ମିସ୍ ୟୁନିଭର୍ସ ଅର୍ଗାନାଇଜେଶନର ନୂଆ ମାଲିକାଣୀ ଆନେ
ବ୍ୟାଙ୍କକ୍: ଥାଇଲାଣ୍ଡର ଟ୍ରାନ୍ସଜେଣ୍ଡର ମହିଳା ବ୍ୟବସାୟୀ ଆନେ ଜାକାପୋଙ୍ଗ ଜାକ୍ରାଜୁଟାଟିପ୍ ୨୦ ନିୟୁତ ଡଲାର ମୂଲ୍ୟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେଶନ୍ କିଣି ଇତିହାସ ସୃଷ୍ଟି କରିଛନ୍ତି। ମିସ୍ ୟୁନିଭର୍ସିଟିର ପ୍ରତିଯୋଗିତାର ୭୧ ବର୍ଷ ମଧ୍ୟରେ ପ୍ରଥମ କରି ଜଣେ ମହିଳା ଏହି…
ହଲ୍ ଛାତର ନାଚିଲେ କ୍ରିତି
ମୁମ୍ବାଇ: ନିଜର ଅପ୍କମିଂ ଫିଲ୍ମ ‘ଭେଡିଆ’ର ପ୍ରମୋଶନ୍ରେ ବ୍ୟସ୍ତ ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍। ଶୁକ୍ରବାର ଫିଲ୍ମର ପ୍ରମୋଶନ୍ କରିବା ସମୟରେ କ୍ରିତି ମୁମ୍ବାଇର ଗେଟି ଗାଲାକ୍ସି ଥିଏଟର ଛାତ ଉପରେ ନାଚୁଥିବାର ଦେଖିବାକୁ ମିଳିଛି। ତେବେ ଖାଲି କ୍ରିତି ନୁହେଁ…
ଅଡୁଆରେ ଭୋଜପୁରୀ ସୁପରଷ୍ଟାର ପବନ ସିଂହ; ଛାଡ଼ପତ୍ର ପରେ ସ୍ତ୍ରୀ ମାଗିଲେ ଭରଣପୋଷଣ
ବମ୍ବେ: ଭୋଜପୁରୀ ଅଭିନେତା ପବନ ସିଂହଙ୍କ ଅଡୁଆ ବଢ଼ିଛି। ଛାଡ଼ପତ୍ର ପରେ ଭରଣପୋଷଣକୁ ନେଇ ସ୍ତ୍ରୀ ଜ୍ୟୋତି ସିଂହ କରିଥିବା ଆବେଦନକୁ ନେଇ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ତ୍ରୀଙ୍କ ଅଭିଯୋଗ ବିରୋଧରେ ନିଜ ପକ୍ଷ ରଖିବା ଲାଗି…
କିଏ ସେ ‘ଓରି’? ଯିଏ ନ୍ୟାସାଙ୍କ ବନ୍ଧୁ, ସାରାଙ୍କ ସହପାଠୀ ଆଉ ଜାହ୍ନବୀ ସହ ଡେଟିଂକୁ ନେଇ ଚର୍ଚ୍ଚାରେ…
ବମ୍ବେ: କେତେବେଳେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ଡେଟିଂକୁ ନେଇ ଚର୍ଚ୍ଚାରେ ଥାନ୍ତି ସେ ତ କେବେ ତାଙ୍କୁ ସାରା ଅଲ୍ଲୀ ଖାଁ, ନ୍ୟାସାଙ୍କ ବନ୍ଧୁ ବୋଲି ଅନେକ ଜାଣନ୍ତି। ଏମିତିରେ କିଏ ସେ ଓରହାନ ଅଓ୍ବତ୍ରମଣି ଓରଫ ଓରି…
ଭାଇଜାନଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି ଏକ୍ସ-ଗର୍ଲଫ୍ରେଣ୍ଡ୍
ମୁମ୍ବାଇ: ଅଭିନେତା ସଲମାନ ଖାନ ବିଗ୍ବସ୍-୧୬ରେ ହୋଷ୍ଟ କରୁଛନ୍ତି। ତେବେ ବିଗ୍ବସ୍ ଆଗାମୀ ଏପିସୋଡର ଏକ ପ୍ରମୋ ସୋସିଆଲ ମିଡିଆରେ ଶେୟାର ହୋଇଛି। ସେହି ଏପିସୋଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସୁଛନ୍ତି। ତେବେ ଶେୟାର ହୋଇଥିବା ପ୍ରମୋ ଭିଡିଓରେ କ୍ୟାଟ୍ରିନା…
ଜଣେ ବୟଫ୍ରେଣ୍ଡ୍ଙ୍କୁ ଡେଟ୍ କରୁଛନ୍ତି ଏହି ଦୁଇ ଭଉଣୀ!
