Advertisement

ପୁରୁଷ ପାଖରେ କିଛି କଥା ନ ଥିଲେ ସ୍ତ୍ରୀର ଚରିତ୍ର ଉପରେ କଥା କହିଥାଏ: ଚାରୁ

ବମ୍ବେ: ବଲିଉଡ ସୁସ୍ମିତା ସେନଙ୍କ ଭାଇ-ଭାଉଜ ଛାଡ଼ପତ୍ର ନେବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ପରସ୍ପରକୁ ଆରୋପ୍ୟ ପ୍ରତ୍ୟାରୋପ କରୁଛନ୍ତି। ମାର୍‌ପିଟ ପରେ ଏବେ ବିବାହରେ ଧୋକା ଦେବା ଯାଏ କଥା ପହଞ୍ଚିଛି। ଚାରୁ ଅସୋପା ପ୍ରଥମେ ରାଜୀବ ତାଙ୍କୁ ଧୋକା ଦେଇଥିବା କହିଥିଲେ। ଏବେ ରାଜୀବ ପାଲଟା ତାଙ୍କର ଅଭିନେତା କରନ୍‌ ମେହେରାଙ୍କ ସହ ସମ୍ପର୍କ ଥିବା କହିଛନ୍ତି। ଏହାଶୁଣି ପ୍ରତିକ୍ରିୟା ରଖିଛନ୍ତି ଚାରୁ।

ଏକ ସାକ୍ଷାତକାରରେ ଚାରୁ କହିଛନ୍ତି, କାହିଁକି ତାଙ୍କ ଉପରେ ଏଭଳି ଅଭିଯୋଗ ଲଗାଯାଉଛି ସେ ଜାଣି ନାହାନ୍ତି। ଯେତେବେଳେ କୌଣସି ପୁରୁଷ ଲୋକ ପାଖରେ କିଛି ନ ଥାଏ ସେତେବେଳେ ସେ ମହିଳାଙ୍କ ଚରିତ୍ର ଉପରେ କଥା କହିଥାଏ। ପୁରୁଷମାନେ ଭଲ ଭାବେ ଜାଣନ୍ତି ମହିଳାଙ୍କ ଉପରେ କେଉଁ ଜିନିଷ ପ୍ରଭାବ ପକାଏ। ରାଜୀବଙ୍କ ପାଖରେ ତାଙ୍କୁ ଖରାପ ଚିତ୍ରଣ କରିବାର କୌଣସି ଅନ୍ୟୋପାୟ ନ ଥିଲା। ଏଥିଲାଗି ସେ ଏତେ ତଳକୁ ଖସିଗଲେ।

ସେହିଭଳି କରନ ମେହେରା ରାଜୀବଙ୍କ କଥା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ଭିତ୍ତିହୀନ କଥା। ଜାଣିନି ରାଜୀବ କେଉଁ ମେହେରାଙ୍କ କଥା କହୁଛନ୍ତି। ମୁଁ ତାଙ୍କ ସମ୍ପର୍କରେ ନାହିଁ। ଆମେ ୧୦ ବର୍ଷ ପୂର୍ବେ ଏକ ଶୋ’ରେ କାମ କରିଥିଲୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କଥା ଚିନ୍ତା କରି ନ ଥିବାରୁ ସିଙ୍ଗଲ ମଦର ହେବାକୁ ପ୍ରସ୍ତୁତ ଥିଲେ ଏକତା!

ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ନାଁ ଏକତା କପୁର। ଏବେ ସେ ସିଙ୍ଗଲ ମଦର। କିନ୍ତୁ କ’ଣ ପାଇଁ ସେ ସିଙ୍ଗଲ ମଦର ହୋଇଛନ୍ତି ନିକଟରେ...

ବାପା ବୋନି କପୁରଙ୍କ ସହ ସ୍କ୍ରିନ ଶେୟାର କରିବେ ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଆଗାମୀ ଫିଲ୍ମ ‘ଗୁଡ ଲକ ଜେରୀ’ର ପ୍ରମୋସଶନରେ ବ୍ୟସ୍ତ...

୩ ଜଣଙ୍କୁ ବିବାହ କରି ମଧ୍ୟ ଆଜି ଏକାକୀ ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ନୀଳିମା ଅଜିମ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ୧୯୫୮ ମସିହା ଡିସେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌କୁ ସେ ଅନେକ ଫିଲ୍ମ...

ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ଏଭଳି ସହାୟତା କରିଥିଲେ ମମତା

ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର...

ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ...

ସ୍କୁଲ ୟୁନିଫର୍ମରେ ଆୟେଶାଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍‌ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…

ବମ୍ବେ: ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ...

ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଇଥିଲେ ଶାଶୁ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କାଜୋଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ବିବାହକୁ ୨୦ ବର୍ଷରୁ ଅଧିକ ହେଲାଣି। ଏହି ଦୁଇଜଣଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ପାରସ୍ପରିକ ବୁଝାମଣା...

ଦେଶୀ ଗର୍ଲଙ୍କ କୁନି ମେକ୍‌ଅପ୍‌ ଆର୍ଟିଷ୍ଟ!

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ରହୁଛନ୍ତି। ଲକ୍‌ଡାଉନ କାରଣରୁ ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

Advertisement
Archives

Model This Week