ରଣବୀରଙ୍କ ସହ ହିଟ୍ ଯୋଡି ହେବାକୁ ଚାହୁଁଛନ୍ତି ଜାହ୍ନବି

ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବି କପୁର ଏବେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘ମିଲି’କୁ ବେଶ ଭଲ ରେସପନ୍ସ ମିଳୁଛି ନିକଟରେ ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ତାଙ୍କ ପାଇଁ ପ୍ରଶ୍ନ ଥିଲା କି ସେ ବଡ ପରଦାରେ କେଉଁ ଅଭିନେତାଙ୍କ ସହ ଅଭିନୟ କରିବାକୁ ଚାହିଁବେ । ଉତ୍ତର ଦେବାରେ ବିଳମ୍ବ ନ କରି ଅଭିନେତ୍ରୀ ଜାହ୍ନବି କହିଛନ୍ତି ରଣବୀର ସିଂ । ଏମିତିତ ତାଙ୍କ ଯୋଡି ଯେ କୌଣସି ନାୟକଙ୍କ ସହ ପସନ୍ଦ କରନ୍ତି ପ୍ରଶଂସକ । ହେଲେ ରଣବୀରଙ୍କ ସହ ବଡ ପରଦାରେ ଏକ ହିଟ୍ ଯୋଡି ହେବାକୁ ଚାହୁଁଥିବା କହିଛନ୍ତି ଜାହ୍ନବି ।
ଅଭିନେତ୍ରୀ କହିଛନ୍ତି ଥରେ ଯେତେବେଳେ ତାଙ୍କୁ ଡ୍ୟାନ୍ସ ରିହର୍ସଲ ସମୟରେ ଆଘାତ ଲାଗିଥିଲା ସେତେବେଳେ ରଣବୀର ତାଙ୍କୁ କିଛି ଉପଦେଶ ଦେଇଥିଲେ । ମୋତେ ଆଘାତ ଲାଗିବାରୁ ଏହା ରଣବୀରଙ୍କୁ ଭଲ ଲାଗି ନ ଥିଲା । ଜାହ୍ନବିଙ୍କ ଏହି ସାକ୍ଷାତ୍‌କାର ଏବେ ଭାଇରାଲ ହୋଇଛି । ତାଙ୍କ ପ୍ରଶଂସକ ବି ଚାହୁଁଛନ୍ତି ବାଜିରାଓ ଅଭିନେତାଙ୍କ ସହ ତାଙ୍କ ଯୋଡି ହିଟ୍ ହେଉ । ରଣବୀରଙ୍କ ସହ ହିଟ୍ ଯୋଡି ହେବାକୁ ଚାହୁଁଛନ୍ତି ଜାହ୍ନବି
ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବି କପୁର ଏବେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘ମିଲି’କୁ ବେଶ ଭଲ ରେସପନ୍ସ ମିଳୁଛି ନିକଟରେ ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ତାଙ୍କ ପାଇଁ ପ୍ରଶ୍ନ ଥିଲା କି ସେ ବଡ ପରଦାରେ କେଉଁ ଅଭିନେତାଙ୍କ ସହ ଅଭିନୟ କରିବାକୁ ଚାହିଁବେ । ଉତ୍ତର ଦେବାରେ ବିଳମ୍ବ ନ କରି ଅଭିନେତ୍ରୀ ଜାହ୍ନବି କହିଛନ୍ତି ରଣବୀର ସିଂ । ଏମିତିତ ତାଙ୍କ ଯୋଡି ଯେ କୌଣସି ନାୟକଙ୍କ ସହ ପସନ୍ଦ କରନ୍ତି ପ୍ରଶଂସକ । ହେଲେ ରଣବୀରଙ୍କ ସହ ବଡ ପରଦାରେ ଏକ ହିଟ୍ ଯୋଡି ହେବାକୁ ଚାହୁଁଥିବା କହିଛନ୍ତି ଜାହ୍ନବି ।
ଅଭିନେତ୍ରୀ କହିଛନ୍ତି ଥରେ ଯେତେବେଳେ ତାଙ୍କୁ ଡ୍ୟାନ୍ସ ରିହର୍ସଲ ସମୟରେ ଆଘାତ ଲାଗିଥିଲା ସେତେବେଳେ ରଣବୀର ତାଙ୍କୁ କିଛି ଉପଦେଶ ଦେଇଥିଲେ । ମୋତେ ଆଘାତ ଲାଗିବାରୁ ଏହା ରଣବୀରଙ୍କୁ ଭଲ ଲାଗି ନ ଥିଲା । ଜାହ୍ନବିଙ୍କ ଏହି ସାକ୍ଷାତ୍‌କାର ଏବେ ଭାଇରାଲ ହୋଇଛି । ତାଙ୍କ ପ୍ରଶଂସକ ବି ଚାହୁଁଛନ୍ତି ବାଜିରାଓ ଅଭିନେତାଙ୍କ ସହ ତାଙ୍କ ଯୋଡି ହିଟ୍ ହେଉ ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?