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରିର ଯୁବ ତଥା ହିଟ୍ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଫିଲ୍ମ ‘ଧଡ଼କ’ ସହିତ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିସାରିଛନ୍ତି।…
ଫିଲ୍ମ ‘ଯଶୋଦା’ ଟ୍ରେଲର୍ ରିଲିଜ୍
ସାଉଥ ଫିଲ୍ମ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ଯଶୋଦା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଟ୍ରେଲର୍କୁ ଦେଖିବା ପରେ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତେବେ ଟ୍ରେଲର୍ରେ ସାମନ୍ଥାକୁ ଜଣେ…
ଫିଲ୍ମ ନିର୍ମାତା ଶିବ କୁମାର ଖୁରାନାଙ୍କ ପରଲୋକ
ମୁମ୍ବାଇ,୨୮।୧୦: ଚଳଚ୍ଚିତ୍ର ନିର୍ମାତା ଶିବ କୁମାର ଖୁରାନାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଅଧିକ ବୟସ ହୋଇଯାଇଥିବାରୁ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମାକୁମାରୀ ଗ୍ଲୋବାଲ ହସ୍ପିଟାଲରେ ଶିବ କୁମାର…
ଋଷଭ ପନ୍ଥ ନୁହେଁ ତ କାହାପାଇଁ ଆରପି ଲେଖୁଛନ୍ତି ଉର୍ବଶି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶି ରୌତେଲାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ବହୁତ ଅଧିକ ଚର୍ଚ୍ଚା ହେଉଛି । ୟୁଜର୍ସ ସତେ ଯେମିତି ତାଙ୍କ ପୋଷ୍ଟକୁ ଉତ୍ସାହର ସହ ଅପେକ୍ଷା ରଖୁଛନ୍ତି । ସେ ତାଙ୍କ ପୋଷ୍ଟରେ ସବୁବେଳେ ଆରପି…
୨୧ ବର୍ଷରେ ବିବାହ ୨୫ ବର୍ଷରେ ତଲାକ
ମୁମ୍ବାଇ: ରାଜ ପରିବାରରୁ ଆସିଥିବା ବଲିଉଡ ନାୟିକା ଅଦିତି ରାଓ ହାଇଦରୀ ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ଅଦିତିଙ୍କର ଏବେ କୋଟି କୋଟି ପ୍ରଶଂସକ । ତାଙ୍କ କ୍ୟାରିୟରରେ ସେ କିଛି ହିଟ ମୁଭି…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨ ସୁଦ୍ଧା ଫେରାଇବେ ଶାଶୁଘର ଚାବି
କଟକ ଅଫିସ,୨୮ା୧୦: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍ଡିଜେଏମ୍…
ଫିଲ୍ମ ନିର୍ମାତା ଗିରଫ
ବଲିଉଡ୍ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ସ୍ତ୍ରୀଙ୍କୁ କାର୍ରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅନ୍ଧେରି କୋର୍ଟରେ ହାଜର କରାଯିବ। ମୁମ୍ବାଇର ଆମ୍ବୋଲି ପୋଲିସ ଆଇପିସିର ଧାରା ୨୭୯ ଏବଂ ୩୩୮ ଅନୁଯାୟୀ ମିଶ୍ରଙ୍କ…

