Advertisement

ଅପସ୍ମାର ସମ୍ପର୍କରେ ସଚେତନ କରୁଛନ୍ତି ଫାତିମା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ଦଙ୍ଗଲ’ରୁ ବଲିଉଡ୍‌ ଡେବ୍ୟୁ କରିଥିବ ଅଭିନେତ୍ରୀ ଫାତିମା ସାନା ଶେଖ୍‌ ଏପପିଲେପ୍ସି ବା ଅପସ୍ମାର ରୋଗକୁ ଲୋକଙ୍କୁ ସଚେତନ କରୁଛନ୍ତି। ନାୟିକା ଜଣକ ନିକଟରେ ଇନଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ଶେୟାର କରିବା ସହ ଅଧିକାଂଶ ଲୋକଙ୍କଠାରେ ଦେଖାଯାଉଥିବା ବିରଳ ନ୍ୟୁରୋ ଡିଜିଜ୍‌ (ଏପିଲେପ୍ସି) ବିଷୟରେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛନ୍ତି। ପ୍ରତି ୨୬ ଜଣଙ୍କ ମଧ୍ୟରୁ ଜଣଙ୍କଠାରେ ଏହି ରୋଗ ଦେଖାଯାଏ। ଏହ ରୋଗ ମୁଖ୍ୟତଃ ୪ ପ୍ରକାରର ହୋଇଥାଏ ବୋଲି ଫାତିମା କ୍ୟାପ୍‌ଶନ୍‌ରେ ଲେଖିଛନ୍ତି। ଯଦି କୌଣସି ବ୍ୟକ୍ତି ଏଭଳି ଲକ୍ଷଣ କିମ୍ବା ଏହି ରୋଗ ଦେଇ ଗତି କରୁଛନ୍ତି ସେମାନେ ନିଜ ଅଭିଜ୍ଞତା ଶେୟାର କରିବା ପାଇଁ ଫାତିମା କହିଛନ୍ତି। ନିଜର ଅପ୍‌କମିଂ ଫିଲ୍ମ ‘ସାମ୍‌ ବାହାଦୁର’ ନିର୍ମାଣରେ ଏବେ ଫାତିମା ବ୍ୟସ୍ତ ଥିବାବେଳେ ଏଥିରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜରକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁଙ୍କୁ ସ୍ପାଇସ୍‌ଜେଟ୍‌ର ସାଲ୍ୟୁଟ୍‌

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଅଭିନେତା ସୋନୁ ସୁଦ୍‌ ଉଦାହରଣ ପାଲଟିଛନ୍ତି। ସୋନୁଙ୍କର ଏହି ମହନୀୟ...

ବିବାହ କରାଇଦିଅ ବୋଲି ସୋନୁ ସୁଡ୍‌ଙ୍କୁ କହିଲେ ଏହି ବ୍ୟକ୍ତି, ଜବାବରେ ଅଭିନେତା କହିଲେ…

ବମ୍ବେ: ଲକ୍‌ଡାଉନ୍‌ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତା ସୋନୁ ସୁଡ। ଏହା ଶେଷ ହେବା ପରେ ମଧ୍ୟ ସେ...

ପାରସ୍‌ଙ୍କ ପରେ ଶୋ’ ଛାଡ଼ିଲେ ଆଲ୍‌ମା

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’କୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଆଲ୍‌ମା ହୁସେନ। ଶୋ’ରେ ସେ ପାରସ କଲନାଓ୍ବତଙ୍କ ପ୍ରେମିକା...

ଅଭିନୟ ଛାଡିବାର ୨ ବର୍ଷ ପରେ ଫଟୋ ଶେୟାର କଲେ ଜାୟରା ୱାସିମ

ମୁମ୍ବାଇ: ବଲିଉଡ୍‌ର ଦଙ୍ଗଲ ଗର୍ଲ ଭାବେ ପରିଚିତ ଜାୟରା ୱାସିମ ଅଭିନୟ ଛାଡିବାର ୨ ବର୍ଷ ପରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଶେୟାର କରିଛନ୍ତି...

୭ ବର୍ଷ ହେଲାଣି ଏହି ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି ସୁରଭି; ଏକଦା ‘ଇସ୍କବାଜ୍‌’ ଛାଡ଼ିବାକୁ ନେଇ…

ବମ୍ବେ: ଟେଲି ଅଭିନେତ୍ରୀ ସୁରଭି ଚନ୍ଦନାଙ୍କ ଆଜି ହାପି ବର୍ଥ ଡେ। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାରଙ୍କ ତରଫରୁ ତାଙ୍କ ନିକଟକୁ...

ଡିଜିଟାଲ ପ୍ଲାଟ୍‌ଫର୍ମରେ ‘ଅଂଗ୍ରେଜୀ ମିଡିୟମ’

ମୁମ୍ବାଇ: ଇର୍‌ଫାନ ଖାନ୍‌ଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ ରିଲିଜ ପୂର୍ବରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ...

‘ଆର୍ଟିକିଲ୍‌ ୧୫’ ରିଲିଜ୍‌ ଅପେକ୍ଷାରେ ଆୟୁଷ୍ମାନ୍‌

ମୁମ୍ବାଇ: ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଆର୍ଟିକିଲ୍‌ ୧୫’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା। ଏହାର କାହାଣୀ ବାସ୍ତବ...

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଅମିତାଭ

ମୁମ୍ବାଇ: ବଲିଉଡ୍‌ର ଶେହେନ୍ସା ନିଜର ବ୍ୟକ୍ତିତ୍ୱ ଓ ନିଷ୍ଠାପର କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ସାଉଁଟୁଥିବା ବେଳେ ପ୍ରଶଂସକ ମଧ୍ୟ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି।...

Advertisement
Archives

Model This Week