ମନୋରଞ୍ଜନ

ଦୀପାବଳି ଅବସରରେ ‘ଦୃଶ୍ୟମ-୨’କୁ ନେଇ ଖୁସିଖବର ଦେଲେ ନିର୍ମାତା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମଟି ନଭେମ୍ବର ୧୮ରେ…

ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ। ଜାହ୍ନବୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଶିଖର ପହାଡିଆଙ୍କ ସହ ଦେଖିବାକୁ…

କ୍ୟାମେରା ଆଗରେ ପ୍ରେମିକଙ୍କୁ ଚୁମ୍ବନ ଦେଇ ଟ୍ରୋଲ ହେଉଛନ୍ତି ହ୍ରିତିକ୍‌ଙ୍କ ପୂର୍ବପତ୍ନୀ

ବମ୍ବେ: ସାରା ଦେଶରେ ଦୀପାବଳିକୁ ନେଇ ଧୁମ୍‌। ଏଥିରୁ ବାଦ୍‌ ପଡ଼ିନି ବଲିଉଡ୍‌। ଗତ ସପ୍ତାହେ ହେଲାଣି ଦୀପାବଳିକୁ ନେଇ ପାର୍ଟି ଦେଉଛନ୍ତି ବଲିଉଡର ସେଲିବ୍ରିଟିମାନେ । ନିକଟରେ ଅଭିନେତା ତଥା ପ୍ରଯୋଜକ କୃଷ୍ଣା କୁମାରଙ୍କ ପାର୍ଟିରେ କଳାକାରଙ୍କ ଭିଡ ଜମିଥିଲା।…

ପୁଅ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି ସୋନମ

ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ମାତୃତ୍ୱର ସୁନ୍ଦର ଯାତ୍ରା ଉପଭୋଗ କରୁଛନ୍ତି। ନିକଟରେ ସେ ତାଙ୍କ ପୁଅ ବାୟୁକୁ ଦୁନିଆକୁ ସ୍ବାଗତ କରିଥିଲେ। ଚଳିତବର୍ଷ ବାୟୁଙ୍କ ଏହା ପ୍ରଥମ ଦୀପାବଳି। ଏହାକୁ ଧୂମଧାମରେ ପାଳନ କରିବା ପାଇଁ ସୋନମ ସମସ୍ତ…

ଜାହ୍ନବୀଙ୍କ ସ୍ପଷ୍ଟୀକରଣ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଫିଲ୍ମ ଜଗତରେ ଚର୍ଚ୍ଚା ହେବା ଆରମ୍ଭ ହୋଇଛି। ଷ୍ଟାର କିଡ୍ସମାନଙ୍କୁ ନେଇ ଫିଲ୍ମ କରିବା…

ଝୁମି ଉଠିଲେ ଅନୁଷ୍କା

ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରି ଦେଶବାସୀଙ୍କୁ ଏକ ଚମତ୍କାର ଦୀପାବଳି ଉପହାର ଦେଇଛି। ଭାରତର ଏହି ବିଜୟରେ ସମଗ୍ର ଦେଶ ଉଲ୍ଲସିତ ହୋଇପଡିଛି। ଏହି ବିଜୟର ହିରୋ ବିରାଟ କୋହଲିଙ୍କୁ…

ମାତ୍ର ୧୮ ବର୍ଷରେ କାର୍‌ କିଣିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ପ୍ରଥମଥର ଏକ କାର୍‌ କିଣିଥିଲେ। ଏହି କଥା ରବୀନା ଏକ ଶୋ’ରେ ପ୍ରକାଶ କରିଛନ୍ତି। ଏହି ଶୋ’ର ନାମ ‘କାରଖାନା’: ଖାଦ୍ୟ ଏବଂ ଅଟୋ ଶୋ’। ଏହି ଶୋ’କୁ…

ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ: ଖାସ୍‌ ବାର୍ତ୍ତା ଦେଇ କହିଲେ ‘ତୁମେ କେବଳ ମୋର ହୋଇ ରୁହ’

ବମ୍ବେ: ଜନ୍ମଦିନରେ ଅଭିନେତ୍ରୀଙ୍କ ଲାଗି ରୋମାଣ୍ଟିକ୍‌ ହେଲେ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର। ରବିବାର ତାଙ୍କ ପ୍ରେମିକା ମଲାଇକା ଅରୋରାଙ୍କ ହାପି ବର୍ଥ ଡେ। ଏହାକୁ ନେଇ ସେ ବେଶ ରୋମାଣ୍ଟିକ୍‌ ପୋଷ୍ଟ କରିଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ…

ବିଗ୍ ବି ଅମିତାଭ ଆହତ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ଗେମ ଶୋ’ କୌନ ବନେଗା କରୋଡପତିରେ ନଜର ଆସୁଛନ୍ତି । ନିକଟରେ ସେ ତାଙ୍କ ବ୍ଲଗରେ କହିଥିଲେ କି କୌନ ବନେଗା କରୋଡପତି ସେଟ୍‌ରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଅମିତାଭଙ୍କ…

ସଲମାନଙ୍କୁ ଡେଙ୍ଗୁ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ନାୟକଙ୍କ ଚିକିତ୍ସା ଜାରିଥିବାବେଳେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଖବର ପ୍ରକାଶ ପାଇଛି। ତେବେ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ବିଗ୍‌ବସ୍‌ ସିଜନ୍‌ ୧୬ର ଓ୍ବିକେଣ୍ଡ୍‌କା ବାର୍‌ରେ ସେ…

‘ମୋତେ ନାଚ ଆସେନି’

ମୁମ୍ବାଇ: କମଲି, ଚିକ୍‌ନି ଚମେଲି, ଶିଲାକି ଜଓ୍ବାନୀ, କାଲା ଚଷମା, ମାଶାଲାହ, ଆଫଗାନ ଜଲେବି ଭଳି ଅନେକ ହିଟ୍‌ ଗୀତ ସିନେପ୍ରେମୀଙ୍କୁ ଭେଟି ଦେଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଏହାସତ୍ତ୍ୱେ କ୍ୟାଟ୍ରିନାଙ୍କୁ ନାଚ ଜଣା ନାହିଁ ବୋଲି ନାୟିକା ଜଣଙ୍କ…

ଜେଲରୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, ଜ୍ୟାକଲିନଙ୍କ ସମ୍ପର୍କରେ ଖୋଲିଲା ରାଜ

ନୂଆଦିଲ୍ଲୀ,୨୩ ।୧୦: ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦ ରହିଛନ୍ତି । ସୁକେଶଙ୍କ ସହ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ନାଡିଜ ବି ଏହି ଅଭିଯୋଗରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?