ମନୋରଞ୍ଜନ

ବିବାହ ପାଇଁ ପ୍ରଥମେ ଅରବାଜଙ୍କୁ ପ୍ରପୋଜ କରିଥିଲେ ମଲାଇକା

ମୁମ୍ବାଇ: ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ୨୩ ଅକ୍ଟୋବର ମଲାଇକାଙ୍କ ଜନ୍ମଦିନ ହୋଇଥିବା ବେଳେ ଏବେ ସେ ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି…

‘ବାହୁବଳୀ’ ପରେ ପ୍ରଭାସଙ୍କ ନିକଟକୁ ଆସିଥିଲା ୬ ହଜାର ବିବାହ ପ୍ରସ୍ତାବ

ମୁମ୍ବାଇ: ଫିଲ୍ମ ‘ବାହୁବଳୀ’ରୁ ମନୋରଞ୍ଜନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ରବିବାର ଅର୍ଥାତ୍ ୨୩ ଅକ୍ଟୋବରରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ପ୍ରଭାସ ୪୩ ବର୍ଷରେ ପାଦ ରଖିଛନ୍ତି । ଏବେ ସେ ତାଙ୍କ…

ସାଜିଦଙ୍କ ବିରୋଧରେ ଥାନାକୁ ଗଲେ ଶର୍ଲିନ

ବମ୍ବେ: ବିଗବସ୍‌ରେ ପ୍ରତିଯୋଗୀ ଭାବେ ମନୋରଞ୍ଜନ କରି ଦର୍ଶକଙ୍କ ହୃଦୟ ଜିତିବେ ବୋଲି ଭାବିଥିଲେ ଫିଲ୍ମନିର୍ମାତା ସାଜିଦ୍‌ ଖାଁ। ହେଲେ ତାଙ୍କ ଆଶା ଏବେ ନିରାଶାରେ ପରିବର୍ତ୍ତନ ହେବାକୁ ବସିଲାଣି। କାରଣ ବିଗବସ୍‌ ଯିବା ଦିନଠାରୁ ତାଙ୍କ ବିରୋଧରେ ଯୌନ ନିର୍ଯାତନା…

ଜ୍ୟାକଲିନଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ: ବେଶ କିଛିଦିନ ହେବ ମନି ଲଣ୍ଡରିଂ ମାମଲାରେ ଫସି ରହିଛନ୍ତି ବିଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ଏହି ମାମଲରେ ସେ ଶନିବାର ପଟିଆଲା କୋର୍ଟରେ ପହଞ୍ଚିଥିଲେ । ଏହି ମାମଲାରେ କୋର୍ଟ ତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ।…

‘ଥ୍ୟାଙ୍କ ଗଡ’ରେ ବଦଳିଲା ଅଜୟଙ୍କ ଚରିତ୍ରର ନାମ

ମୁମ୍ବାଇ: ବଲିଉଡରେ ‘ ଓ ମାଇଁ ଗଡ’ ଓ ‘ପିକେ’ ଭଳି ଧାର୍ମିକ ବିଷୟ ବସ୍ତୁକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ଭଳି ଖୁବଶୀଘ୍ର ଅଭିନେତା ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ୍ ହେବାକୁ ଯାଉଛି…

ଜେଲ୍‌ ଯିବେ କି ଜ୍ୟାକଲିନ୍‌

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶନିବାର ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍‌ଙ୍କ ମାମଲାର ଶୁଣାଣି କରିବେ। ଗତ ଶୁଣାଣିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କିନ୍ତୁ…

ଶୁଟିଂ ସମୟରେ ଆହତ ହେଲେ ପୂଜା ହେଗ୍‌ଡେ: ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ପୂଜା ହେଗ୍‌ଡେ ଅସୁସ୍ଥ ହୋଇ ପଡ଼ିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ସେ କାମ ବନ୍ଦ କରିନାହାନ୍ତି। ଶୁଟିଂ ପାଇଁ ମେକ୍‌ଅପ୍‌ ହେଉଥିବାର ଏକ ଫଟୋ ପୂଜା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର…

