ଆଜି ୨୫ ବର୍ଷ ପୂରଣ କଲା ଏହି ଫିଲ୍ମ, ତଥାପି କମିନି କ୍ରେଜ୍
ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଦିଲ୍ ତୋ ପାଗଲ ହୈ’ ଆଜି ଅର୍ଥାତ୍ ଅକ୍ଟୋବର ୩୦ରେ ୨୫ ବର୍ଷ ପୂରଣ କରିଛି। ୧୯୯୭ ଅକ୍ଟୋବର ୩୦ରେ ଏହି ଫିଲ୍ମଟି ହଲ୍ରେ ମୁକ୍ତିଲାଭ କରିଥିଲା। ଏଥିରେ କିଙ୍ଗ୍ଖାନ୍ ଶାହାରୁଖ, ଅଭିନେତ୍ରୀ କରିସ୍ମା କପୁର ଏବଂ…
ନାତୁଣୀଙ୍କୁ ଜୟାଙ୍କ ପରାମର୍ଶ, ବିବାହ ପୂର୍ବରୁ ମା’ ହେଲେ ବି କିଛି ଅସୁବିଧା ନାହିଁ
ମୁମ୍ବାଇ: ବଲିଉଡ୍ର ଭେଟ୍ରାନ ଅଭିନେତ୍ରୀ ଜୟା ବଚ୍ଚନ ଫିଲ୍ମରେ ଅଭିନୟ ପାଇଁ ହେଉ କିମ୍ବା ନିଜର ଅପୂର୍ବ ଶୈଳୀ ପାଇଁ ବେଶ୍ ଜଣାଶୁଣା। ତାଙ୍କ ହୃଦୟରେ ଯାହା ଥାଏ ତାଙ୍କ ମୁହଁରେ ମଧ୍ୟ ତାହା ଥାଏ। ଯାହାକୁ କୁହନ୍ତି ସ୍ପଷ୍ଟବାଦୀ। ଝିଅ…
ଶାହାରୁଖଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘ଦିଲଓ୍ବାଲେ ଦୁଲ୍ହନିଆଁ ଲେ ଜାଏଗେଁ’
ବମ୍ବେ: ବଲିଉଡ୍ ବାଦ୍ଶାହ ଶାହାରୁଖଙ୍କ ଜନ୍ମଦିନରେ ପୁଣି ଥରେ ରିଲିଜ ହେବ ‘ଡିଡିଏଲ୍ଜେ’। ଅଭିନେତାଙ୍କ ଏହି ଆଇକନିଂ ଫିଲ୍ମ ‘ଦିଲଓ୍ବାଲେ ଦୁଲ୍ହନିଆଁ ଲେ ଯାଏଗେଁ’କୁ ସିନେମାଘରେ ଦର୍ଶକେ ଦେଖିପାରିବେ। ନଭେମ୍ବର ୨ରେ ଶାହାରୁଖ ୫୭ ବର୍ଷର ହେବେ। ଏହାକୁ ଏବେ ଦିନ…
ଗୋବିନ୍ଦାଙ୍କ ଫିଲ୍ମର ରିମେକରେ ଦେଖାଦେବେ ଟାଇଗର
ମୁମ୍ବାଇ: ବଲିଉଡ ଷ୍ଟାର ଟାଇଗର ଶ୍ରଫ ୨୦୧୪ରେ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହି କିଛି ବର୍ଷ ମଧ୍ୟରେ ଟାଇଗର ବଲିଉଡ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଟାଇଗର ସବୁବେଳେ ତାଙ୍କ ଡ୍ୟାନ୍ସ…
ଅନନ୍ୟାଙ୍କ ମୋଟ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତି
‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଖୁବ କମ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନନ୍ୟା ଆଜି ୨୪ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ପିତା ଚଙ୍କି…
ଝିଅ ଭାମିକାଙ୍କ ସହ ଭାଇରାଲ ହେଉଛି ଅନୁଷ୍କାଙ୍କ ଫଟୋ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଅପକମିଂ ଫିଲ୍ମ ଚକଦା ଏକ୍ସପ୍ରେସକୁ ନେଇ ଏବେ ଖୁବ୍ ବିଜି ଅଛନ୍ତି । ଶନିବାର ସେ ତାଙ୍କର କୋଲକାତା ସିଡ୍ୟୁଲ ପୁରା କରିଛନ୍ତି । ଏହାର ଏକ ଝଲକ ସେ ସୋସିଆଲ ମିଡିଆରେ…
ବଡ ରୋଗରେ ପୀଡ଼ିତ ଅଛନ୍ତି ସାମନ୍ଥା
ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଅସୁସ୍ଥ। ଡାକ୍ତରଖାନାରେ ତାଙ୍କର ଚାଲିଛି ଚିକିତ୍ସା। ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ ସହକଳାକାରଙ୍କ ସମେତ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ ହେବାର…
ଲୋକେ ଚାହିଁଲେ ୨୦୨୪ରେ ମଣ୍ଡିରୁ ନିର୍ବାଚନ ଲଢ଼ିବି: କଙ୍ଗନା ରାଣାଓ୍ବତ
ନୂଆଦିଲ୍ଲୀ,୨୯।୧୦: ରାଜନୀତିରେ ପ୍ରବେଶ କରିବାକୁ ମୁଁ ପ୍ରସ୍ତୁତ। ଯଦି ହିମାଚଳବାସୀ ଚାହିଁବେ ଏବଂ ଭାଜପା ଟିକେଟ ଦେବ, ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଅଛନ୍ତି କଙ୍ଗନା ରାଣାଓ୍ବତ। ଜାତୀୟ ଗଣମାଧ୍ୟମରେ ଏକ କାର୍ଯ୍ୟକ୍ରମରେ…
କ୍ୟାଟ୍ରିନାଙ୍କ ଲୁକ୍ ଦେଖି ପାକିସ୍ତାନୀ ପ୍ରଶଂସକ ଲେଖିଲେ ଏମିତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଆଜିକାଲି ତାଙ୍କ ଅପ୍ଡେଟ୍ ହରର କମେଡି ଫିଲ୍ମ ‘ଫୋନ୍ ଭୂତ୍’କୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି। ତାଙ୍କର ଏହି ଫିଲ୍ମ ଆସନ୍ତା ନଭେମ୍ବର ୪ରେ ହଲ୍ରେ ରିଲିଜ ହେବାକୁ ଯାଉଛି। ଏଥିପାଇଁ କ୍ୟାଟ୍ରିନା ପ୍ରତି…
ଏହିଦିନ ମା’ ହେବାକୁ ଯାଉଛନ୍ତି ଆଲିଆ
ମୁମ୍ବାଇ; ବଲିଉଡ ବିୟୁଟି ଆଲିଆ ଭଟ୍ଟ ଏବେ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । କାରଣ ଆଲିଆ ମାଆ ହେବାକୁ ଯାଉଛନ୍ତି । ଏହି ନୂଆ ଜର୍ଣ୍ଣିକୁ ନେଇ ଆଲିଆ ଓ ପତି ରଣବୀର କପୁର ବେଶ…
୫୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ପୋନ୍ନିୟିନ ସେଲଭମ: ୧’
ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ: ୧’ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛି । ସାରା ବିଶ୍ୱରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ୫୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ଫିଲ୍ମକୁ…
ଡ୍ରଗ୍ସ ମାମଲା: ଭାରତୀ ସିଂ ତାଙ୍କ ସ୍ବାମୀଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ଏନ୍ସିବି
ମୁମ୍ବାଇ,୨୯।୧୦: ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏକ ଚାର୍ଜସିଟ ଦାଖଲ କରିଛି। ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ୨୦୨୦ ନଭେମ୍ବର ୨୧ରେ ଏନ୍ସିବି ଚଢାଉ କରିଥିଲା। ଏହି…
Archives


