ଦିନେ ପ୍ରତିଯୋଗୀ ହୋଇ ଆସିଥିଲେ, ଆଜି ବିଚାରପତି ଭାବେ ନେଉଛନ୍ତି ସର୍ବାଧିକ ପାଉଣା

ବମ୍ବେ: ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ-୧୩’। ଏଥିରେ ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିଆ ପ୍ରମୁଖ ବିଚାରପତି ଭାବେ ନଜର ଆସୁଛନ୍ତି। ଶୋ’ ଲାଗି ସେମାନେ ମୋଟା ଅଙ୍କର ପାଉଣା ମଧ୍ୟ ନେଉଥିବା ଜଣାପଡ଼ିଛି।

ଏକ ରିପୋର୍ଟ ମୁତାବକ, ନେହା ସବୁଠାରୁ ଅଧିକ ଟଙ୍କା ନେଉଛନ୍ତି। ଏପିସୋଡ ପିଛା ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉଛି। ସେହିଭଳି ବିଶାଲଙ୍କୁ ୪.୫ ଲକ୍ଷ ଏବଂ ହିମେଶଙ୍କୁ ପ୍ରାୟ ୪ ଲକ୍ଷ ଟଙ୍କା ଦିଆଯାଉଛି।
ତେବେ ନେହା ଇଣ୍ଡିଆନ ଆଇଡଲ-୨ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ। ଏଠାରୁ ହିଁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ସେ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛନ୍ତି। ସମୟ ଏମିତି ଉପନୀତ ହୋଇଛି ଯେ ସେ ନିଜେ ଉକ୍ତ ଶୋ’ରେ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ଷ୍ଟଣ୍ଟ୍‌

ମୁମ୍ବାଇ: ଆକ୍ସନ ପାଇଁ ବଲିଉଡରେ ପ୍ରିସିଦ୍ଧି ଅର୍ଜନ କରିବା ସହିତ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଛି ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି। ୫୧...

ଟ୍ରୋଲିଂ ପରେ ଓଜନ କମାଇ ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ

ବମ୍ବେ: ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ତିନି ମାସ ପରେ ମୋଟା ହୋଇଯିବାକୁ ନେଇ ଟ୍ରୋଲ ହୋଇଥିଲେ ହରନାଜ୍‌ ସାନ୍ଧୁ। ଟ୍ରୋଲିଂକୁ ନେଇ ସେ କଡ଼ା ଜବାବ...

ସମିତା ମୋ’ ପାଦ ତଳ ଚପଲ

ବମ୍ବେ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଆସୁଛି ବିଗ୍‌ବସ୍‌-୧୫। ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏବେ ନୂଆ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଲା ଅଫସାନା ଖାନ...

ବଲିଉଡ୍‌ରେ ୧୩ ବର୍ଷ

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ । ବି ଟାଉନରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆଜିକୁ ଠିକ୍ ୧୩...

ଇଶାନ-ଜାହ୍ନବୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ବାପା ବୋନି କପୁର

ମୁମ୍ବାଇ: ବି ଟାଉନରେ ଲଭ୍‌ବାର୍ଡ ଜାହ୍ନବୀ କପୁର ଓ ଇଶାନ ଖଟ୍ଟରଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଫିଲ୍ମ ‘ଧଡକ’ରୁ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ...

ମୋର ବିବାହ ବୟସ ହୋଇସାରିଛି କହି ଏହି ଅଭିନେତ୍ରୀଙ୍କୁ ପ୍ରପୋଜ୍‌ କରିଥିଲେ ସଲ୍‌ମାନ

ବଲିଉଡ୍‌ର ଜଣାଶୁଣା ଅଭିନେତା ସଲ୍‌ମାନ ଖାନ୍‌ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ...

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ...

ବିବାହର ନଅ ବର୍ଷ ପରେ ବାପା ହେଲେ ଏହି ଅଭିନେତା, ଘରକୁ ଆସିଲା କୁନି ଅତିଥି

ବମ୍ବେ: ବିବାହର ନଅ ବର୍ଷ ପରେ ‘କସୌଟି ଜିନ୍ଦେଗୀ କି-୨’ ଫେମ୍‌ ସାହିଲ ଆନନ୍ଦଙ୍କ ଘରକୁ ଆସିଛି ନୂଆ ଅତିଥି। ସେ ବାପା ହୋଇଥିବା ନେଇ...

Advertisement
Archives

Model This Week