୮୦୦ କୋଟି ବଜେଟ୍‌ରେ ନିର୍ମିତ ହେବ ରାଜାମୌଲିଙ୍କ ଫିଲ୍ମ, ସାଇନ କଲେ ଆଲିଆ

ମୁମାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ- ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ଦମ୍‌ଦାର ପ୍ରର୍ଦଶନ କରିବା ସହ ଭଲ ଆୟ ମଧ୍ୟ କରିଛି। ରଣବୀର-ଆଲିଆ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି। ଇତି ମଧ୍ୟରେ ଆଉ ଏକ ଖବର ସାମତନାକୁ ଆସିଛି ଯେ, ଆଲିଆ ଏସ୍‌ ଏସ୍‌ ରାଜାମୌଲିଙ୍କ ଏକ ପ୍ରୋଜେକ୍ଟରେ ସାଇନ କରିଛନ୍ତି। ଯେଉଁଥିରେ ସେ ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବେ। ବର୍ତ୍ତମାନ ଆଲିଆ ଗର୍ଭବତୀ ଅଛନ୍ତି। ତେଣୁ ଆଲିଆଙ୍କ ଡେଲିଭରି ପରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦୦ କୋଟି ଟଙ୍କା ବଜେଟ୍‌ରେ ଏହି ଫିଲ୍ମଟି ନିର୍ମିତ ହେବ। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ରୋହମନଙ୍କ ସହ ସୁଷ୍ମିତାଙ୍କ ବ୍ରେକ୍‌ଅପ୍‌ ଖବର ମିଥ୍ୟା

ମୁମ୍ବାଇ: ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍‌ ମଡେଲ ରୋହମନ ଶୋଲ୍‌ଙ୍କ ପ୍ରେମରେ। ହେଲେ କିଛିଦିନ ତଳେ ଉଭୟଙ୍କ ବ୍ରେକ୍‌ଅପ ହୋଇଯାଇଥିବା ନେଇ ଚର୍ଚ୍ଚା...

ଲଣ୍ଡନ ଯିବେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏଥିପାଇଁ ବଲିଉଡ୍‌ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି...

ନୀଳ ଆଖିରେ ସ୍ବପ୍ନ ଦେଖାଉଥିବା ଅଭିନେତାଙ୍କ ଜୀବନରେ ଥିଲା ୩ ଦୁର୍ବଳତା

ମୁମ୍ବାଇ, ୨।୬: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୩୨ତମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ସେ ୧୯୮୮ ଜୁନ୍‌ ୨ରେ ୬୩ ବର୍ଷ...

ରିୟଲ ଲଭ୍‌ ଷ୍ଟୋରି

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରିୟଲ ଲଭ୍‌ ଷ୍ଟୋରି’। ଶ୍ରୀ ବୀରବଲ ଏଣ୍ଟରଟେନମେଣ୍ଟ...

ଇସ୍କ ତୋର ସ୍ଲୋଲି ସ୍ଲୋଲି

ମନ୍‌ ମୁଭିଜ ଏବଂ ଏସ୍‌. ତନୁ କ୍ରିଏଶନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଇସ୍କ ତୋର ସ୍ଲୋଲି...

କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଭିଡିଓ ଶେୟାର କରି କହିଲେ ନୁଶରତ୍‌

କୋଲକାତା, ୨୦।୧୧: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ...

ଏକଦା ହିଟ୍‌ ଯୋଡ଼ି ଥିବା ଏହି ଅଭିନେତ୍ରୀ ଅଭିନେତାଙ୍କୁ କାହିଁକି ଦେଖିବାକୁ ମିଳୁନି ଏକାଠି

ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଡି ହିଟ୍‌ ହୋଇଛି। ହେଲେ ପରେ ଦର୍ଶକ ସେମାନଙ୍କୁ ଏକା ସାଥିରେ ଦେଖିବାକୁ ପାଇ ନାହାନ୍ତି। କି...

ପ୍ରଭାସଙ୍କ ସହ ଫିଲ୍ମକୁ ନେଇ ଏପରି କହିଲେ କିଆରାଙ୍କ ଟିମ୍‌

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନୀ ପ୍ରାୟତଃ ଆଲୋଚନାରେ ରହିଥାନ୍ତି। ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ ‘ଜୁଗ ଜୁଗ ଜିଓ’ ଏବଂ ‘ଭୁଲ ଭୁଲେୟା ୨’...

Advertisement
Archives

Model This Week