ଭୟଙ୍କର ରୋଗରେ ପୀଡ଼ିତ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁଙ୍କ ପରେ ଏବେ ଆଉ ଜଣେ ତେଲୁଗୁ ଅଭିନେତ୍ରୀ ଭୟଙ୍କର ରୋଗରେ ପୀଡ଼ିତ। ଯିଏ କି ନିକଟରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କ ସହ ଖୁସିରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀଙ୍କ ନାଁ ପୁନମ କୌର।

ପୁନମ ଗତ ନଭେମ୍ବର ୧୨ରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯେତେବେଳେ ସେ ବ୍ରହ୍ମା କୁମାରୀ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଯାଉଥିଲେ। ଏହା ପରେ ଚିକିତ୍ସା ପାଇଁ ସେ କେରଳ ଯାଇଥିଲେ। ସେ ଫାଇବ୍ରୋମିଆଲଜିଆ ନାମକ ଏହି ବିରଳ ରୋଗରେ ପୀଡ଼ିତ ଥିବା ଜାଣିବାକୁ ମିଳିଛି। କେରଳରେ କିଛି ଆୟୁର୍ବେଦିକ ଚିକିତ୍ସା ପରେ ପୁନମ ପୁଣି ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ପରେ ସେ ମୁମ୍ବାଇ ଯାଇଥିଲେ।‘ଫାଇବ୍ରୋମିଆଲଜିଆ’ ହେଉଛି ଏକ ବିରଳ ମାଂସପେଶୀ ଜନିତ ରୋଗ। ଏନେଇ ପୁନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହା ତୁରନ୍ତ ଆରୋଗ୍ୟ ହୋଇପାରିବ ନାହିଁ। ଏହା କେବେ ସ୍ଥିର ହେବ ଏବଂ କେତେ ସମୟ ଲାଗିବ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ। ଯେହେତୁ ମାୟୋସିଟିସ ମାଂସପେଶୀର ଗତିକୁ ପ୍ରଭାବିତ କରେ, ଫାଇବ୍ରୋମିଆଲଜିଆରେ ମାଂସପେଶୀ ଯନ୍ତ୍ରଣା ହୁଏ ବୋଲି କୁହାଯାଏ। ଏପରିକି ଏହି ରୋଗ ସ୍ମୃତି ଏବଂ ମସ୍ତିଷ୍କର ଅନ୍ୟାନ୍ୟ କାର୍ଯ୍ୟକୁ ପ୍ରଭାବିତ କରିଥାଏ

ପୁନମଙ୍କର ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ତୁରନ୍ତ ଚିକିତ୍ସା ଏବଂ ଆରାମ ସହିତ ବିପଦରୁ ଦୂରେଇ ରହିଛି। ଆଶା କରାଯାଉଛି ସେ ଶୀଘ୍ର ସୁସ୍ଥ ହୋଇଯିବେ। ନିକଟରେ ପୁନମ ତେଲୁଗୁ ଫିଲ୍ମ ‘ନାଥିଚରାମି’ରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଦିଆ ର୍ମିଜା ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ମାଳଦ୍ୱୀପରୁ ଏକ ଫଟୋ ପୋଷ୍ଟ କରି ଦିୟା ପ୍ରଶଂସକଙ୍କୁ ଏହି ବଡ...

ଆସିଲା ସୋନୁଙ୍କ ପୁସ୍ତକ ‘ଆଇ ଆମ ନୋ ମସିହା’ : ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ସମୟରେ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଆଗରେ ବୋଧହୁଏ ଥିଲା ବଲିଉଡ୍ ସେଲିବ୍ରିଟି...

ଏଇ ମାସରେ ବଧୂ ସାଜିବେ ମୌନୀ

ବମ୍ବେ: ବାଜିବ ସାହାନାଇ। ଚଳିତ ମାସରେ ହାତକୁ ଦୁଇ ହାତ ହେବେ ଟେଲି ପରଦାର ସୁନ୍ଦରୀ ନାଗୁଣୀ ତଥା ଅଭିନେତ୍ରୀ ମୌନୀ ରୟ। ଦୀର୍ଘଦିନ ଧରି...

ପୂରଣ ହେଲା କପିଲଙ୍କ ଇଚ୍ଛା, ଦୀପିକାଙ୍କ ସହ ‘ମେଗା ବ୍ଲକବଷ୍ଟର’ରେ ଆସିବେ ନଜର

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଭାଗ୍ୟ ଏବେ ଚମକୁଛି । ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଏବେ ତାଙ୍କ ହାତରେ । ଗୁରୁବାର ସନ୍ଧ୍ୟାରେ...

ବିକୁଥିଲେ ପାଣି ବୋତଲ, ହୋଟେଲରେ କରିଛନ୍ତି କାମ; ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ହେଲେ ସୁପରଷ୍ଟାର…

ବମ୍ବେ: ଫିଲ୍ମ ‘କାନ୍ତାରା’ ରିଲିଜ ଦିନଠାରୁ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ। ହାତଗଣତି ସ୍କ୍ରିନ୍‌ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରାନ୍ତି ଆଣିଛି...

ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ…

ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲେ...

ଓଟିଟିରେ ଡେବ୍ୟୁ କରିବେ ବରୁଣ, ସାମନ୍ଥାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ଅଭିନେତା ବରୁଣ ଧାୱନ ଆଜିକାଲି ତାଙ୍କ ଅପକମିଙ୍ଗ ଫିଲ୍ମ ‘ଭେଡିଆ’କୁ ନେଇ ଟର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା...

କରିସ୍ମା କପୁର ଘରେ ଏକା ଥିବାର ସୁଯୋଗ ନେଇ ବେଡ୍‌ରୁମ୍‌ରେ ପଶିଯାଇଥିଲେ ଅଜଣା ବ୍ୟକ୍ତି: କରିଥିଲେ ଏହି ଖରାପ କାମ…

ବଲିଉଡ୍‌ରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ବିବାହ ପରଠାରୁ ସେ ଫିଲ୍ମରୁ ଦୂରେଇ...

Advertisement
Archives

Model This Week