ମନୋରଞ୍ଜନ

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌

ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା। ଏହାକୁ ନେଇ ତାଙ୍କୁ ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ…

ସୁସ୍ମିତାଙ୍କ ଜନ୍ମଦିନରେ ହୃଦୟ ଇମୋଜି ଦେଇ ଖାସ୍‌ ପୋଷ୍ଟ ଲେଖିଲେ ପୂର୍ବତନ ପ୍ରେମିକ

ବମ୍ବେ: ଆଜି ୪୭ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌। ଏହି ଖାସ୍‌ ଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ତାଙ୍କର ନିକଟତର ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ପୂର୍ବତନ ପ୍ରେମିକ ରୋହମନ ଶଲ୍‌। ରୋହମନ…

ବଡିଗାର୍ଡଙ୍କ ଉପରେ ପ୍ରବଳ ରାଗିଲେ ଶେହନାଜ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଲୋକମାନେ ଅଧିକ ପସନ୍ଦ କରନ୍ତି। କାରଣ ସେ ବହୁତ ଖୋଲା ହୃଦୟର ମଣିଷ। ସବୁଠାରୁ ବଡ଼ କଥା ହେଉଛି ପ୍ରଶଂସକମାନଙ୍କୁ ମଧ୍ୟ ସେ ବହୁତ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଶେହନାଜଙ୍କ ଏକ ଭିଡିଓ ଭାଇରାଲ…

ଲିଭ୍‌ ଇନ୍‌ରେ ରହି ବି ପୁରା ହୋଇନି ଏହି ବଲିଉଡ୍‌ ଷ୍ଟାରଙ୍କ ଲଭ୍‌ଷ୍ଟୋରୀ: ଏବେ ସମସ୍ତଙ୍କ ବାଟ ଅଲଗା

ବମ୍ବେ: ବଲିଉଡ୍‌ ଷ୍ଟାରଙ୍କ ପାଇଁ ଲିଭ୍‌ ଇନ୍‌ ନୂଆ କଥା ନୁହେଁ। ପୂର୍ବରୁ ଅନେକ କଳାକାର ପ୍ରେମରେ ପଡ଼ିବା ପରେ ଏକାଠି ସାଥୀ ହୋଇ ରହିଛନ୍ତି। ହେଲେ ସେମାନଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିନାହିଁ। ବରଂ ସେମାନେ ନିଜ ନିଜ ବାଟ…

ବୁର୍ଜ ଖଲିଫାରେ ‘ଭେଡିୟା’ ଟ୍ରେଲର

ମୁମ୍ବାଇ: ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ଏବେ ଖୁବ ଚର୍ଚ୍ଚାରେ । ଏବେ ଲଗାତାର ଏହି ଫିଲ୍ମକୁ ନେଇ କିଛି ନା କିଛି ଅପଡେଟ୍ସ ସାମ୍ନାକୁ ଆସୁଛି । ଖୁବଶୀଘ୍ର ଏହା ରିଲଜ୍ ହେବାକୁ ଯାଉଛି…

ଜନ୍ମଦିନରେ ସେଲ୍ଫି ଶେୟାର କଲେ ସୁସ୍ମିତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ ଶନିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତ୍ରୀ ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଅଭିନୟକୁ ନେଇ ସେ…

ଛାଡ଼ପତ୍ର ପରେ ପ୍ରେମରେ …

ଓ୍ବାଲର୍‌ଡର ହାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନ୍‌ ପ୍ରେମିକା ସବାଙ୍କ ସହ ନୂଆ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି। ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବା ଲାଗି ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରୁଥିବା ନେଇ ଏବେ ଚର୍ଚ୍ଚା ହେଉଛି। ସେଥିପାଇଁ ନିକଟରେ ହ୍ରିତିକ୍‌…

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଉଛି। ତେବେ ଚଳିତ ସପ୍ତାହରେ ୪ ପ୍ରତିଯୋଗୀ ନୋମିନେଟେଡ୍‌ ହୋଇଥିଲେ। ସେମାନଙ୍କ…

ଆମିରଙ୍କ ଝିଅ ଆୟରାଙ୍କ ସରିଲା ନିର୍ବନ୍ଧ

ବମ୍ବେ: ନିର୍ବନ୍ଧ କରିଛନ୍ତି ବଲିଉଡ୍‌ ଅଭିନେତା ଆମିର ଖାଁଙ୍କ ଝିଅ ଆୟରା ଖାଁ। କିଛି ମାସ ତଳେ ପ୍ରେମିକ ନୂପୁର ଶିଖରେ ତାଙ୍କୁ ପ୍ରପୋଜ୍‌ କରିଥିଲେ। ଏବେ ଉଭୟ ଆଧିକାରିକ ଭାବେ ନିବନ୍ଧ କରିଛନ୍ତି। ଆମିରଙ୍କ ସହ ପୁରା ପରିବାର ଏହି…

ଆରମ୍ଭ ହେଲା ‘ଭେଡିୟା’ର ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ସବୁବେଳେ ତାଙ୍କ ଫିଲ୍ମକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ବରୁଣଙ୍କ ଫିଲ୍ମ ନଭେମ୍ବର ୨୫ରେ ରିଲିଜ୍ ହେବାକୁ ଯାଉଛି । ଏହାର ପ୍ରମୋଶନ ସେ ଖୁବ୍ ଜୋରରେ କରୁଛନ୍ତି । ବେଶକିଛି ସମୟ ହେବ…

ପ୍ରେମିକାଙ୍କ ସହ ଲିଭ୍‌ ଇନ୍‌ରେ ରହିବେ ହ୍ରିତିକ୍‌…

ବମ୍ବେ: ପ୍ରେମିକାଙ୍କ ସହ ଲିଭ୍‌ଇନ୍‌ରେ ରହିବେ ହ୍ରିତିକ୍‌ ରୋଶନ୍‌। ଏଥିପାଇଁ ସେ ମନ୍ନତ ଆପାର୍ଟମେଣ୍ଟର ଦୁଇଟି ଫ୍ଲୋର୍‌ କିଣିଛନ୍ତି। ସବା ଆଜାଦଙ୍କ ସହ ସେ ଖୁବ୍‌ଶୀଘ୍ର ଉକ୍ତ ଆପାର୍ଟମେଣ୍ଟରେ ରହିବାକୁ ଯାଉଥିବା ଚର୍ଚ୍ଚା ଜୋର୍‌ ଧରିଛି। କିଛି ଦିନ ତଳେ ହ୍ରିତିକ୍‌…

ବାଜପେୟୀଙ୍କ ବାୟୋପିକ୍‌ରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍‌ ‘ମେ ରହୁ ୟା ନା ରହୁଁ ୟେ ଦେଶ ରହେନା ଚାହିଁୟେ-ଅଟଳ’ରେ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?