‘ଆରଆରଆର’କୁ ପଛରେ ପକାଇଲା ‘ବ୍ରହ୍ମାସ୍ତ୍ର’

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ପ୍ରଥମ ସପ୍ତାହ ମଧ୍ୟରେ ୩୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ଦେଶରେ କରିଥିବା ଆୟରେ ଫିଲ୍ମ ‘ଆରଆରଆର’କୁ ମଧ୍ୟ ପଛରେ ପକାଇଛି।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ‘ବ୍ରହ୍ମାସ୍ତ୍ର’ ଘରୋଇ ବକ୍ସ ଅଫିସରେ ପ୍ରଥମ ସପ୍ତାହରେ ୧୭୩.୨୦ କୋଟି ରୋଜଗାର କରିଛି। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ ଘରୋଇ ବକ୍ସ ଅଫିସରେ ଏତେ ରୋଜଗାର କରିଥିବା ଏହା ହେଉଛି ଦ୍ୱିତୀୟ ହିନ୍ଦୀ ଫିଲ୍ମ। ଏହା ସହିତ ଫିଲ୍ମ ‘ଆରଆରଆର’ ହିନ୍ଦୀ ଭର୍ସନ ୧୩୨.୫୯ କୋଟି ଟଙ୍କା ପ୍ରଥମ ସପ୍ତାହରେ ଆୟ କରିଥିଲା। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ମଧ୍ୟରେ ‘କେଜିଏଫ ୨’ର ହିନ୍ଦୀ ଭର୍ସନ ପ୍ରଥମ ସପ୍ତାହରେ ସର୍ବାଧିକ ୨୬୮.୮୩ କୋଟି ଟଙ୍କା ଆୟ କରିଛି।
ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବୟକଟ୍‌ ଟ୍ରେଣ୍ଡ୍‌ ମଧ୍ୟରେ ୩୦୦ କୋଟି ଆୟ କରିବା ବହୁତ ବଡ଼ କଥା ବୋଲି କୁହାଯାଉଛି। ରଣବୀର ଓ ଆଲିଆ ଭଟ୍ଟ ଏହି ଫିଲ୍ମରେ ପ୍ରଥମ କରି ଏକାଠି କାମ କରିଛନ୍ତି। ରଣବୀର-ଆଲିଆଙ୍କ ସହ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନି ରୟ ବ୍ରହ୍ମାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୌନିଙ୍କ ନକାରାତ୍ମକ ଚରିତ୍ରକୁ ବହୁତ ପ୍ରଶଂସା କରିଛନ୍ତି ଦର୍ଶକ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଚେତାବନୀ ପରେ ବଦଳିବ ‘ମଧୁବନ’ ଗୀତ

ଭୋପାଲ,୨୭।୧୨: ବଲିଉଡ୍‌ ଅଭନେତ୍ରୀ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ବିବାଦ ଘେରକୁ ଆସିବା ପରେ ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଗୀତର...

ହିଲାରୀଙ୍କ ଭୂମିକାରେ ଫାଲ୍‌କୋ

ଓ୍ବାଶିଂଟନ୍‌, ୭ା୩: ଆମେରିକାର ଆଗାମୀ ଆପରାଧିକ କାହାଣୀ ‘ଇମ୍ପପିଚ୍‌ମେଣ୍ଟ: ଆମେରିକାନ୍‌ କ୍ରାଇମ ଷ୍ଟୋରୀ’(ମହାଭିଯୋଗ) ସିରିଜ ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ଉପରେ ଆଧାରିତ ହେବ। ଏଥିରେ...

ପୁଣି ହରଡ଼ଘଣାରେ ଶିଳ୍ପା-କୁନ୍ଦ୍ରା…

ନୂଆଦିଲ୍ଲୀ,୧୪।୧୧: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବିବାଦରେ ପଡ଼ିଛନ୍ତି। ସତେ ଯେପରି ସଙ୍କଟ ସେମାନଙ୍କର ପଛ...

ରାମ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଲେ ଏହି ସୁପରଷ୍ଟାର

ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ...

ଶାହିଦ ନୁହନ୍ତି, ମୀରାଙ୍କ ପସନ୍ଦର ସେଲିବ୍ରିଟି ଏହି କ୍ରିକେଟର

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ସବୁବେଳେ ପ୍ରଶ୍ନ-ଉତ୍ତର ଖେଳ ଖେଳିଥାନ୍ତି। ନିକଟରେ ସେ ଠିକ୍‌ ଏମିତି...

‘ଟାଇଟାନିକ’ର ରେକର୍ଡ ଭାଙ୍ଗିଲା ‘ଅବତାର-୨’

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଜେମ୍ସ କ୍ୟାମେରନଙ୍କ ଚଳଚ୍ଚିତ୍ର ଅବତାର: ଦ ଓ୍ବେ ଅଫ ୱାଟର ଗତ ଡିସେମ୍ବର ୨୨ରେ ରିଲିଜ୍‌ ହୋଇଥିଲା। ଫିଲ୍ମଟି ଗୋଟିଏ...

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ...

ଆଉ ଫେରିବ ନାହିଁ ‘କଫି ଉଇଥ୍‌ କରନ୍‌’

ବମ୍ବେ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଟକ୍‌ ଶୋ’ ‘କଫି ଉଇଥ୍‌ କରନ୍‌’ ଦର୍ଶକଙ୍କ ପ୍ରିୟ ଶୋ’ ମଧ୍ୟରୁ ଅନ୍ୟତମ। ହେଲେ ଏହା ଆଉ...

Advertisement
Archives

Model This Week