୍ରିମଗର୍ଲ-୨’: ଅନନ୍ୟାଙ୍କ ସହ ଆୟୁଷ୍ମାନଙ୍କ ଜମିବ ଯୋଡ଼ି

ବମ୍ବେ: ନିର୍ମାଣ ହେବାକୁ ଯାଉଛି ଫିଲ୍ମ ଡ୍ରିମଗର୍ଲ-୨। ଶୁକ୍ରବାର ଏନେଇ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଘୋଷଣା କରିଛନ୍ତି। ୨୦୧୯ରେ ରିଲିଜ ହୋଇଥିବା ଅଭିନେତାଙ୍କ ଫିଲ୍ମ ଡ୍ରିମଗର୍ଲର...

‘ଉଜଡା ଚମନ’କୁ ଅଜୟଙ୍କ ସମର୍ଥନ, ନଭେମ୍ବର ପହିଲାରେ ପରଦାକୁ ଆସିବ

ମୁମ୍ବାଇ: ସମାନ ଧରଣର କାହାଣୀ ଉପରେ ପର୍ଯ୍ୟବେଶିତ ଦୁଇ ବଲିଉଡ୍‌ ଫିଲ୍ମ ‘ଉଜଡା ଚମନ’ ଏବଂ ‘ବାଲା’ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଭିନ୍ନ ମୋଡ...

ପୁରସ୍କାର ନେଲାବେଳେ ଅମରିଶ ପୁରୀଙ୍କ ସହ ହାତ ମିଳାଇବାକୁ ଭୁଲି ଯାଇଥିଲେ ଅଭିନେତ୍ରୀ, ବଢ଼ିଥିବା ହାତକୁ ଦେଖି…

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ପ୍ରାୟତଃ ତାଙ୍କ ସାଙ୍ଗ ଏବଂ ପରିବାର ସହିତ ମଜାଳିଆ ଢଙ୍ଗରେ ନଜରକୁ ଆସିଥାନ୍ତି। ଅନ୍‌ସ୍କ୍ରିନ ହେଉ କିମ୍ବା ଅଫ୍‌ ସ୍କ୍ରିନ...

ମରଣ ମୁହଁରୁ ମୋ ଭାଇ ଫେରି ଆସିଛି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର...

କାହିଁକି ସୋସିଆଲ୍‌ ମିଡିଆରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଲେ ପ୍ରିୟଙ୍କା: କଲେ ଖୁଲାସା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ମୁଁ ମୋର...

ମୁଲାୟମ ସିଂ ଯାଦବଙ୍କ ଉପରେ ଆସୁଛି ଫିଲ୍ମ: ପୋଷ୍ଟର ରିଲିଜ୍‌

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଜଣେ ଅଗ୍ରଣୀ ନେତା ଭାବେ ପରିଚିତ ମୁଲାୟମ ସିଂ ଯାଦବଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ...

କାନ୍ଦିଲେ ସଲମାନ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଲୋକପ୍ରିୟ ଶୋ’ ବିଗ୍‌ ବସ୍‌ -୧୫ କିଛି ସମୟ ପରେ ଆରମ୍ଭ ହେବ। ଏକ ଲମ୍ବା ଯାତ୍ରାର ଶେଷରେ ଏହି ଶୋ’...

Advertisement
Archives

Model This Week