ସଲମାନଙ୍କ ବଦଳରେ ବିଗ୍‌ବସ୍‌ରେ ହୋଷ୍ଟ କରିବେ କରଣ

ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ବିଗ୍‌ବସ୍‌-୧୬ ରେ ନଜର ଆସିବେ। କିଛି ଦିନ ପାଇଁ ସେ ଅଭିନେତା ସଲମାନ ଖାନ୍‌ଙ୍କ ବଦଳରେ ବିଗ୍‌ବସ୍‌ରେ ହୋଷ୍ଟ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସଲମାନ ଏବେ ଅସୁସ୍ଥ ଅଛନ୍ତି। ସେ ଡେଙ୍ଗୁରେ ଆକ୍ରାନ୍ତ…

ସଲମାନଙ୍କୁ ଡେଙ୍ଗୁ

ମୁମ୍ବାଇ,୨୨।୧୦: ଅସୁସ୍ଥ ଅଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ୍‌। ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ବିଶ୍ରାମ ନେବେ। ଏଥିପାଇଁ କିଛି ଦିନ ବିଗ୍‌ବସ୍‌-୧୬ରେ ହୋଷ୍ଟ କରିପାରିବେ ନାହିଁ।…

କାମରୁ ମିଳୁନି ବ୍ରେକ୍‌

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ପୂଜା ହେଗ୍‌ଡେ ଅସୁସ୍ଥ ହୋଇ ପଡ଼ିଛନ୍ତି। କିନ୍ତୁ ଏହାସେତ୍ତ୍ୱ ସେ କାମ କିନ୍ତୁ ବନ୍ଦ କରିନାହାନ୍ତି। ଶୁଟିଂ ପାଇଁ ମେକ୍‌ଅପ୍‌ ହେଉଥିବାର ଏକ ଫଟୋ ପୂଜା ନିଜ ଇନଷ୍ଟାଗ୍ରାମେର ଶେୟାର…

‘ଜୟ ଶ୍ରୀରାମ’ ଗୀତ ଲଞ୍ଚ କରିବା ପୂର୍ବରୁ ପାଦରୁ ଚପଲ କାଢ଼ିଲେ ଖିଲାଡ଼ି କିଙ୍ଗ୍‌; ହୃଦୟ ଜିଣୁଛି ଭିଡିଓ…

ବମ୍ବେ: ଲଗାତାର ଭାବେ ଚର୍ଚ୍ଚାରେ ରହୁଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’। ଆସନ୍ତା ଦୀପାବଳିରେ ଏହା ପରଦାକୁ ଆସିବ। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏଥିରେ ଦର୍ଶକଙ୍କୁ ବ୍ୟାକ୍‌ଗ୍ରାଉଣ୍ଡରେ ଚାଲୁଥିବା ‘ଜୟ ଶ୍ରୀରାମ’ ଗୀତ ବେଶ ପସନ୍ଦ ଆସିଥିଲା।…

୪୧ ବର୍ଷୀୟ ମିକାଙ୍କ ୧୨ ବର୍ଷର ରିବାଙ୍କ ସହ ଅନସ୍କ୍ରିନ୍‌ ରୋମାନ୍ସ; ପ୍ରଶ୍ନ ଉଠାଉଛନ୍ତି ଲୋକେ

ବମ୍ବେ: ଗାୟକ ମିକା ସିଂ ୪୧ବର୍ଷର ହୋଇ ବି ୧୨ ବର୍ଷର ସୋସିଆଲ ମିଡିଆ ସେନ୍‌ସଶନ୍‌ ରିଭା ଅରୋରାଙ୍କୁ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ ପଡ଼ିଛି ମହଙ୍ଗା। ତାଙ୍କୁ ସବୁଆଡୁ ସମାଲୋଚନା କରାଯାଉଛି। ନିଜ ଝିଅ ବୟସର ଝିଅ ସହ ରୋମାଣ୍ଟିକ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?