ମନୋରଞ୍ଜନ

ପୁଅର ପ୍ରଥମ ଝଲକ ଦେଖାଇଲେ ସୋନମ

ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଚଳଚ୍ଚିତ୍ରଠାରୁ ଦୂରରେ ମାତୃତ୍ୱ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ଏକ ପୁତ୍ର ସନ୍ତାନର ମା’ହୋଇଛନ୍ତି। ଯାହାଙ୍କ ନାମ ସେ ‘ବାୟୁ’ରଖିଛନ୍ତି। ତାଙ୍କ ପ୍ରଶଂସକମାନେ ପୁଅର ପ୍ରଥମ ଝଳକ ଦେଖିବାକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ସୋନମ ତାଙ୍କ…

ପରଲୋକରେ ହଲିଉଡ ଅଭିନେତା ଜେସନ ଡେଭିଡ ଫ୍ରାଙ୍କ୍‌

ହଲିଉଡ ଅଭିନେତା ଜେସନ ଡେଭିଡ ଫ୍ରାଙ୍କ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ରିପୋର୍ଟ ମୁତାବକ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା…

ବ୍ୟବସାୟୀଙ୍କ ପ୍ରେମରେ ପଡିଛନ୍ତି ବିଶ୍ୱସୁନ୍ଦରୀ

୨୦୧୭ ବିଶ୍ୱ ସୁନ୍ଦରୀ ବିଜେତା ତଥା ଅଭିନେତ୍ରୀ ମାନୁଶୀ ଛିଲାର ପ୍ରେମରେ ପଡିଛନ୍ତି। ସେ କୌଣସି ଅଭିନେତା ନୁହେଁ ବରଂ ଜଣେ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ପ୍ରେମିକଙ୍କ ସହ ମାନୁଶୀ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିବା ନେଇ ଚର୍ଚ୍ଚା ହେଉଛି।…

କିଙ୍ଗ ଖାଁନଙ୍କ ନାଁରେ ଆଉ ଏକ ସଫଳତା

ମୁମ୍ବାଇ: ବଲିଉଡର କିଙ୍ଗ ଖାଁ ରୋମାନ୍ସର ବାଦଶାହ ଓ ମୋଷ୍ଟ ଚାର୍ମିଂ ଆକ୍ଟର ଶାହାରୁଖ ଖାଁଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଯାଇଛି । ଅଭିନେତାଙ୍କୁ ରେଡ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ କରାଯିବ । ରେଡ ସି…

‘ଦୃଶ୍ୟମ-୨’ ପରେ ଏହି ଫିଲ୍ମରେ ନଜର ଆସିବେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିଲିଜ୍‌ ହେବାର ତିନି ଦିନ ପରେ ଏହି ଫିଲ୍ମ ୬୦ କୋଟିରୁ ଅଧିକ ବ୍ୟବସାୟ କରସାରିଲାଣି। ଏବେ ଯେଭଳି ଭାବରେ ଏହାର କ୍ରେଜ୍‌ ରହିଛି। ଆଶା କରାଯାଉଛି…

ମା’ ହେବା ପରେ ନିଜର ପ୍ରଥମ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ମା-ବାପା ହୋଇ ଝିଅ ସହ ଖୁସିରେ ଜୀବନ ବିତାଉଛନ୍ତି। ଆଲିଆ ହସ୍ପିଟାଲରୁ ଘରକୁ ଆସିବା ପରଠାରୁ ଝିଅ ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ…

ପୁଣି ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା

ମୁମ୍ବାଇ,୨୧।୧୧:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ମହାରାଷ୍ଟ୍ର ସାଇବର ପୋଲିସ ପୋର୍ନଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରା, ମଡେଲ ଶାର୍ଲିନ ଚୋପ୍ରା ଏବଂ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ସାଇବର…

ଲୋକସେବା ଭବନରେ ପ୍ରଦର୍ଶିତ ହେଲା ‘ଦମନ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରବିବାର ଲୋକସେବା ଭବନର କନଭେନଶନ ସେଣ୍ଟରଠାରେ ପ୍ରଦର୍ଶିତ ହୋଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହଯୋଗରେ ଏହାର ପ୍ରଦର୍ଶନ କରାଯାଇଥିଲା। ମାଲେରିଆ ନିରାକରଣ ଉପରେ…

୪ ଦଶକ ୧୫ରୁ ଅଧିକ ଫିଲ୍ମ… ଏବେ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ହେଲେ ସୁପରଷ୍ଟାର ଚିରଞ୍ଜିବ

ମୁମ୍ବାଇ: ସୁପରଷ୍ଟାର ଚିରଞ୍ଜିବଙ୍କୁ ୫୩ ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ରବିବାର ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ଆୱାର୍ଡ ୨୦୨୨ରେ ସମ୍ମାନୀତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟରରେ ସୁପରଷ୍ଟାର ଚିରଞ୍ଜିବଙ୍କ…

ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ନିଆଁ ଲଗାଇ ଦେଇଥାଏ । କିଛିଦିନ…

‘ମୋ ସଫଳତା ପଛରେ କେବଳ ଜଣେ, ସିଦ୍ଧାର୍ଥ…’

ବମ୍ବେ: ପୁଣିଥରେ ସ୍ବର୍ଗତ ପ୍ରେମିକ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେ ପକାଇଛନ୍ତି ଶେହନାଜ ଗିଲ। ବିଗ୍‌ବସ୍‌ ଘରୁ ସେ ଆରମ୍ଭ କରିଥିବା ଯାତ୍ରା ବହୁତ ଆଗକୁ ବଢ଼ିଲାଣି। ଏବେ ସେ ଫିଲ୍ମଜଗତର ବଡ ନାମ ପାଲଟିଛନ୍ତି। ଶେହନାଜଙ୍କୁ ତାଙ୍କର କାମ ସହ ଲୋକପ୍ରିୟତାକୁ…

ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ୨୪ ବର୍ଷ ବୟସରେ ପରଲୋକ

କୋଲକାତା: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଏଣ୍ଡ୍ରିଲାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?